"କାବ୍ୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଅଧିକ ତଥ୍ୟ ଦିଆଗଲା |
ଅଧିକ ତଥ୍ୟ ଦିଆଗଲା |
||
୭ କ ଧାଡ଼ି:
କାବ୍ୟ କବିତାରେ ଶବ୍ଦମାନଙ୍କୁ ବିଭିନ୍ନ ଭାବରେ ସଜେଇ ରଖାଯାଏ ଯେମିତି ଅଲଗା ଅର୍ଥ ବା ଭାବପୂର୍ଣ୍ଣ ଅର୍ଥ ପ୍ରକାଶ ପାଇବ । ସ୍ୱରର ଏକତା ([[:en:assonance|assonance]]), ଅନୁପ୍ରାସ ([[:en:alliteration|alliteration]]), ଧ୍ୱନୀ ଅନୁକରଣାତ୍ମକ ([[:en:onomatopoeia|onomatopoeia]]) ଓ ତାଳରେ ([[:en:rhythm|rhythm]]) ପଡ଼ୁଥିବା କବିତା ଲେଖାଗଲା । ଅସ୍ପଷ୍ଟତା , ପ୍ରତୀକ, ବ୍ୟଙ୍ଗ ଇତ୍ୟାଦି ପ୍ରୟୋଗ କରିବା ଯୋଗୁ କାବ୍ୟ ଏକାଧିକ ବିଭିନ୍ନ ଅର୍ଥ ବାହାରେ । ସେହିଭଳି ରୂପକ ([[:en:metaphor|metaphor]]), ଉପମା ([[:en:simile|simile]]) ଓ ଅଳଙ୍କାର ଆଦିର ପ୍ରୟୋଗ ଯୋଗୁ କାବ୍ୟ ସୁନ୍ଦର ହୁଏ । <ref>{{cite book|author1=Strachan, John R|author2=Terry, Richard, G|isbn=978-0-8147-9797-6|title=Poetry: an introduction|publisher=Edinburgh University Press|year=2000|page=119}}</ref>
ସବୁଠାରୁ ପୁରୁଣା କାବ୍ୟ ([[:en:epic poetry|epic poem]]) ଏପିକ ଅଫ ଗିଲଗାମେଶ (''[[:en:Epic of Gilgamesh|Epic of Gilgamesh]]'') ପ୍ରାୟ ଖ୍ରୀ:ପୂ: ୩୦୦୦ ବର୍ଷର ପୁରୁଣା ଯାହା ମେସୋପଟେମିଆର ସୁମେର ସ୍ଥାନରେ ଲେଖାଯାଇଥିଲା ଯାହା ଏବେ ଇରାକରେ ଅଛି, ଏହି ଲେଖା ମାଟି ଟାବଲେଟ ଉପରେ ଓ ପରବର୍ତ୍ତୀ କାଳରେ ପାପିରସ ([[:en:papyrus|papyrus]]) ଉପରେ ଲେଖାଯାଇଥିଲା ।<ref>{{cite book|author= Sanders, NK (trans.)|title= The Epic of Gilgamesh|publisher= Penguin Books|edition= Revised|year= 1972|pages= 7–8}}</ref> ଖ୍ରୀ:ପୂ: ୨୦୦୦ରେ ସର୍ବାଧିକ ପୁରାତନ ପ୍ରେମ କାବ୍ୟ ଏକ ଟାବଲେଟ ଉପରେ ଲେଖାଥିଲା ଓ ସେଥିରେ ରାଜା ହିରୋସ ଗାମସ ଦେବୀ ଇନାନ୍ନାଙ୍କୁ ଉର୍ବରତା ଓ ଐଶ୍ୱର୍ଯ୍ୟ ନିମନ୍ତେ ପ୍ରତୀକାତ୍ମକ ଭାବରେ ବିବାହ କରି ([[:en:Hieros gamos|symbolically married]]) ସହବାସ କରିଥିଲେ ।<ref>{{cite web|url= http://www.ancient.eu/article/750/|title= The World's Oldest Love Poem|author= Mark, Joshua J.|date= 13 August 2014 | quote = '[...] What I held in my hand was one of the oldest love songs written down by the hand of man [...].' }}</ref><ref name=oldest_poem>{{cite news|last1= ARSU|first1= SEBNEM|title= Oldest Line In The World|url= https://www.nytimes.com/2006/02/14/international/europe/14poem.html?_r=0|website= New York Times|publisher= New York Times|accessdate= 1 May 2015 | quote = A small tablet in a special display this month in the Istanbul Museum of the Ancient Orient is thought to be the oldest love poem ever found, the words of a lover from more than 4,000 years ago.}}</ref> ମିଶର ଦେଶରେ ଖ୍ରୀ:ପୂ: ୧୮୦୦ରେ ସ୍ଟୋରି ଅଫ ସିନୁହେ ନାମକ ଏପିକ କାବ୍ୟ ଲେଖାଯାଇଥିଲା ।
[[File:Manuscript from Shanghai Museum 1.jpg|thumb|right|upright|An early Chinese [[poetics]], the ''Kǒngzǐ Shīlùn'' (孔子詩論), discussing the [[Classic of Poetry|''Shijing'']] (''Classic of Poetry'')]]
[[File:Aristoteles Louvre.jpg|thumb|upright|[[Aristotle]]]]
ଅନ୍ୟାନ୍ୟ ଏପିକ କାବ୍ୟ ମଧ୍ୟରେ ଗ୍ରୀକ ଭାଷାରେ ଇଲିଆଡ ଓ ଓଡିଶେ, ଗାଥିକ ଅଭେସ୍ଟା ଓ ୟାସନା: ପୁରାତନ ରୋମାନ ଭାଷାରେ ଖ୍ରୀ:ପୂ: ୨୯ରୁ ୧୯ ମଧ୍ୟରେ ଭିରଗିଲର ଏନେଇଡ ([[:en:Virgil|Virgil]]'s ''[[:en:Aeneid|Aeneid]]''), ଭାରତର ଏପିକ କାବ୍ୟ ରାମାୟଣ ଓ ମହାଭାରତ ଲେଖାଯାଇଥିଲା । ପ୍ରାକ୍ ଇତିହାସ କାଳରେ ଶୁଣି ଶୁଣି ମନେରଖୁଥିବା ଓ ଅନ୍ୟମାନଙ୍କୁ କହୁଥିବା କାବ୍ୟମାନଙ୍କ ମଧ୍ୟରେ ଓଡିସେ, ଗଥସ ଓ ଭାରତୀୟ ବେଦ ମୂଖ୍ୟ ଥିଲେ । <ref name="Goody, Jack 1987 98"/><ref>{{cite book|author1= Ahl, Frederick |author2= Roisman, Hannah M |title= The Odyssey Re-Formed|url= https://archive.org/details/odysseyreformed00ahlf |url-access= registration |publisher= Cornell University Press|year= 1996|pages= [https://archive.org/details/odysseyreformed00ahlf/page/1 1–26]|isbn= 978-0-8014-8335-6}}.</ref>
== ଆଧାର ==
{{ଆଧାର}}
|