"କିଙ୍ଗ କଙ୍ଗ (୨୦୦୫ ଫିଲ୍ମ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୨ କ ଧାଡ଼ି:
ୱାଟ୍ସ, ବ୍ଲାକ ଓ ବ୍ରାଡୀ ନିଜ-ନିଜ ଭୂମିକା ପାଇଁ ଅଧିକ ଖୁସି ଥିଲେ ଯେଉଁଥିରେ କୌଣସି ଅନ୍ୟ ଅଭିନେତା ମାନଙ୍କୁ ଗ୍ରହଣୀୟ କରାଯାଇ ନଥିଲା । ନିଜ-ନିଜର ଭୂମିକାର ପ୍ରସ୍ତୁତିରେ, ୱାଟ୍ସ ମୂଖ୍ୟ ଏନ ଡାରୋ ଓ ଫେ ୱରେଙ୍କ ସହିତ ଦେଖା ହୋଇଥିଲେ ।<ref name=fi>{{cite news|author=Ian Spelling |url=http://www.scifi.com/sfw/issue452/interview.html |title=Peter Jackson proves with King Kong that the director, not the beast, is the true eighth wonder of the world |work=[[Science Fiction Weekly]] |date=December 2005 |accessdate=2009-06-01 |url-status=dead |archiveurl=https://web.archive.org/web/20060619091002/http://www.scifi.com/sfw/issue452/interview.html |archivedate=June 19, 2006}}</ref> ଜ୍ୟାକ୍ସନ ଚାହୁଁଥିଲେ କି, ୱରେ ଏକ କ୍ୟାମିଓ ଉପସ୍ଥିତି ବନାନ୍ତୁ ଓ ସମ୍ବାଦର ଅନ୍ତିମ ପଂକ୍ତିରେ କୁହନ୍ତୁ ; କିନ୍ତୁ ୯୬ ବର୍ଷ ବୟସରେ ପ୍ରୀ-ପ୍ରଡକ୍ସନ ଅନୁଶାରେ ତାଙ୍କର ମୃତ୍ୟୁ ହୋଇଗଲା । ବ୍ଲାକଙ୍କୁ ୨୦୦୦ ମସିହାର ଫିଲ୍ମ "ହାଇ ଫିଡେଲିଟୀ"ରେ ତାଙ୍କର ପ୍ରଦର୍ଶନର ଆଧାରରେ "କାର୍ଲ ଡେହ୍ନମ" ଋପେ ନିଆ ଯାଇଥିଲା, ଯିଏ ଜ୍ୟାକ୍ସନଙ୍କୁ ପ୍ରଭାବିତ କରିଥିଲେ ।<ref name=Ray>{{cite book | author = Paul A. Woods | title = Peter Jackson: From Gore to Mordor | publisher = Plexus Books | year = 2005 | isbn = 0-85965-356-0 | pages = 176–187 | chapter = Kong Cometh! | location = London}}</ref> ପ୍ରେରଣା ପାଇଁ ବ୍ଲାକ, ପି.ଟି. ବରନମ <ref>{{cite news | author = Liane Bornin | url = http://www.ew.com/ew/article/0,,702507,00.html | title = King' of the World | work = [[Entertainment Weekly]] | date = 2004-09-27 | accessdate = 2009-05-29}}</ref>ଏବଂ ଓରସନ ୱାଲେସର ଅଧ୍ୟୟନ କରିଥିଲେ । ଖୋପଡି ଦ୍ୱୀପରେ ମୂଳ ଅତିରିକ୍ତ କଳାକାର ଏକ ମିଶ୍ରଣ ଦ୍ୱାରା ଚିତ୍ରିତ କରା ଜାଇଥିଲା । ଏସିଆ, ଆଫ୍ରିକା, ମାଓରୀର ଅଭିନେତା ମାନେ ଲଗାତାର ରଞ୍ଜକତା ପ୍ରାପ୍ତ କରିବା ପାଇଁ କଳା ମେକପ ସହିତ ଛିଟିକା କରିଥିଲେ ।
 
