"ମାଛି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
No edit summary
୧ କ ଧାଡ଼ି:
[[file:Diptera1.jpg|300px|right|thumb|ଷୋହଳ ପ୍ରକାର ମାଛିର ପୋଷ୍ଟର]]
 
'''ମାଛି''' ଦ୍ବୀପକ୍ଷୀ ଗଣ କିମ୍ବା (Diptera) ଗଣ ଅନ୍ତର୍ଗତ କୀଟ-ପତଙ୍ଗରେ ସାମିଲ ରହିଛନ୍ତି ଯେଉଁମାନେ, ସେମାନେ ଦ୍ୱି-ପକ୍ଷୀ (ଦୁଇ ପକ୍ଷୀ ଯୁକ୍ତ) ଅଟନ୍ତି ।<ref>from the Greek di = two, and ptera = wings</ref> ଏଥିରେ ପାଖାପାଖି ୮୦ ହଜାର କୀଟ ଜାତି ରହିଛନ୍ତି । ଏଥିରେ ମାଛି, ପତଙ୍ଗ, ମଶା, ଝିଣ୍ଟିକା ତଥା ଏହିପ୍ରକାର ଅନ୍ୟ କୀଟ ମଧ୍ୟ ସାମିଲ ଅଛନ୍ତିରହିଛନ୍ତି ଏହି ସମୁଦାୟ ଅନ୍ତର୍ଗତ ଏକ ପ୍ରକାର ସୂକ୍ଷ୍ମ ତଥା ସାଧାରଣ ଆକାରର କୀଟ ରହିଥାନ୍ତି । ଏହି କୀଟ ଦିନ ତଥା ରାତ୍ରି ଉଭୟର ଉଡ଼ିଥାନ୍ତି ତଥା ଜଳ ଓ ସ୍ଥଳ ଉଭୟ ସ୍ଥାନରେ ଏମାନଙ୍କ ବାସସ୍ଥାନ ରହିଛିରହିଥାଏ । ସାଧାରଣତଃ ଏମାନେ ସମସ୍ତ ବିଶ୍ୱରେ ବିସ୍ତ୍ରୁତ ହୋଇ ରହିଛନ୍ତି କିନ୍ତୁ ଗରମଗ୍ରୀଷ୍ମ ପ୍ରବାହ ଦେଶରେ ଏମାନଙ୍କ ଆଧିପତ୍ୟ ପ୍ରତିବର୍ଷ 100ରୁ ଅଧିକ ମନୁଷ୍ୟ ତଥା ଅନ୍ୟ ଜନ୍ତୁମାନଙ୍କର ଏମାନଙ୍କ କାରଣରୁ ମୃତ୍ୟୁ ହୋଇଥାଏ।ହୋଇଥାଏ । ମାଛି ଏକ ବଡ଼ କ୍ରମ ଅଟେ ଯେଉଁଥିରେ ୧୦୦,୦୦୦ ପ୍ରଜାତୀ ରହିଛନ୍ତି । ଏଥିରେ ଘୋଡା-ମାଛି, କ୍ରେନ-ମାଛି, ହୋଭର-ମାଛି ଏବଂ ଅନ୍ୟ କେତେକ ପ୍ରଜାତୀ ସାମିଲ ଅଛନ୍ତିରହିଛନ୍ତି । ପାଖାପାଖି ୧୨୫,୦୦୦ ପ୍ରଜାତୀ ମାନଙ୍କର ହିଁ ବର୍ଣ୍ଣନା କରାଯାଇଛି ।<ref>{{cite web |url=http://bugguide.net/node/view/55 |title=Order Diptera: Flies |website=BugGuide |publisher=Iowa State University |accessdate=26 May 2016}}</ref>
 
