"ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ତଥ୍ୟ ଯୋଡିବା
୧ କ ଧାଡ଼ି:
{{ଛୋଟ|Nobel Prize in Physics}}
'''ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର''' ବିଶ୍ଵର ସର୍ବଶ୍ରେଷ୍ଠ ଏକ ବାର୍ଷିକ ପୁରସ୍କାର ଯାହାକି '''ରୋୟାଲ ସ୍ୱିଡିଶ ସାଇନ୍ସ ଏକାଡେମୀ''' ବା '''ରାଜକୀୟ ସ୍ଵିଡିନ ବିଜ୍ଞାନ ଅକାଦମୀ''' ଦ୍ଵାରା ପ୍ରତିଷ୍ଠିତ '''ନୋବେଲ ଫାଉଣ୍ଡେସନ''' ତରଫରୁ ଭୌତିକ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ଵର ପ୍ରତିଭାସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ଦିଆଯାଏ । ୧୮୯୫ ମସିହାରେ ପ୍ରତିଷ୍ଠିତ ତଥା [[ଆଲଫ୍ରେଡ ନୋବେଲ]] ଙ୍କ ଦ୍ଵାରା ସ୍ଥାପିତ '''ନୋବେଲ ଫାଉଣ୍ଡେସନ''' ଦ୍ଵାରା ପାଞ୍ଚୋଟି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଦିଆଯାଉଥୁବା ପୁରସ୍କାର ଗୁଡିକ ମଧ୍ୟରେ ଅନ୍ୟତମ ଏହି ପୁରସ୍କାର ୧୯୦୧ ମସିହାରୁ ଦିଆଯାଇଆସୁଛି । ପଦାର୍ଥ ବିଜ୍ଞାନ ଛଡା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯଥା ଶାନ୍ତି, ଚିକିତ୍ସା ବିଜ୍ଞାନ, ସାହିତ୍ୟ, ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ।ଦିଆଯାଏ ।
 
== ପ୍ରତିଷ୍ଠାତା ଓ ପୁରସ୍କାର ==
[[ନୋବେଲ ପୁରସ୍କାରରପୁରସ୍କାର]] ର ପ୍ରତିଷ୍ଠାତା ହେଉଛନ୍ତି ସୁଇଡିଶ [[ବୈଜ୍ଞାନିକ]] ତଥା ଡିନାମାଇଟର ଉଦ୍ଭାବକ ଡ.[[ଆଲଫ୍ରେଡ ନୋବେଲ]] । ୧୯୦୧ଠାରୁ୧୯୦୧ ଆଲଫ୍ରେଡଠାରୁ ନୋବେଲଙ୍କଦ୍ୱାରାଆଲଫ୍ରେଡଙ୍କ ଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେଶନଫାଉଣ୍ଡେସନ ତରଫରୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଆଲଫ୍ରେଡଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ [[ସ୍ୱିଡେନ]]ର ରାଜଧାନୀ [[ଷ୍ଟକହୋମ]]ଠାରେ '''ବ୍ୟାଙ୍କ ଅଫ ସ୍ୱିଡେନ ପ୍ରାଇଜ୍ ଇନ୍ ଇକୋନୋମିକ ସାଇନ୍ସେସ୍'''ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।କରାଯାଇଥାଏ । ଉକ୍ତ ପୁରସ୍କାର ବାବଦରେ ଏକ ସୁନା ମେଡାଲ୍, ଅର୍ଥ ଓ ଏକ ମାନପତ୍ର ପ୍ରଦାନ କରାଯାଇଥାଏ।କରାଯାଇଥାଏ ଆଲଫ୍ରେଡ ତାଙ୍କର ସମସ୍ତ ସମ୍ପତି ଏହି ଫାଉଣ୍ଡେଶନକୁ ଦାନ କରିଯାଇଛନ୍ତି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୨କୋଟି ୪୦ଲକ୍ଷ ଟଙ୍କା। ଏହି ଅର୍ଥରୁ ଯାହା ସୁଧ ମିଳେ ତାହାକୁ ନୋବେଲ ପୁରସ୍କାର ବାବଦରେ ଦିଆଯିବାର ବ୍ୟବସ୍ଥା ରହିଛି।<ref>http://www.nobelprize.org/nobel_prizes/about/</ref> ପ୍ରତିବର୍ଷ ଆଲଫ୍ରେଡ ନୋବେଲଙ୍କ ବାର୍ଷିକ ଶ୍ରାଦ୍ଧ ଦିବସରେ ଅର୍ଥାତ ଡିସେମ୍ବର ମାସ ୧୦ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।
 
ତେବେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ନୋବେଲ୍ ପୁରସ୍କାର ଜର୍ମାନୀର ୱ୍ଵିଲହେମ ରଂଗଟେନଙ୍କୁ ଏକ ଅସାଧାରଣ ରଶ୍ମୀର ଆବିଷ୍କାରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହି ରଶ୍ମୀକୁ ତାଙ୍କରି ସମ୍ମାନାର୍ଥେ "ରଂଗଟେନ ରଶ୍ମୀ" ଭାବେ ନାମିତ କରାଯାଇଥିଲା ।
 
== ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଦ୍ଵାରା ସମ୍ମାନିତ ପଦାର୍ଥ ବିଜ୍ଞାନୀ ==
भौतिकी में पहला नोबेल पुरस्कार भौतिकविद् विल्हेम रॉन्टगन को उल्लेखनीय किरणों (या एक्स-रे) की खोज के द्वारा प्रदान की गई असाधारण सेवाओं की मान्यता के लिए प्रदान किया गया था। इस पुरस्कार को नोबेल फाउंडेशन द्वारा प्रशासित किया जाता है और इसे व्यापक रूप से सबसे प्रतिष्ठित पुरस्कार माना जाता है जो एक वैज्ञानिक भौतिकी में प्राप्त कर सकता है। यह 10 दिसंबर को एक वार्षिक समारोह में स्टॉकहोम में प्रस्तुत किया जाता है, नोबेल की मृत्यु की सालगिरह। 2019 के माध्यम से, कुल 212 व्यक्तियों को पुरस्कार से सम्मानित किया गया है
=== ପଦାର୍ଥ ବିଜ୍ଞାନରେ ଭାରତୀୟ ନୋବେଲ ବିଜେତା ===
 
ନୋବେଲ ପୁରସ୍କାର ପାଇବାରେ [[ଭାରତ]] [[ବିଶ୍ୱ]]ରେ ଏକ ପ୍ରମୁଖ ଦେଶ । ତେବେ ପଦର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ଭାରତୀୟ ପଦାର୍ଥ ବିଜ୍ଞାନୀ ଭାବେ [[ଚନ୍ଦ୍ରଶେଖର ଭେଙ୍କଟ ରମଣ]] ଙ୍କୁ ୧୯୩୦ ମସିହାରେ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।
[[ବିଶ୍ୱ]]ରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ଯେତେଗୁଡିଏ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି ତନ୍ମଧ୍ୟରେ '''ନୋବେଲ ପୁରସ୍କାର''' ହେଉଛି [[ବିଶ୍ୱ]]ର ସର୍ବଶ୍ରେଷ୍ଠ ପୁରସ୍କାର। ଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ।
 
== ନୋବେଲ ପୁରସ୍କାର ଓ ଭାରତ ==
ନୋବେଲ ପୁରସ୍କାର ପାଇବାରେ [[ଭାରତ]] [[ବିଶ୍ୱ]]ରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମ ଦେଶରେ ଆଜି ପର୍ଯ୍ୟନ୍ତ ୬ ଜଣ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ଏହି ପୁରସ୍କାର ମିଳିଛି।[[ଭାରତ]]ରେ ପ୍ରଥମେ ୧୯୧୩ ମସିହାରେ ବିଶ୍ୱକବି [[ରବିନ୍ଦ୍ରନାଥ ଟାଗୋର]]ଙ୍କୁ ସାହିତ୍ୟରେ ତାଙ୍କର ଲେଖା '''[[ଗିତାଞ୍ଜଳୀ]]''' ପାଇଁ ମିଳିଥିଲା। ତା ପରେ [[ସି.ଭି.ରମଣ]] ବିଜ୍ଞାନ ପାଇଁ ୧୯୩୦ରେ, ଡ.[[ହରଗୋବିନ୍ଦ ଖୁରାନା]]ଙ୍କୁ ୧୯୮୬ରେ, [[ମଦର ଟେରେସା]]ଙ୍କୁ ୧୯୭୯ରେ,ପ୍ରଫେସର [[ଅମର୍ତ୍ତ୍ୟ ସେନ]]ଙ୍କୁ ତାଙ୍କର କଲ୍ୟାଣମୂଳକ ଅର୍ଥନୀତି ପାଇଁ ୧୯୯୮ରେ , [[ବିଦ୍ୟାଧର ସୁରତପ୍ରସାଦ ନୈପାଲ୍]] ୨୦୦୧ରେ ସାହିତ୍ୟ ପାଇଁ, [[କୈଳାସ୍ ସତ୍ୟାର୍ଥୀ]]ଙ୍କୁ ବିଶ୍ୱ ଶାନ୍ତି କ୍ଷେତ୍ରରେ ନିଜର ଅବଦାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି ।ଏହିମାନେ ନିଜସ୍ୱ କ୍ଷେତ୍ରରେ ଅବଦାନ ଓ ଉତ୍କର୍ଷତା ପାଇଁ ବିଶ୍ୱର ଶ୍ରେଷ୍ଠ ପୁରସ୍କାର ପାଇ [[ଭାରତ]]ର ଗୌରବ ଦ୍ୱିଗୁଣିତ କରିପାରିଛନ୍ତି।<ref>http://www.infoqueenbee.com/2009/10/list-of-indians-awarded-nobel-prize.html</ref>
 
== ଆଧାର ==
Line ୧୮ ⟶ ୧୫:
 
==ଆହୁରି ପଢ଼ନ୍ତୁ==
 
 
==ବାହାର ତଥ୍ୟ==