"ପବନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେNo edit summary
୩ କ ଧାଡ଼ି:
ବାୟୁ ଓ ତା ମଧ୍ୟରେ ଥିବା ଗ୍ୟାସର ([[:en:gas|gas]]es) ଅଧିକ ପରିମାଣର ପ୍ରବାହକୁ '''ପବନ''' କୁହାଯାଏ । ପୃଥିବୀର ଭୁପୃଷ୍ଠରେ ପବନ ବୋହିବା ଅର୍ଥ ବାୟୁର ଅଧିକ ପରିମାଣର ଚଳନ‌କୁ ବୁଝାଏ । ଅନ୍ତରୀକ୍ଷରେ ([[:en:outer space|outer space]]) ସୋଲାର ପବନ ଅର୍ଥ ଗ୍ୟାସ ବା ସୂର୍ଯ୍ୟରୁ ଆସୁଥିବା ଚାର୍ଜ ହୋଇଥିବା କଣିକା, ପ୍ଲାନେଟାରୀ ପବନ ଅର୍ଥ ଗ୍ରହର ବାୟୁମଣ୍ଡଳରୁ ହାଲୁକା ରାସାୟନିକ ଏଲିମେଣ୍ଟର ଅନ୍ତରୀକ୍ଷକୁ ପ୍ରବାହ । ପବନର ସ୍ପାସିଆଲ ସ୍କେଲ ([[:en:scale (spatial)|spatial scale]]), ବେଗ, ତାକୁ ସୃଷ୍ଟିକରୁଥିବା ବଳ, ସୃଷ୍ଟିର ସ୍ଥାନ ଓ ପ୍ରଭାବ ଇତ୍ୟାଦିକୁ ନେଇ ପବନର ବର୍ଗୀକରଣ କରାଯାଏ । [[ସୌର ମଣ୍ଡଳ]]ରେ ନେପଚ୍ୟୁନ ([[:en:Neptune|Neptune]]) ଓ ଶନି ([[:en:Saturn|Saturn]]) ଗ୍ରହରେ ସର୍ବାଧିକ ଜୋରରେ ପବନ ପ୍ରବାହିତ ହୁଏ । ପବନ ବୋହୁଥିଲେ ତାହାର ଭେଲୋସିଟି ପବନ ବେଗ ([[:en:velocity|velocity]] ([[:en:wind speed|wind speed]])), ସେଥିରେ ଥିବା ଗ୍ୟାସମାନଙ୍କର ଘନତ୍ୱ ଓ ପବନର ଶକ୍ତି ([[:en:wind energy|wind energy]]) ପରିମାଣ ହିସାବକୁ ଆସେ । ପବନ ମାଧମରେ ମଞ୍ଜି ଓ ଛୋଟ ପକ୍ଷୀମାନେ ହଜାର ହଜାର ମାଇଲ ପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇପାଅନ୍ତି ।
 
ମେଟେରିଓଲୋଜି ([[:en:meteorology|meteorology]]) ବିଜ୍ଞାନରେ ପବନ‌କୁ ତାର ବଳ, ପ୍ରବାହର ଦିଗ ଅନୁସାରେ ସୂଚନା ଦିଆଯାଏ । ଇଂରାଜୀରେ ଉଚ୍ଚବେଗ ଓ ସ୍ୱଳ୍ପ ସମୟର ପବନ‌କୁ ଗସ୍ଟ, ବଳଶାଳୀ ଓ ପ୍ରାୟ ଏକ ମିନିଟର ପବନ‌କୁ ସ୍କ୍ୱାଲ ([[:en:squall|squall]]) କୁହାଯାଏ । ଅଧିକ ସମୟବ୍ୟାପୀ ଓ ସାଧାରଣ ବଳଥିବା ପବନ‌କୁ ବ୍ରିଜ ([[:en:wikt:breeze|breeze]]), ଗେଲ ([[:en:gale|gale]]) ଓ ଅଧିକ ବଳଶାଳୀ ପବନ‌କୁ ସ୍ଟର୍ମ ([[:en:Storm#Classification|storm]]) ଓ ହରିକେନ ([[:en:hurricane|hurricane]]) ନାମ ଦିଆଯାଏ । ବଡ଼ ପରିମାଣର ବାୟୁମଣ୍ଡଳର ସଞ୍ଚାଳନର ଦୁଇଟି କାରଣ ଥାଏ ଯଥା:- ମେରୁ ଓ ଭୁମଧ୍ୟ ଅଞ୍ଚଳର ତାପ ଅନ୍ତର ଓ ଗ୍ରହର ଘୁର୍ଣ୍ଣନ ଯାହାକୁ କୋରିଓଲିସ ପ୍ରଭାବ ([[:en:Coriolis effect|Coriolis