"ଜଗନ୍ନାଥ ମଲ୍ଲିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୪୫ କ ଧାଡ଼ି:
}}
 
'''ଜଗନ୍ନାଥ ମଲ୍ଲିକ''' (୧୦ ଜୁଲାଇ ୧୯୩୬ - ୭ ଅଗଷ୍ଟ ୨୦୧୬) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ଜଗନ୍ନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପୂର୍ବ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
 
ଏହାପରେ ୧୯୭୪ ଓ ୧୯୭୭ ମସିହାର ଓଡ଼ିଶାର ବିଧାନ ସଭା ନିର୍ବାଚନରେ ସେ [[ଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଯାଜପୁର]]ରୁ ଯଥାକ୍ରମେ [[୬ଷ୍ଠ ଓଡ଼ିଶା ବିଧାନ ସଭା|୬ଷ୍ଠ]] ଓ [[୭ମ ଓଡ଼ିଶା ବିଧାନ ସଭା]]କୁ ନିର୍ବାଚିତ ହୋଇଥିଲେ ।<ref name="Jagannath Mallik"/> ପରେ ସେ ୧୯୮୫ ଓ ୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ [[୯ମ ଓଡ଼ିଶା ବିଧାନ ସଭା|୯ମ]] ଓ [[୧୦ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Jagannath Mallik">{{cite web|url=http://odishaassembly.nic.in/memberprofile.aspx?img=189 |title=Shri Jagannath Mallik |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=22 November 2019}}</ref>