"କୁକୁଡ଼ା ପାଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
 
୧ କ ଧାଡ଼ି:
{{ଛୋଟ|poultry}}
[[File:Poultry of the world.jpg|thumb|upright=1.35|ପୃଥିବୀରେ ପାଳିତ ହେଉଥିବା କୁକୁଡ଼ା]]
'''କୁକୁଡ଼ା ପାଳନ''' କ‌ହିଲେ '''Poultry''' ({{IPAc-en|ˈ|p|oʊ|l|t|r|i}}) କ‌ହିଲେ ସାଧାରଣତଃ ମାଂସ, ଅଣ୍ଡା ଓ ପର ନିମନ୍ତେ ମାନବ ପାଳୁଥିବା କୁକୁଡ଼ା ପକ୍ଷୀଙ୍କୁ ବୁଝାଏ ([[:en:domestication|domesticated]] [[bird|bird]]) । ଏହି ପକ୍ଷୀ ଅର୍ଡ଼ର ଗାଲିଫର୍ମିସ ([[:en:Galliformes|Galliformes]]) ଅନ୍ତର୍ଭୁକ୍ତ ଯେଉଁଥିରେ କୁକୁଡ଼ା ସ‌ହିତ କ୍ୱେଲ ([[:en:quail|quail]]) ଓ ଗୃହପାଳିତ ଟର୍କିମାନଙ୍କର ([[:en:domestic turkey|turkey]]s) ନାମ ରଖାଯାଏ ଓ ଏମାନେ ସୁପରଅର୍ଡ଼ର ଫାଉଲ ([[:en:Superorder (biology)|superorder]] [[:en:Fowl|Galloanserae (fowl)]]) ମଧ୍ୟରେ ଗଣାଯାଆନ୍ତି । ଏହି ପାଳନ କେବଳ କୁକୁଡ଼ାରେ ସୀମିତ ନୁହେଁ
 
ମାଂସ ପାଇଁ ଅନ୍ୟାନ୍ୟ ପକ୍ଷୀ (ଯେପରିକି ପାରା) ପାଳୁଥିଲେ ତାକୁ ମଧ୍ୟ ପୋଲଟ୍ରି କୁହାଯାଏ କିନ୍ତୁ ବଣୁଆ ପକ୍ଷୀ ମାଂସ ଶିକାରକୁ ଏହି ଦଳର ନାମରେ ରଖାଯାଏ ନାହିଁ ଓ ତାକୁ ଇଂରାଜୀ ଭାଷାରେ ଗେମ୍ କୁହାଯାଏ ।
୧୧ କ ଧାଡ଼ି:
ସାରା ପୃଥିବୀରେ ସନ ୨୦୧୨ରେ ଲୋକମାନେ ମାଂସ ଭକ୍ଷଣ ମଧ୍ୟରୁ ସର୍ବାଧିକ ୭୦% ପୋଲ୍‌ଟ୍ରି ଓ ଘୁଷୁରୀ ମାଂସ ଖାଇଥିଲେ ।<ref>{{cite web |url=http://www.fao.org/ag/againfo/themes/images/meat/backgr_sources_data.jpg |title=Sources of the world's meat supply in 2012 |publisher=FAO |accessdate=26 August 2018}}</ref> ଏଥିରେ ଉଚ୍ଚମାନର ପ୍ରୋଟିନ ଓ ସ୍ୱଳ୍ପ ପରିମାଣର ଚର୍ବି ଜାତୀୟ ଖାଦ୍ୟ ଥାଏ । ଖାଦ୍ୟ ବିଷକ୍ରିୟା ([[:en:food poisoning|food poisoning]]) ନ ହେବା ପାଇଁ କୁକୁଡ଼ା ମାଂସକୁ ଉତ୍ତମରୂପେ ସିଦ୍ଧ କରିବା ଆବଶ୍ୟକ ।
ଇଂରାଜୀର ପୁଲ୍‌ଟ୍ରିଏ ଶବ୍ଦରୁ, ପୁରୁଣା ଫରାସୀ ଭାଷାର ପୋଲେଟିଏର, ପାଉଲେଟ/ ପୁଲେଟରୁ, ପାଉଲେଟ ଡିଲର ଶବ୍ଦ ପାଉଲରୁ (poule) ଓ ଲାଟିନ ଶବ୍ଦ ପୁଲୁସରୁ (pullus) ପୋଲ୍‌ଟ୍ରି ଶବ୍ଦ ଆସିଥିବା ଜଣାଯାଏ ।<ref name=AH>{{cite dictionary | title = Poultry | encyclopedia = The American Heritage: Dictionary of the English Language | volume = 4th edition | publisher = Houghton Mifflin Company | year = 2009 | url = http://www.thefreedictionary.com/poultry}}</ref> ପୁଲ୍ଲେଟ ଶବ୍ଦଟି ମଧ୍ୟ ଇଂରାଜୀର ପୁଲେଟରୁ ଆସିଛି ଯାହା ଲାଟିନ ଭାଷାର ପୋଲେଟ ଶବ୍ଦରୁ ନିଆଯାଇଛି; ଏ ଦୁଇଟି ଲାଟିନର ପୁଲ୍ଲୁସ ଶବ୍ଦରୁ ନିଆଯାଇଛି ଯାହା ଯୁବ ପଶୁ ବା କୁକୁଡ଼ାକୁ ବୁଝାଏ । <ref>{{cite dictionary | title = Pullet | encyclopedia = The American Heritage: Dictionary of the English Language | volume = 4th edition | pages = | publisher = Houghton Mifflin Company | year = 2009 | url = http://www.thefreedictionary.com/pullet}}</ref><ref>{{cite web|url=http://www.etymonline.com/index.php?term=fowl |title=Fowl | work=Online Etymology Dictionary |publisher=Etymonline.com |accessdate=February 12, 2014}}</ref> ଫାଉଲ ଶବ୍ଦ ଜର୍ମାନୀ ଭାଷାରୁ ଆସିଛି । <ref>{{cite web|url=http://www.etymonline.com/index.php?term=poultry |title=Poultry | work=Online Etymology Dictionary |publisher=Ehitymonline.com |accessdate=February 12, 2014}}</ref>
 
