"ସେବାସେଅସ ଗ୍ରନ୍ଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୬ କ ଧାଡ଼ି:
| Lymph =
}}
'''ସେବାସେଅସ ଗ୍ରନ୍ଥି''' (ଇଂରାଜୀ ଭାଷାରେ '''Sebaceous glands''') ଏକ କ୍ଷୁଦ୍ର ଅଣୁବୀକ୍ଷଣୀକ ଏକ୍ସୋକ୍ରାଇନ ଗ୍ରନ୍ଥି ଯାହା ଏକ ତେଲିଆ ବା ମହମ ଭଳି ପଦାର୍ଥ କ୍ଷରଣ କରନ୍ତି ଯାହାର ନାମ ସେବମ । ଏହି ସେବମ ସ୍ତନ୍ୟପାୟୀଙ୍କର ଚର୍ମ ଓ ରୁମକୁ ତୈଳାକ୍ତ କରେ ଓ ଜଳରୋଧ କରେ । ପାଦ ତଳିପା ଓ ପାପୁଲି ବ୍ୟତୀତ ସାରା ଦେହରେ ସେବାସେଅସ ଗ୍ରନ୍ଥି ଥାଏ ।<ref name="Andrews">{{cite book |first1=William D. |last1=James |first2=Timothy |last2=Berger |first3=Dirk M. |last3=Elston |title=Andrews' Diseases of the Skin: Clinical dermatology |publisher=Saunders Elsevier |location= |year=2006 |page=7 |isbn=978-0-7216-2921-6}}</ref> ମାନବ ଦେହରେ ସବୁଠାରୁ ଅଧିକ ସେବାସେଅସ ଗ୍ରନ୍ଥି ମୁଖମଣ୍ଡଲ ଓ ସ୍କାଲ୍‌ପରେ ଥାଏ । ସେବାସେଅସ ଗ୍ରନ୍ଥିର କ୍ଷରଣକୁ ହୋଲୋକ୍ରାଇନ ([[:en:holocrine|holocrine]]) କୁହାଯାଏ । ଆଖପତାରେ ମିବୋମିଆନ ବା ଟାର୍ସାଲ ଗ୍ରନ୍ତି ମଧ୍ୟ ଏକ ପ୍ରକାର ସେବାସେଅସ ଗ୍ରନ୍ଥି ଯେଉଁଥିରୁ ଏକ ବିଶେଷ ଧରଣର ସେବନ ଲୁହକୁ ଝରିଯାଏ । ମହିଳାଙ୍କର ସ୍ତନ ଚାରିପାଖରେ ଥିବା ଏରିଓଲାର ଗ୍ରନ୍ତି ([[:en:Areolar glands|Areolar glands]]) ମଧ୍ୟ ଏକ ପ୍ରକାର ସେବାସେଅସ ଗ୍ରନ୍ଥି ।
 
ଓଠ, ଗାଲର ଭିତର ପାଖ ଓ ଯୌନାଙ୍ଗରେ ([[:en:sex organ|genitals]]) ଏକ ପ୍ରକାର ସେବାସେଅସ ଗ୍ରନ୍ଥି ଥାଏ ଯାହକୁ ଏକ୍ଟୋପିକ ଫୋରଡାଇସ ସ୍ପଟ ([[:en:Fordyce spots|Fordyce spots]]) କୁହାଯାଏ ।
 
ଏହି ସେବାସେଅସ ଗ୍ରନ୍ଥିରେ ଅନେକ ପ୍ରକାରର ରୋଗ ହୁଏ ଯେପରିକି ବ୍ରଣ, ସେବାସେଅସ ସିସ୍ଟ, ସେବାସେଅସ ହାଇପରପ୍ଲାସିଆ ଓ ସେବାସେଅସ ଆଡେନୋମା ହୋଇପାରେ । ସେବାସେଅସ ଗ୍ରନ୍ଥିମାନଙ୍କର ଅତିସକ୍ରିୟତା ଯୋଗୁ ଅତ୍ୟଧିକ ସେବନ କ୍ଷରଣ ହୋଇ ରୋଗ ହୁଏ ।
୨୫ କ ଧାଡ଼ି:
ଦୁଇ ପ୍ରକାର ସେବାସେଅସ ଗ୍ରନ୍ଥି ଥାଏ, ଅନେକ ରୁମ ଫଲିକ୍ଲ ସ‌ହିତ ସଂଯୁକ୍ତ ଥାଆନ୍ତି ଓ ଆଉ କେତେକ ସ୍ୱାଧୀନ ଭାବରେ ଥାଆନ୍ତି । <ref name=WHEATER2006>{{cite book|last1=Young|first1=Barbra|last2=Lowe|first2=James S|last3=Stevens|first3=Alan|last4=Heath|first4=John W|last5=Deakin|first5=Philip J|title=Wheater's Functional Histology|date=March 2006|publisher=Elsevier Health Sciences|isbn=978-0-443-06850-8|pages=175–178|edition=5}}</ref>
 
