"ଚନ୍ଦ୍ରମୁଖୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
("{{Infobox film | name = <big>'''ଚନ୍ଦ୍ରମୁଖୀ'''</big> | image = | caption = | director = ପି.ବ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ)
 
{{Infobox film
| name = <big>'''ଚନ୍ଦ୍ରମୁଖୀ'''</big>
| image =
| caption =
| screenplay = ପି.ବାସୁ
| based on = {{Based on|''ମଣିଚିତ୍ରଥାଝୁ''|ମାଧୁ ମୁତ୍ତମ}}
| starring =<!-- AS PER THE FILM'S OPENING CREDITS -->ରଜନୀକାନ୍ତ<br />ପ୍ରଭୁ<br />ଜ୍ୟୋତିକା<br />ନୟାନ୍ଥରାନୟନତାରା
| music = ବିଦ୍ୟାସାଗର (ସଙ୍ଗୀତ ନିର୍ଦ୍ଦେଶକ)
| cinematography = ଶେଖର ଭି. ଜୋସେଫ
| budget = {{INR}}190 ମିଲିଅନ<ref name="bg">{{Cite web |url=http://indiatoday.intoday.in/story/with-chandramukhi-tamil-superstar-rajnikant-revives-his-fading-career/1/193427.html |title=Return of the king |last=Ram |first=Arun |date=20 June 2005 |website=[[India Today]] |archive-url=https://web.archive.org/web/20140925135648/http://indiatoday.intoday.in/story/with-chandramukhi-tamil-superstar-rajnikant-revives-his-fading-career/1/193427.html |archive-date=25 September 2014 |access-date=22 September 2014}}</ref>
}}
 
'''ଚନ୍ଦ୍ରମୁଖୀ''' ୨୦୦୫ ମସିହାର ଏକ ଭାରତୀୟ ତାମିଲ ଭାଷାର କମେଡୀ ହରର ଫିଲ୍ମ ଅଟେ । ଏହି ଫିଲ୍ମକୁ ପି.ବାସୁ ଲେଖିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହାକୁ ଶିବାଜୀ ପ୍ରଡକ୍ସନର ରାମ କୁମାର ଗଣେଶାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଏହି ଫିଲ୍ମରେ ରଜନୀକାନ୍ତ, ପ୍ରଭୁ, ଜ୍ୟୋତିକା ଓ ନୟନତାରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ବାସୁଙ୍କ କନ୍ଣଡ ଫିଲ୍ମ ଆପ୍ତାମିତ୍ର (୨୦୦୪)ର ରୀମିକ ଅଟେ, ଯାହା ନିଜେ ମାଲାୟଲାମ ଫିଲ୍ମ ମଣିଚିତ୍ରାଥୁ (୧୯୯୩)ର ରୀମିକ ଅଟେ । ସାଉଣ୍ଡଟ୍ରାକ ଆଲବମ ଓ ବ୍ୟାକଗ୍ରାଉଣ୍ଡ ସ୍କୋରର ରଚନା ବିଦ୍ୱାସାଗର କରିଥିଲେ । ସିନେମେଟୋଗ୍ରାଫୀର ସଞ୍ଚାଳନ ଶେଖର ବି.ଜୋସେଫ କରିଥିଲେ ଏବଂ ଏହାର ସମ୍ପାଦନ ସୁରେଶ ଉର୍ସ କରିଥିଲେ ।
 
ଏହି ଫିଲ୍ମ{{INR}}190&nbsp; ମିଲିଅନ ବଜେଟରେ ତିଆରି ହୋଇଥିଲା । ଏହାର ଫଟୋଗ୍ରାଫୀ ୨୪ ଅକ୍ଟୋବର ୨୦୦୪ ମସିହାରେ ଆରମ୍ଭ ହୋଇ ମାର୍ଚ୍ଚ ୨୦୦୫ ମସିହାରେ ଶେଷ ହୋଇଥିଲା । ଏହାକୁ ୧୪ ଏପ୍ରିଲ ୨୦୦୫ ମସିହାରେ ତାମିଲ ନବବର୍ଷର ପୂର୍ବ ସନ୍ଧ୍ୟାରେ ରିଲିଜ କରାଯାଇଥିଲା । ଫିଲ୍ମଟିକୁ ସକରାତ୍ମକ ସମୀକ୍ଷା ମିଳିଥିଲା ଓ ଏହା ବକ୍ସ ଅଫିସରେ ସଫଳତା ଲାଭ କରିଥିଲା । ଏହା ୮୯୦ ଦିନର ନାଟକୀୟ ଦୌଡ ସହିତ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିବା ଦକ୍ଷୀଣ ଭାରତୀୟ ଫିଲ୍ମ ଥିଲା । ଚନ୍ଦ୍ରମୁଖୀ, ପାଞ୍ଚୋଟି ତାମିଲନାଡୁ ରାଜ୍ୟ ଫିଲ୍ମ ପୁରସ୍କାର, ଚାରୋଟି ଫିଲ୍ମ ପ୍ରସଂଶକ ଆସୋସିଏସନ ପୁରସ୍କାର ଓ ଦୁଇଟି ଫିଲ୍ମ ଫେୟାର ପୁରସ୍କାର ଜିତିଥିଲା । ଜ୍ୟୋତିକା ଓ ବଡିବେଲୁଙ୍କୁ ଫିଲ୍ମରେ ତାଙ୍କର କାମ ପାଇଁ ପ୍ରତ୍ୟେକଙ୍କୁ "କଳୀମ ମଣି ପୁରସ୍କାର"ରେ ସମ୍ମାନିତ କରାଯାଇଥିଲା ।
୩,୫୫୧

ଗୋଟି ସମ୍ପାଦନା