"ମେଣ୍ଢା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୭ କ ଧାଡ଼ି:
ୟୁରୋପ ଓ ଏସିଆର ଥିବା ବଣୁଆ ମୌଫ୍ଲନ ([[:en:mouflon|mouflon]]) ପ୍ରାଣୀର ବଂଶଧର ମେଣ୍ଢା ହୋଇପାରେ । ପୁରାତନ କାଳରୁ କୃଷିକାର୍ଯ୍ୟ କରିବା ଲକ୍ଷରେ ପାଳନ କରାଯାଉଥିବା ମେଣ୍ଢାମାନଙ୍କୁ ଅଧୁନା ମାଂସ, ଓ କ୍ଷୀର ନିମନ୍ତେ ପାଳନ କରାଯାଉଛି । ପଶମ କାର୍ଯ୍ୟ ନିମନ୍ତେ ଏହାର ରୁମକୁ କାଟି ([[:en:sheep shearing|shearing]]) ଉଲ ([[:en:wool|wool]]) ତିଆରି କରିବା ପାଇଁ ବ୍ୟବ‌ହାର କରାଯାଏ । ମେଣ୍ଢା ଛୁଆ ମାଂସକୁ ଇଂରାଜୀରେ ଓଭାଇନ [[:en:Wikt:ovine|Ovine]] ଓ ବଡ଼ ମେଣ୍ଢାର ମାଂସକୁ ମଟନ ([[:en:mutton]]) କୁହାଯାଏ । ଅଧୁନା ଉଲ ଓ ମାଂସ ପାଇଁ ମେଣ୍ଢା ଅତି ଆବଶ୍ୟକ ହେଉଛି ଓ ବେଳେ ବେଳେ ତାର ଚର୍ମ ([[:en:Sheepskin (material)|pelts]]), କ୍ଷୀର ଓ ବିଜ୍ଞାନ ଗବେଷଣା ପାଇଁ ମଧ୍ୟ ବ୍ୟବ‌ହାର କରାଯାଉଛି ।
 
ପୃଥିବୀର ଅଧିକାଂଶ ସ୍ଥାନରେ ଏହାକୁ କୃଷିକର୍ମରେ ନିୟୋଜିତ କରାଯାଏ ଓ ଅଧିକାଂଶ ସଭ୍ୟତାରେ ଏହା ଏକ ମୌଳିକ ଆବଶ୍ୟକତା ହୋଇଆସିଛି । ଅଧୁନା [[ଅଷ୍ଟ୍ରେଲିଆ]], [[ନିଉଜିଲାଣ୍ଡ]], ଦକ୍ଷିଣ ଓ ମଧ୍ୟ [[ଦକ୍ଷିଣ ଆମେରିକା]] ଦେଶଗୁଡ଼ିକ ତ‌ଥା ବ୍ରିଟିଶ ଦ୍ୱୀପ‌ପୁଞ୍ଜରେ ([[:en:British Isles|British Isles]]) ମେଣ୍ଢା ପାଳନ କରାଯାଏ ।
{{^|
Sheepraising has a large [[glossary of sheep husbandry|lexicon of unique terms]] which vary considerably by region and [[dialect]]. Use of the word ''sheep'' began in [[Middle English]] as a derivation of the [[Old English]] word ''{{lang|ang|scēap}}''; it is both the singular and plural name for the animal. A group of sheep is called a flock, [[herd]] or mob. Many other specific terms for the various life stages of sheep exist, generally related to lambing, shearing, and age.
 
Being a key animal in the history of farming, sheep have a deeply entrenched place in human culture, and find representation in much modern language and [[symbology]]. As livestock, sheep are most often associated with [[pastoral]], [[Arcadia (utopia)|Arcadian]] imagery. Sheep figure in many [[mythologies]]—such as the [[Golden Fleece]]—and major religions, especially the [[Abrahamic]] traditions. In both ancient and modern religious ritual, sheep are used as [[sacrificial animals]].
}}
== ଆଧାର ==
{{ଆଧାର}}
"https://or.wikipedia.org/wiki/ମେଣ୍ଢା"ରୁ ଅଣାଯାଇଅଛି