ବାଳଦ୍ୱାରା ଆଚ୍ଛାଦିତ ସ୍ଥାନମାନଙ୍କରେ ସେବାସେଅସ ଗ୍ରନ୍ଥି ଥାଏ ଓ ସେଠାରେ ସେଗୁଡ଼ିକ ହେୟାର ଫଲିକ୍ଲ ([[:en:hair follicles|hair follicles|]]) ସ‌ହିତ ସଂଯୁକ୍ତ ଥାଆନ୍ତି । ପ୍ରତ୍ୟେକ ହେୟାର ଫଲିକ୍ଲ ଚତୁର୍ପାଶ୍ୱରେ ଏକ ବା ଏକାଧିକ ସେବାସେଅସ ଗ୍ରନ୍ଥି ଥାଏ; ପ୍ରତ୍ୟେକ ସେବାସେଅସ ଗ୍ରନ୍ଥି ଚାରିପାଖରେ ଆରେକ୍ଟର ପିଲାଇ ମାଂସପେଶୀ ଥାଏ ଓ ଉଭୟ ମିଶି ଏକ ପାଇଲୋସେବାସେଅସ ୟୁନିଟ ତିଆରି କରିଥାଆନ୍ତି । ଗ୍ରନ୍ଥିଗୁଡ଼ିକର ଆସିନାର ଗଠନ ବେରି ଭଳି ହୋଇଥାଏ ଯେଉଁଥିରେ ଅନେକ ଲୋବ ଥାଏ ଯେଉଁଥିରୁ ଶାଖା ହୋଇ କେନ୍ଦ୍ରୀୟ ଡକ୍ଟ ବାହାରେ । ଗ୍ରନ୍ଥିରୁ ସେବମ ବାହାରି ବାଳ ବା ରୁମ ସାଫ୍ଟ ([[:en:hair shaft|hair shaft]]) ଉପରେ ଜମା ହୁଏ ଯାହା ରୁମ ବା ବାଳ ମାଧ୍ୟମରେ ଆସି ଚର୍ମରେ ପ‌ହଞ୍ଚିଯାଏ । ବାଳ, ହେୟାର ଫଲିକ୍ଲ, ଆରେକ୍ଟର ପିଲାଇ ଓ ସେବାସେଅନ ଗ୍ରନ୍ତି ମିଳିତ ଭାବରେ ପାଇଲୋସେବାସେଅସ ୟୁନିଟ ଗଠନ କରନ୍ତି । <ref name="WHEATER2006" />
{{^|
ବାଳ ନଥିବା ଗ୍ଲାବ୍ରସ ଚର୍ମ ଅଞ୍ଚଳରେ ମଧ୍ୟ ସେବାସେଅସ ଗ୍ରନ୍ଥି ଥାଏ ଯେପରିକି ଆଖିପତା, ମାନବ ନାକ, ଲିଙ୍ଗ, ଲେବିଆ ମାଇନୋରା, ଗାଲର ଭିତର ଆସ୍ତରଣ ଓ ସ୍ତନାଗ୍ରରେ ଥାଏ । <ref name= WHEATER2006/> କେତେକ ସେବାସେଅସ ଗ୍ରନ୍ଥିମାନଙ୍କର ବିଶେଷ ନାମ ଥାଏ: ଓଠା ଓ ଗାଲର ମ୍ୟୁକସ ଓ ଯୌନାଙ୍ଗରେ ଥବା ଗ୍ରନ୍ଥିଙ୍କି ଫୋରଡାଇସ ସ୍ପଟ କୁହାଯାଏ, ଆଖିପତାର ସେବାସେଅସ ଗ୍ରନ୍ଥିକୁ ମିବୋମିଆନ ଗ୍ରନ୍ଥି କୁହାଯାଏ । ସ୍ତନର ସେବାସେଅସ ଗ୍ରନ୍ଥିମାନଙ୍କୁ ମଣ୍ଟଗୋମରି ଗ୍ରନ୍ଥି ([[:en:Montgomery's glands|Montgomery's glands]]) କୁହାଯାଏ ।
Sebaceous glands are also found in hairless areas ([[glabrous skin]]) of the [[eyelid]]s, [[human nose|nose]], [[penis]], [[labia minora]], the inner [[mucosal]] membrane of the [[cheek]], and [[nipple]]s.<ref name= WHEATER2006/> Some sebaceous glands have unique names. Sebaceous glands on the lip and mucosa of the cheek, and on the genitalia, are known as [[Fordyce spots]], and glands on the eyelids are known as [[meibomian gland]]s. Sebaceous glands of the breast are also known as [[Montgomery's glands]].<ref name=SMITH2007 />
}}
== ଆଧାର ==
{{ଆଧାର}}