"ସୈରାଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ odia link++
୧୯ କ ଧାଡ଼ି:
}}
 
'''ସୈରାଟ''' ନାଗରାଜ ମଞ୍ଜୁଲେଙ୍କ ଦ୍ୱାରାମଞ୍ଜୁଲେଙ୍କଦ୍ୱାରା ନିର୍ଦ୍ଦେଶିତ ଏବଂ ଏସେଲ ଭିଜନ ପ୍ରଡକ୍ସନ ଓ ଜୀ ଷ୍ଟୁଡିଓ ସହିତ ନିଜର ବ୍ୟାନର ଏଆଟପଟ ପ୍ରଡକ୍ସନ ଅନୁଶାରେଅନୁସାରେ ନିର୍ମିତ ୨୦୧୬ ମସିହାର ଭାରତୀୟ ମରାଠୀ ଭାଷାର ଏକ ରୋମାଞ୍ଚକ ଫିଲ୍ମ ଅଟେ । ରିଙ୍କୁ ରାଜଗୁରୁ ଓ ଆକାଶ ଠୋସର, ନିଜ ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ ମୁଖ୍ୟତଃ ଦୁଇ ଯୁବକ-ଯୁବତୀଙ୍କ କାହାଣୀ ଅଟେ; ଯିଏ ଭିନ୍ନ-ଭିନ୍ନ ଜାତୀର ଅଟନ୍ତି, ଦୁହେଁ ଦୁହିଁଙ୍କ ଭଲ ପାଇବାରେ ପଡିଯାନ୍ତି ଯାହାଦ୍ୱାରା ସେମାନଙ୍କ ପରିବାର ମଧ୍ୟରେ ସଂଘର୍ଷ ଶୃଷ୍ଟି ହୋଇଯାଏ ।
 
ସୈରାଟର ପ୍ରିମୀୟର ୬୬ତମ ବର୍ଲୀନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିବାଲରେ ହୋଇଥିଲା, ଯେଉଁଠାରେ ଏହାକୁ ସାମାଜିକ ସ୍ତରରେ ଅଭିନନ୍ଦନ ମିଳିଥିଲା । ଏହାକୁ ୨୯ ଏପ୍ତିଲ ୨୦୧୬ ମସିହାରେ ମହାରାଷ୍ଟ୍ର ଓ [[ଭାରତ]]ର ବହୁ ସ୍ଥାନରେ ରିଲିଜ କରା ଯାଇଥିଲା । ଏହି ଫିଲ୍ମକୁ ଆଲୋଚକ ମାନଙ୍କ ଠାରୁଆଲୋଚକମାନଙ୍କଠାରୁ ସକରାତ୍ମକ ସମୀକ୍ଷା ମିଳିଥିଲା ଏବଂ ବକ୍ସ ଅଫିସରେ ସଫଳତା ଲାଭ କରିଥିଲା । ଏହା ସବୁଠାରୁ ଅଧିକ ସଫଳତା କମେଇଥିବା ମରାଠୀ ଫିଲ୍ମ ହୋଇଗଲା । ରାଜଗୁରୁଙ୍କୁ ୬୩ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମାଧ୍ୟମରେ ବିଶେଷ ଉଲ୍ଲେଖ ପ୍ରାପ୍ତ ହୋଇଥିଲା । ସୈରାଟକୁ ୨୦୧୭ ମସିହାର '''ଫିଲ୍ମ ଫେୟାର ମରାଠୀ ପୁରସ୍କାର''' ରେ ୧୧ଟି ପୁରସ୍କାର ମିଳିଥିଲା । ଏହି ପୁରସ୍କାର ମଧ୍ୟରେ ସର୍ବଶ୍ରେଷ୍ଠ ଫିଲ୍ମ, ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ (ମଞ୍ଜୁଲେ), ସର୍ବଶ୍ରେଷ୍ଠ ଅଭିନେତ୍ରୀ (ରାଜଗୁରୁ) ଓ ସର୍ବଶ୍ରେଷ୍ଠ ସଙ୍ଗୀତ ଆଲବମ ସାମିଲ ରହିଛି । ରାଜଗୁରୁ ଓ ଥୋସର, ବେଷ୍ଟ ଡେବ୍ୟୁ ମହିଳା ଓ ପୁରୁଷ ବର୍ଗରେ ପୁରସ୍କୃତ ହୋଇଥିଲେ । ଏହି ଫିଲ୍ମକୁ ବହୁ ଭାଷାରେ ରୀମେକ କର୍ୟାଇଥିଲା: ହିନ୍ଦୀରେ "ଧଡକ (୨୦୧୮)", ବଙ୍ଗାଳୀରେ "ନୂର ଜାହାଁ (୨୦୧୮)", କନ୍ନଡ ରେ "ମନସୁ ମଲ୍ଲୀଗ (୨୦୧୭)", ଓଡିଆ ରେ "ଲେଲା[[ଲୈଲାଲେଲାଲୈଲା]] (୨୦୧୭)" ଓ ପଞ୍ଜାବୀ ରେ "ଚନ୍ନା ମେରେୟା (୨୦୧୭)" ।
 
==ଧ୍ୱନୀ==
"https://or.wikipedia.org/wiki/ସୈରାଟ"ରୁ ଅଣାଯାଇଅଛି