Content deleted Content added
Created page with "--~~~~"
 
No edit summary
୧ କ ଧାଡ଼ି:
 
==ମୋ ବିଷୟରେ କିଛି==
 
ମୋ ନାମ ଆଶୁତୋଷ କର । ମୁଁ ଭାରତର ଏକ ପ୍ରମୁଖ ସଫ୍ଟୱେର କମ୍ପାନିରେ ୟୁଜର ଇନ୍ଟରଫେସ ଡିଜାଇନର ଭାବେ କାମ କରୁ ଆଛି । ମୁଁ ଏବେ ବାଙ୍ଗାଲୋରରେ ରହୁଛି । ମୋର ଜନ୍ମ କଟକ ସହରରେ । ମୁଁ ପ୍ରସିଦ୍ଧ ରେଭେନନ୍ସା କଲେଜରୁ +୨ ବିଜ୍ଞାନ ଓ ଭୁବନେଶ୍ୱରର କଲେଜ ଓଫ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି (ସି.ଈ.ଟି.)ରୁ ସ୍ଥାପତ୍ୟ(ଆର୍କିଟେକ୍ଚର)ରେ ସ୍ନାତକ ଡିଗ୍ରୀ ହାସଲ କରିଛି ।
 
 
 
 
 
--[[Special:Contributions/144.36.134.206|144.36.134.206]] ୧୦:୦୭, ୨୬ February ୨୦୧୧ (UTC)