"ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩ କ ଧାଡ଼ି:
 
== ପ୍ରତିଷ୍ଠାତା ଓ ପୁରସ୍କାର ==
[[ନୋବେଲ ପୁରସ୍କାର]] ର ପ୍ରତିଷ୍ଠାତା ହେଉଛନ୍ତି ସୁଇଡିଶ ବୈଜ୍ଞାନିକ ଡ.[[ଆଲଫ୍ରେଡ ନୋବେଲ]] । ୧୯୦୧ ଠାରୁ ଆଲଫ୍ରେଡଙ୍କ ଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେସନ ତରଫରୁ ପ୍ରତିବର୍ଷ [[ସ୍ୱିଡେନ]]ର ରାଜଧାନୀ [[ଷ୍ଟକହୋମ]]ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଉକ୍ତ ପୁରସ୍କାର ବାବଦରେ ଏକ ସୁନା ମେଡାଲ୍, ଅର୍ଥ ଓ ଏକ ମାନପତ୍ର ପ୍ରଦାନ କରାଯାଇଥାଏ ।<ref>http://www.nobelprize.org/nobel_prizes/about/</ref> ପ୍ରତିବର୍ଷ ଆଲଫ୍ରେଡ ନୋବେଲଙ୍କ ବାର୍ଷିକ ଶ୍ରାଦ୍ଧ ଦିବସରେ ଅର୍ଥାତ ଡିସେମ୍ବର ମାସ ୧୦ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ସାଧାରଣତଃ ନୋବେଲ ଫାଉଣ୍ଡେସନ ତରଫରୁ ଚୟନ କରାଯାଇଥିବା କମିଟି ସମସ୍ତ ବିଷୟ ଅନୁଧ୍ୟାନ ପୂର୍ବକ ଏହି ପୁରସ୍କାର ନିଜେତାଙ୍କ ନାମ ବର୍ଷର ଅକ୍ଟୋବର ମାସରେ ଘୋଷଣା କରିଥାନ୍ତି । ଏହାପରେ [[ଷ୍ଟକହୋମ]]ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୧୦ ଅକ୍ଟୋବର ଦିନ ପୁରସ୍କାର ବିଜେତାଙ୍କୁ ଏକ ପଦକ, ଏକ ମାନପତ୍ର ସହ ପୁରସ୍କାର ରାଶି ପ୍ରଦନ କରିଥାନ୍ତି । କମିଟିର ନିୟମ ଅନୁସାରେ ପ୍ରତିବର୍ଷ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଦୁଇଟି ପୃଥକ ପୃଥକ ଭୌତିକ ବିଜ୍ଞାନ କ୍ଷେତ୍ରରେ ଅତିବେଶୀରେ ତିନିଜଣ ପଦର୍ଥ ବିଜ୍ଞାନୀଙ୍କୁ ଏହି ପୁରସ୍କାର ଦେବାର ବ୍ୟବସ୍ଥା ରହିଛି ।<ref name="globaljornals">{{cite web |title=On theNobel Prize in Physics, Controversiesand Influences |url=https://globaljournals.org/GJSFR_Volume13/3-On-the-Nobel-Prize-in-Physics-Controversies.pdf |website=www.globaljournals.org |accessdate=9 November 2019}}</ref> Comparedକେବଳ withପଦାର୍ଥ otherବିଜ୍ଞାନ Nobelକ୍ଷେତ୍ରରେ Prizes,ନୋବେଲ୍ theବିଜେତାଙ୍କ nominationନାମ andଚୟନ selectionପ୍ରକ୍ରୀୟା processଅତ୍ୟନ୍ତ forଜଟିଳ the prizeସମୟ inସାପେକ୍ଷ Physics is longଏଭଳି andସ୍ଥଳେ rigorous.ନୋବେଲ Thisପଦାର୍ଥ isବିଜ୍ଞାନରେ aପୁରସ୍କାରର keyସ୍ଵାତନ୍ତ୍ର‍୍ୟ reasonସର୍ବମାନ୍ୟ whyହେବା itସ୍ଵାଭବିକ has grown in importance over the years to become the most important prize in Physics.
 
ତେବେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ନୋବେଲ୍ ପୁରସ୍କାର ଜର୍ମାନୀର ୱ୍ଵିଲହେମ ରଂଗଟେନଙ୍କୁ ଏକ ଅସାଧାରଣ ରଶ୍ମୀର ଆବିଷ୍କାରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହି ରଶ୍ମୀକୁ ତାଙ୍କରି ସମ୍ମାନାର୍ଥେ "[[ରଂଗଟେନ ରଶ୍ମୀ]]" ଭାବେ ନାମିତ କରାଯାଇଥିଲା ।