==ଧ୍ୱନୀଧ୍ୱନି==
'''କିଙ୍ଗ କଙ୍ଗ ଅରିଜିନାଲ ମୋଶନ ପିକ୍ଚର୍ସ ସାଉଣ୍ଡଟ୍ରାକ'''ର ରଚନା ଜେମ୍ସ ନ୍ୟୁଟନ ହାବର୍ଡ କରିଥିଲେ ; ସେ "ଦି ସିକ୍ସ ସେନ୍ସ, ଡାଇନେସର, ଆଣ୍ଟଲାଟିସ: ଦି ଲାଷ୍ଟ ଏମ୍ପାୟର ଆଣ୍ଡ ଟ୍ରେଜର ପ୍ଲାନେଟ"ର ରଚନା କରିଥିଲେ । ଜେମ୍ସ ନ୍ୟୁଟନ ହାବର୍ଡଙ୍କ ସ୍କୋରକୁ ପରେ ସର୍ବଶ୍ରେଷ୍ଠ ମୂଳ ସ୍କୋର ପାଇଁ "ଗୋଲ୍ଡେନ ଗ୍ଲୋବ ଆୱାର୍ଡ" ପାଇଁ ନାମାଙ୍କିତ କରାଯାଇଥିଲା ।<ref>{{cite web|url=http://www.goldenglobes.org/browse/film/24379 |title=HFPA - Awards Search (King Kong) |accessdate=March 2, 2012 |url-status=dead |archiveurl=https://web.archive.org/web/20120312105852/http://www.goldenglobes.org/browse/film/24379 |archivedate=March 12, 2012}}</ref>
 
==ପ୍ରକାଶନ==
ଏହି ଫିଲ୍ମର ବିକ୍ରୟ ଅଭିଜାନ ୨୭ ଜୁନ, ୨୦୦୫ ମସିହାରେ ଆରମ୍ଭ ହୋଇଥିଲା । ଏହାର ଟ୍ରେଲର ୱାର ଅଫ ଦି ୱାର୍ଲଡରେ ଜଡିତ ସିନେମା ଘର ଗୁଡିକରେ ପ୍ରଦର୍ଶିତ ହୋଇଥିଲା, ଯାହା ୨୯ ଜୁନରେ ଖୋଲା ଯାଇଥିଲା । ଏହି ଫିଲ୍ମର ଏକ ଉପନ୍ୟାସ ଓ '''କିଙ୍ଗ କଙ୍ଗ ଦି ଆଇସ ଲ୍ୟାଣ୍ଡ ଅଫ ଦି ସ୍କଲ''' ନାମକ ଏକ ପ୍ରିକ୍ୱଲ ଉପନ୍ୟାସ ମଧ୍ୟ ଲେଖା ଯାଇଥିଲା । ପୀଟର ଜ୍ୟାକ୍ସନଙ୍କର "କିଙ୍ଗ କଙ୍ଗ" ନାମକ ଏକ ବହୁ-ମଞ୍ଚ ଭିଡିଓ ଗେମ ଜାରୀ କରାଯାଇଥିଲା । '''ଦି ୱାର୍ଲ୍ଡ ଅଫ କଙ୍ଗ: ଏ ନ୍ୟାଚୁରାଲ ହିଷ୍ଟ୍ରୀ ଅଫ ସ୍କୁଲ ଆଇସଲ୍ୟାଣ୍ଡ''' ନାମକ ହାର୍ଡୱାର୍କ ପୁସ୍ତକ ମଧ୍ୟ ଥିଲା, ଯେଉଁଥିରେ ଫିଲ୍ମର କାଳ୍ପନିକ ବନ୍ୟଜୀବ ମାନଙ୍କର ବର୍ଣ୍ଣନା କରିବା ପାଇଁ ୱେଟା ୱାର୍କସପର କଳାକୃତି ରହିଥିଲା ।
 
ଜ୍ୟାକ୍ସନ, ଭବିଷ୍ୟରେ କୌଣସି ସମୟ ବ୍ୟବଧାନରେ ଥ୍ରୀ-ଡିରେ ଫିଲ୍ମକୁ ପୁନର୍ବାର ତିଆରି କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।<ref>{{cite news | author=| date= April 25, 2006| title=Film director 'sees future in 3D'| work=BBC | url=http://news.bbc.co.uk/2/hi/entertainment/4942338.stm | accessdate=2006-06-13 | location=London}}</ref> ଜ୍ୟାକ୍ସନଙ୍କୁ କିଙ୍ଗ କଙ୍ଗ ଶୁଟିଙ୍ଗ ମଧ୍ୟରେ ବହୁଥର ଥ୍ରୀ-ଡି କ୍ୟାମେରା ମାଧ୍ୟମରେ ଶୁଟିଙ୍ଗ କରିବାର ଦେଖା ଯାଇଛି ।<ref>{{cite news | author=McLean, Robyn | date= November 12, 2005| title=''King Kong'' movie may go 3D| work=The Dominion Post}}</ref>
 
==ଆଧାର==