==ପରିଚୟ==
ମାଛି ବହୁତଅତ୍ୟଧିକ ଶୀଘ୍ରତା ପୂର୍ବକ କାର୍ଯ୍ୟ କରୁଥିବା ତଥା ସାବଧାନସାବଧାନତା ସ୍ୱଭାବର ଜୀବ ଅଟନ୍ତି । ସେମାନଙ୍କ ମଧ୍ୟରୁ (Bot fly) ନାମରନାମକ ମାଛି ସବୁଠାରୁ ଅଧିକ ଗତିଶୀଳ ହୋଇଥାନ୍ତି ଯିଏ , ୫୦ ମିଲି ପ୍ରତି ଘଣ୍ଟାର ଗତିରେ ଉଡି ପାରନ୍ତି । ଏମାନଙ୍କ ଅଗ୍ରଅଗ୍ରଭାଗ ପଙ୍ଖ ଜାଲ ଯୁକ୍ତ ହୋଇଥାଏ । ଏମାନଙ୍କର ପଛପଛଭାଗରେ ପଙ୍ଖ ରହିନଥାଏ ।
 
ଏମାନଙ୍କ ମୁଖଦ୍ୱାରର ସମୀପରେ ଆହୁରି ମଧ୍ୟ ଉପାଙ୍ଗ ମିଳିଥାଏ, ଯାହାକୁ ମୁଖାଙ୍ଗ (Mouth parts) କୁହାଯାଏ । ଏହା ମୁଖ୍ୟ ମୁଖ ଭାଗରେ ମିଶି ଏକ ଶୁଣ୍ଢ ତିଆରି କରିଥାଏ ଯାହାଦ୍ୱାରା ସେମାନେ ନିଜ ମାତ୍ରଖାଦ୍ୟ ଶୋଷି ଥାନ୍ତିଥା'ନ୍ତି । ଏହି ଶୁଣ୍ଢଦ୍ୱାରା ଏମାନେ ଭେଦନ କାର୍ଯ୍ୟ ମଧ୍ୟ କରିଥାନ୍ତି । ଏମାନେ କେବଳ ତରଳ ପଦାର୍ଥ ଖାଇପାରନ୍ତି ।
 
ଅଣ୍ଡିରା ଏବଂ ମାଇର ବାହ୍ୟକର ସାଧାରଣତଃ ଏକପ୍ରକାରଏକ ପ୍ରକାର ହୋଇଥାଏ, ପରନ୍ତୁ ଲିଙ୍ଗ ଦ୍ୱି-ରୂପତା ଅସାଧାରଣ ହୋଇନଥାଏହୋଇ ନଥାଏ । କିଛି ମାଛି ମାନଙ୍କ ମଧ୍ୟରେ (ଯେପରି, ଅଣ୍ଡିରା ମାଛି) ଶ୍ରୁଙ୍ଗିକା (antenna)ରେ ଘନଯୁକ୍ତ ଚୁଟି ରହିଥାଏ ଏବଂ ଅଣ୍ଡିରା ମାନଙ୍କ ସଂଯୁକ୍ତ ନେତ୍ର ମାଇ ମାନଙ୍କ ଅପେକ୍ଷା ଅଧିକ ସମୀପ ହୋଇଥାଏ । ଏହି କୀଟ ମାନଙ୍କ ମଧ୍ୟରେ ପୂର୍ଣ୍ଣ ରୂପାନ୍ତରଣ ହୋଇଥାଏ । ଡିମ୍ବକ (larva)ରେ ବହୁ ଛୋଟ ମୁଣ୍ଡ ରହିଥାଏ ଏବଂ ଗୋଡ଼ର ଅଭାବ ରହିଥାଏ । ପ୍ୟୁପା (pupa) କଠୋର ଆବରଣ ଭିତରେ ରହିଥାଏ, ଯାହାକୁ ପ୍ୟୁପା କୋଷ (Puparium) କୁହାଯାଏ । କିଛି କୀଟ ମାନଙ୍କର ପ୍ୟୁପା ଅଲଗା ଅଲଗା ମଧ୍ୟ ହୋଇଥାଏ ।
 