effect]]) କୁହାଯାଏ । ଭୂମଧ୍ୟ ଅଞ୍ଚଳରେ ଉଚ୍ଚ ଶୃଙ୍ଗ ଓ ଭୂଭାଗ ମଧ୍ୟରେ ତାପ ସଞ୍ଚାଳନ ଯୋଗୁ ମୌସୁମୀ ବାୟୁ ପ୍ରବାହିତ ହୁଏ । ସାଗର କୂଳରେ ସ୍ଥଳ ଓ ଜଳ ଭାଗର ତାପ ପାର୍ଥକ୍ୟ ଯୋଗୁ ସ୍ଥାନୀୟ ପବନ ବୁହେ; ସେହିଭଳି ଅସମାନ ପାହାଡ଼ିଆ ଅଞ୍ଚଳରେ ସ୍ଥାନୀୟ ପବନ ବୁହେ । ଭୂପୃଷ୍ଠର ବାୟୁ ଘର୍ଷଣ ଯୋଗୁ ପବନ ନିମ୍ନ-ଚାପ ସ୍ଥାନ‌କୁ ସଞ୍ଚାଳିତ ହୁଏ । <ref>{{cite web|author = JetStream|title = Origin of Wind|publisher = [[National Weather Service]] Southern Region Headquarters|year= 2008|accessdate=2009-02-16 |url = http://www.srh.noaa.gov/jetstream//synoptic/wind.htm}}</ref><ref>{{cite journal|last=Makarieva|first=Anastassia|author2=V. G. Gorshkov, D. Sheil, A. D. Nobre, B.-L. Li|title=Where do winds come from? A new theory on how water vapor condensation influences atmospheric pressure and dynamics|journal=Atmospheric Chemistry and Physics|date=February 2013 |volume=13|issue=2|pages=1039–1056|doi=10.5194/acp-13-1039-2013|url=http://www.atmos-chem-phys.net/13/1039/2013/acp-13-1039-2013.html|accessdate=2013-02-01|bibcode = 2013ACP....13.1039M|arxiv=1004.0355}}</ref>
 
ମାନବ ସଭ୍ୟତାରେ ପୁରଣମାନଙ୍କରେ ([[:en:mythology|mythology]]) ପବନର ବିଷୟରେ ସବିଶେଷ ଅନ୍ୱେଷଣ କରାଯାଇଥିଲା; ଏହା ଇତିହାସର ଘଟଣାବଳୀକୁ ପ୍ରଭାବିତ କରିଥିଲା, ପରିବ‌ହନ ଓ ଯୁଦ୍ଧକୁ ପ୍ରସାରିତ କରିଥିଲା ଓ ଯାନ୍ତ୍ରିକ କାମ, ବିଦ୍ୟୁତ ଶକ୍ତି ଓ ଆମୋଦ ପ୍ରମୋଦକୁ ଶକ୍ତି ଯୋଗେଇବାରେ ସାହାଯ୍ୟ କରୁଥିଲା । ଧରିତ୍ରୀର ସମୁଦ୍ରରେ ପାଲଟଣା ଜାହଜ ଚଲେଇବାରେ ପବନ ଶକ୍ତିକୁ ବ୍ୟବ‌ହୃତ କରାଯାଉଥିଲା । ଅଳ୍ପ ଦୂର ଯିବା ଆସିବା ନିମନ୍ତେ ଗରମ ପବନ ବେଲୁନରେ ([[:en:Hot air balloon|Hot air balloon]]) ପବନ ପ୍ରୟୋଗ କରାଯାଏ, ଉଡ଼ାଜାହଜ ଉପରକୁ ଉଠିବା ନମନ୍ତେ ଏହାକୁ ବ୍ୟବ‌ହାର କରି ଶକ୍ତି ସଞ୍ଚୟ କରେ । ଶକ୍ତ ପବନ ପ୍ରବାହ ହେଲେ ମାନବ ତିଆରି ଘରଦ୍ୱାର ଓ ବୃକ୍ଷ ଇତ୍ୟାଦି ଭାଙ୍ଗିଯାଏ ।
"https://or.wikipedia.org/wiki/ପବନ"ରୁ ଅଣାଯାଇଅଛି