"ମେଣ୍ଢା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୨ କ ଧାଡ଼ି:
 
ଇତିହାସ ଅନୁସାରେ ଚାଷକାମ ନିମନ୍ତେ ଏହା ଏକ ଅଦ୍ୱିତୀୟ ପଶୁ, ମାନବ ସଂସ୍କୃତିରେ ଏହା ଓତଃପ୍ରୋତ ଭାବରେ ଜଡ଼ିତ । ଆଧୁନିକ ଭାଷା ଓ ସିମ୍ବୋଲୋଜିରେ ([[:en:symbology|symbology]]) ମଧ୍ୟ ଏହାର ସ୍ତାନ ଅଛି । ବିଭିନ୍ନ ଭାଷା, ଆବ୍ରାହାମିକ ଧର୍ମ ପରମ୍ପରା, ସଂସ୍କୃତି ଓ ଗୋଲ୍ଡେନ ଫ୍ଲିସ କାହାଣୀ ଭଳି ପୁରାଣମାନଙ୍କରେ ମେଣ୍ଢାର ସ୍ଥାନ ଲିପିବଦ୍ଧ ହୋଇ ରହିଛି । ଉଭୟ ପୁରାତନ ଓ ଆଧୁନିକ ଯୁଗର ଧର୍ମକର୍ମରେ ଏହାକୁ ବଳି ଦେବା ପ୍ରଥା ଚାଲିଆସିଛି ।
 
==ଇତିହାସ==
ଗୃହପାଳିତ ପଶୁ ଓ ତାଙ୍କର ବଣୁଆ ପୁର୍ବପୁରୁଷଙ୍କ ତ‌ଥା ପୂର୍ବଜଙ୍କ ବିଷୟ ଅସ୍ପଷ୍ଟ ଅଛି । <ref name=Hiendleder>{{cite journal |vauthors=Hiendleder S, Kaupe B, Wassmuth R, Janke A |title=Molecular analysis of wild and domestic sheep questions current nomenclature and provides evidence for domestication from two different subspecies |journal=Proc. Biol. Sci. |volume=269 |issue=1494 | pages = 893–904 |year=2002 |pmid=12028771 | doi = 10.1098/rspb.2002.1975 |pmc=1690972}}</ref>
 
===ପ୍ରଜାତି===
[[File:Synchronized Sheep Judging.jpg|thumb|Sheep being judged for adherence to their [[breed standard]], and being held by the most common method of restraint]]
ଗୃହପାଳୀତ ମେଣ୍ଢା ଏକ ବ‌ହୁ-ଲକ୍ଷ ବିଶିଷ୍ଟ ପ୍ରାଣୀ ଓ ଏମାନଙ୍କର ପ୍ରାୟ ୨୦୦ ପ୍ରଜାତି ଅଛନ୍ତି ଓ ବିଭିନ୍ନ କର୍ମ ସାଧନ ପାଇଁ ସୃଷ୍ଟି କରାଯାଇଛି । <ref name="okstate">{{cite web |url=http://www.ansi.okstate.edu/breeds/sheep/ |title=Sheep (Ovis aries) |accessdate= 2007-11-02 |work=Breeds of Livestock |publisher=Oklahoma State University Dept. of Animal Science }}</ref>
ଏମାନଙ୍କ ସଂଖ୍ୟା ଏକ ହଜାରରୁ ଉର୍ଦ୍ଧ୍ୱ ବୋଲି ଅନେକ ଉତ୍ସ ଦାବୀ କରେ । <ref name="Dwyer2008">{{cite book|author=Cathy M. Dwyer|title=The Welfare of Sheep|url=https://books.google.com/books?id=KxlbW9to_1YC&pg=PA56|accessdate=15 October 2010|date=31 July 2008|publisher=シュプリンガー・ジャパン株式会社|isbn=978-1-4020-8552-9|pages=56–}}</ref><ref name="Jensen2009">{{cite book|author=Per Jensen|title=The ethology of domestic animals: an introductory text|url=https://books.google.com/books?id=FuJKSEgccUEC&pg=PA162|accessdate=15 October 2010|year=2009|publisher=CABI|isbn=978-1-84593-536-8|pages=162–}}</ref>
 
== ଆଧାର ==
"https://or.wikipedia.org/wiki/ମେଣ୍ଢା"ରୁ ଅଣାଯାଇଅଛି