==ସାମାନ୍ୟ ରଚନା ==
ସମାନ୍ୟତଃ ଏହି ଗଣର କୀଟ ମାନଙ୍କ ମୁଣ୍ଡ ଗୋଲାକାର ହୋଇଥାଏ, ଯାହାଉପରେ ଦୁଇ ସଂଯୁକ୍ତ ନେତ୍ର ରହିଥାଏ ଏବଂ ମୁଣ୍ଡର ଅଧିକାଂଶ ଭାଗ ବେଢ଼ିଘେରି ରହିଥାଏ । ଏହାର ଅତିରିକ୍ତ ମୁଣ୍ଡର ଉପର ଭାଗରେ ତିନୋଟି ସରଳ ନେତ୍ର ମଧ୍ୟ ରହିଥାଏ । ଏହି ସଂଯୁକ୍ତ ନେତ୍ରରେ ସହସ୍ର ଦୃଷ୍ଟି ନେତ୍ର ରହିଥାଏ ଯାହାକୁ ନେତ୍ରାଣୁ (Ommatidium) କୁହାଯାଏ ।
 
ମାଛିର ପାଚକ ତନ୍ତ୍ର ସରଳ ହୋଇଥାଏ । ଏହାର ହୃଦୟ ସିଧା ନଳୀ ମାତ୍ର ହୋଇଥାଏ । ଶ୍ୱାସତନ୍ତ୍ରରେ ଶ୍ୱାସ ନଳୀକା ରହିଥାଏ ଯାହା ବହୁତ ବଡ଼ ବାୟୁକୋଷ ବନେଇଥାଏତିଆରି କରିଥାଏ । ଆଧାରତନ୍ତ୍ରିକା ଦୌଡ଼ିର ଗୋଚ୍ଛିକା ମିଶି ଏକ ସଙ୍କେତ ବନେଇଥାଏତିଆରି କରିଥାଏ
ସମାନ୍ୟତଃ ଏହି ଗଣର କୀଟ ମାନଙ୍କ ମୁଣ୍ଡ ଗୋଲାକାର ହୋଇଥାଏ, ଯାହାଉପରେ ଦୁଇ ସଂଯୁକ୍ତ ନେତ୍ର ରହିଥାଏ ଏବଂ ମୁଣ୍ଡର ଅଧିକାଂଶ ଭାଗ ବେଢ଼ି ରହିଥାଏ । ଏହାର ଅତିରିକ୍ତ ମୁଣ୍ଡର ଉପର ଭାଗରେ ତିନୋଟି ସରଳ ନେତ୍ର ମଧ୍ୟ ରହିଥାଏ । ଏହି ସଂଯୁକ୍ତ ନେତ୍ରରେ ସହସ୍ର ଦୃଷ୍ଟି ନେତ୍ର ରହିଥାଏ ଯାହାକୁ ନେତ୍ରାଣୁ (Ommatidium) କୁହାଯାଏ ।
 
ମାଛିର ପାଚକ ତନ୍ତ୍ର ସରଳ ହୋଇଥାଏ । ଏହାର ହୃଦୟ ସିଧା ନଳୀ ମାତ୍ର ହୋଇଥାଏ । ଶ୍ୱାସତନ୍ତ୍ରରେ ଶ୍ୱାସ ନଳୀକା ରହିଥାଏ ଯାହା ବହୁତ ବଡ଼ ବାୟୁକୋଷ ବନେଇଥାଏ । ଆଧାରତନ୍ତ୍ରିକା ଦୌଡ଼ିର ଗୋଚ୍ଛିକା ମିଶି ଏକ ସଙ୍କେତ ବନେଇଥାଏ ।
 
==ବର୍ଗିକରଣ==
"https://or.wikipedia.org/wiki/ମାଛି"ରୁ ଅଣାଯାଇଅଛି