"ମେଣ୍ଢା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଉଇକିଅଭିଧାନ ମେଣ୍ଢା ଯୋଗ କରାଗଲା
୧୨ କ ଧାଡ଼ି:
''Ovis strepsiceros'' {{small|Linnaeus, 1758}}
}}
{{ଉଇକିଅଭିଧାନ|ମେଣ୍ଢା}}
 
ଗୃହପାଳିତ '''ମେଣ୍ଢା''' ('''Domestic sheep''' /''Ovis aries'') ଏକ ଚତୁସ୍ପଦ ([[:en:quadruped|quadruped]]al) ସ୍ତନ୍ୟପାୟୀ ([[:en:mammal|mammal]]) ରୋମନ୍ଥନ‌କାରୀ ପ୍ରାଣୀ ଯାହାକୁ ସ୍ୱାଭାବିକ ଭାବରେ ପୋଶାଯାଏ । ଅଧିକାଂଶ ରୋମନ୍ଥନ‌କାରୀ ପ୍ରାଣୀଙ୍କ ଭଳି ଏମାନେ ଆର୍ଟିଓଡାକ୍ଟିଲା ଅର୍ଡ଼ର ସଭ୍ୟ । ଯଦିଓ ଓଭିସ ଜେନସର ଅନେକ ପ୍ରଜାତିଙ୍କୁ ମେଣ୍ଢା ନାମ ଦିଆଯାଏ, ଦୈନନ୍ଦିନ ଜୀବନରେ ଏହାକୁ ପ୍ରାୟ ଓଭିସ ଆରିସ ଭାବରେ ଉଲ୍ଲେଖ କରାଯାଏ । ଏମାନଙ୍କ ସଂଖ୍ୟା ପ୍ରାୟ ଏକ ବିଲିଅନ ବା ଶହେ କୋଟିରୁ ଅଧିକ ସର୍ବାଧିକ ସଂଖ୍ୟକ ମେଣ୍ଡା ପ୍ରଜାତିର ପ୍ରାଣୀ । ପ୍ରାପ୍ତ ବୟସ୍କ ମାଈ ମେଣ୍ଢାକୁ ଇଂରାଜୀରେ ଇଉଇ (ewe) କୁହାଯାଏ, ଅଣ୍ଡିରାକୁ ରାମ (ram) ବା ଟୁପ (tup) କୁହାଯାଏ; ଖାସୁ ହୋଇଥିବା ପ୍ରାଣୀକୁ ୱେଦର (wether), ଓ ଛୁଆକୁ ଲ୍ୟାମ୍ବ (lamb) କୁହାଯାଏ ।
 
"https://or.wikipedia.org/wiki/ମେଣ୍ଢା"ରୁ ଅଣାଯାଇଅଛି