"ହାଇଡ୍ରୋକ୍ଲୋରିକ ଅମ୍ଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
No edit summary
୧୫ କ ଧାଡ଼ି:
}}
 
'''ହାଇଡ୍ରୋକ୍ଲୋରିକ ଅମ୍ଳ‌''' ଏକ ରାସାୟନିକ ଯୌଗୀକ ଅଟେ । ଏହା ହାଇଡ୍ରୋଜେନ କ୍ଲୋରାଇଡ (HCl) ଗ୍ୟାସର ଏକ ଘୋଳ ଅଟେ ଯାହା ସହଜରେ ପାଣିରେ ମିଶିଯାଏ । ଅତୀତରେ ଏହାକୁ (muriatic acid) ମ୍ୟୁରିଏଟିକ ଅମ୍ଳ କୁହାଯାଉଥିଲା । ଏହା ବ୍ୟାପକ ଋପେ ଉଦ୍ୟୋଗରେ ବ୍ୟବହାର କରାଯାଏ ଏବଂ ଏହା ଭୋଜନର ପାଚକ କ୍ରୀୟାରେ ସାହାଯ୍ୟ କରିବା ପାଇଁ ପେଟଦ୍ୱାରା ମଧ୍ୟ ତିଆରି ହୋଇଥାଏ । ହାଇଡ୍ରୋକ୍ଲୋରିକ ଅମ୍ଳ‌, ସମସ୍ତ ଏସିଡ ପରି ଲବଣ (କ୍ଲୋରାଇଡ)ର ଉତ୍ପାଦନ ପାଇଁ ଆଧାର ସହିତ ପ୍ରତିକ୍ରୀୟା କରିଥାଏ ।
 
ପୂରାତନ ପୂର୍ବ ବ୍ୟବସ୍ଥିତ ନାମ "ମ୍ୟୁରେଟିକ ଏସିଡ"ର ଉତ୍ପତ୍ତି ଗୋଟିଏ ଅଟେ ; ମ୍ୟୁରେଟିକର ଅର୍ଥ "ଲୁଣ (ଲବଣ)ଦ୍ୱାରା ସମ୍ବନ୍ଧିତ" , ଏଥିପାଇଁ ମ୍ୟୁରେଟିକର ଅର୍ଥ "ହାଇଡ୍ରୋକ୍ଲୋରାଇଡ", ଓ ଏହି ନାମ ଏବେ ମଧ୍ୟ ବେଳେ ବେଳେ ବ୍ୟବହାର କରାଯାଏ ।<ref name="muriatic_acid">{{Cite web |url=http://www.bayermaterialsciencenafta.com/products/index.cfm?mode=grades&pp_num=EB7C4476-A4F6-7AE6-7CD78F4E6C60AA44&o_num=3 |title=Hydrochloric Acid |accessdate=16 September 2010 |url-status=dead |archiveurl=https://web.archive.org/web/20101015233337/http://bayermaterialsciencenafta.com/products/index.cfm?mode=grades&pp_num=EB7C4476-A4F6-7AE6-7CD78F4E6C60AA44&o_num=3 |archivedate=15 October 2010 }}</ref><ref>{{Cite web |url=http://www.ppg.com/chemicals/chloralkali/Documents/english/MuriaticAcid.pdf |title=Muriatic Acid |publisher=[[PPG Industries]] |year=2005 |accessdate=10 September 2010 |archive-url=https://web.archive.org/web/20150702030125/http://www.ppg.com/chemicals/chloralkali/documents/english/muriaticacid.pdf |archive-date=2 July 2015 |url-status=dead |df=dmy-all }}</ref> '''ହାଇଡ୍ରୋକ୍ଲୋରିକ ଅମ୍ଳ'''ର ନାମ ୧୮୧୪ ମସିହାରେ ଫ୍ରାନ୍ସ ରସାୟନିକଜ୍ଞରସାୟନୀକଜ୍ଞ "ଜୋସେଫ ଲୁଈ ଗେ-ଲୁସାକ"ଙ୍କଦ୍ୱାରାଙ୍କ ଦ୍ୱାରା ଗଠନ କରାଯାଇଥିଲା ।<ref>Gay-Lussac (1814) "Mémoire sur l'iode" (Memoir on iodine), ''Annales de Chemie'', '''91''' : 5–160. [https://books.google.com/books?id=Tao9AQAAMAAJ&pg=PA9#v=onepage&q&f=false From page 9:] ''" … mais pour les distinguer, je propose d'ajouter au mot spécifique de l'acide que l'on considère, le mot générique de ''hydro''; de sorte que le combinaisons acide de hydrogène avec le chlore, l'iode, et le soufre porteraient le nom d'acide hydrochlorique, d'acide hydroiodique, et d'acide hydrosulfurique; … "'' ( … but in order to distinguish them, I propose to add to the specific suffix of the acid being considered, the general prefix ''hydro'', so that the acidic combinations of hydrogen with chlorine, iodine, and sulfur will bear the name hydrochloric acid, hydroiodic acid, and hydrosulfuric acid; … )</ref>
 
==ନିର୍ମାଣ==
୮୫ କ ଧାଡ଼ି:
 
===ରାସାୟନିକ ଗୁଣ===
ରସାୟନ ଦୃଷ୍ଟିରୁ ଏହା ଏକ ପ୍ରବଳ ଅମ୍ଳ ଅଟେ । ଅନେକ ଧାତୁ, ଯଥା: ସୋଡିୟମ, ଲୌହ, ଦସ୍ତା, ବ୍ରୋଞ୍ଜ ଆଦିକୁ ଆକ୍ରାନ୍ତ କରି କ୍ଲୋରାଇଡ ବନେଇଥାଏତିଆରି ହୋଇଥାଏ ଏବଂ ହାଇଡ୍ରୋଜେନ ଉନ୍ମୁକ୍ତ କରିଥାଏ । ଧାତୁ ଗୁଡିକର ଅକ୍ସାଇଡ ଓ ହାଇଡ୍ରୋକ୍ସାଇଡକୁ ଆକ୍ରାନ୍ତ କରି ଧାତୁ ଗୁଡିକର କ୍ଲୋରାଇଡ ବନେଇଥାଏ ଏବଂ ଜଳ ଉନ୍ମୁକ୍ତ କରିଥାଏ । ଏହା ସରଳତାରେ କ୍ଲୋରିନ ମୁକ୍ତ କରିଥାଏ । ମାଙ୍ଗାନିଜ ଡାଇଅକ୍ସାଇଡର କ୍ରୀୟାଦ୍ୱାରା କ୍ଲୋରିନ ବାହାରିଥାଏ ।
 
ନାଇଟ୍ରିକ ଅମ୍ଳ ସହିତ ମିଶି (HNO3 : HCl :: (3:1 ଅନୁପାତରେ) ଏହା ଅମ୍ଳରାଜ (aquaregia) ବନେଇଥାଏତିଆରି କରିଥାଏ ଯେଉଁଥିରେ ନାଇଟ୍ରୋସିଲ କ୍ଲୋରାଇଡ (NOCl) ରହିଥାଏ ଯାହା ଅନ୍ୟ ଧାତୁ ସହିତ ପ୍ଲାଟିନମ ଓ ସୁନାକୁ ମଧ୍ୟ ଆକ୍ରାନ୍ତ କରିଥାଏ । ଏହି ଦୁଇ ଉତ୍କୃଷଟ ଧାତୁ ଅନ୍ୟ କୌଣସି ଏକ ଅମ୍ଳଦ୍ୱାରା ଆକ୍ରାନ୍ତ ହୋଇ ନଥାନ୍ତି ।
 
==ଆଧାର==