[[File:Rooster portrait2.jpg|upright|thumb|right|Cock with comb and wattles]]
ସ୍ଥାନୀୟ କୁକୁଡ଼ା ବା ଚିକେନ ଏକ ମଧ୍ୟମ ଆକାରର ପକ୍ଷୀ, ସଳଖ ଠିଆ। ଓ ମାଂସଳ ଚୁଳ ମୁଣ୍ଡରେ ଥାଏ । ଅଣ୍ଡିରା କୁକୁଡ଼କୁ ଗଞ୍ଜା କୁହାଯାଏ, ଏଗୁଡ଼ିକ ଆକାର ବଡ଼ ଅଧିକ ରଙ୍ଗୀନ ଓ ମାଈ ଅପେକ୍ଷା ପର ଅଧିକ । ଏମାନେ ସବୁ ଖାଆନ୍ତି, ଖୋଜି ଖୋଜି ମଞ୍ଜି, ଛୋଟ ଅମେରୁଦଣ୍ଡୀ ପ୍ରାଣୀ ଓ ଅନ୍ୟାନ୍ୟ ଛୋଟ ଜୀବମାନଙ୍କୁ ମଧ୍ୟ ଖାଆନ୍ତି । କେହି ଗୋଡ଼େଇଲେ ଆତ୍ମରକ୍ଷା ନିମନ୍ତେ ବୁଦା ଆଢ଼ୁଆଳକୁ ଦୌଡ଼ି ଯାଆନ୍ତି ଓ ଏମାନେ କ୍ୱଚିତ ଉଡ଼ନ୍ତି ।<ref name=Britannica>{{cite encyclopedia | title = Poultry | encyclopedia = Encyclopædia Britannica | publisher = Encyclopædia Britannica, Inc. | date = June 6, 2013 | url = http://www.britannica.com/EBchecked/topic/472991/poultry }}</ref> ଘରୋଇ କୁକୁଡ଼ ମୂଖତଃ ବଣୁଆ ରେଡ ଜଙ୍ଗଲଫାଉଲ ([[:en:red junglefowl|red junglefowl]]) ପୂର୍ବପୁରୁଷଙ୍କଠାରୁ ଉତ୍ତରାଧିକାର ସୂତ୍ରରୁ ଆସିଛି । <ref name= Eriksson>{{Citation | doi = 10.1371/journal.pgen.1000010.eor | pmid = 18454198 | pmc = 2265484 | last1 = Eriksson | first1 = Jonas | last2 = Larson | first2 = Greger | last3 = Gunnarsson | first3 = Ulrika | last4 = Bed'hom | first4 = Bertrand | last5 = Tixier-Boichard | first5 = Michele | last6 = Strömstedt | first6 = Lina | last7 = Wright | first7 = Dominic | author8 = Eriksson J, Larson G, Gunnarsson U, Bed'hom B, Tixier-Boichard M | last9 = Vereijken | first9 = Addie | last10 = Randi | first10 = Ettore | last11 = Jensen | first11 = Per | last12 = Andersson | first12 = Leif | title = Identification of the yellow skin gene reveals a hybrid origin of the domestic chicken | pages = e1000010 | year = 2008 | journal = PLoS Genetics |volume=4 | issue=2|display-authors=etal}}</ref> ପ୍ରାୟ ୭,୦୦୦ରୁ ୧୦,୦୦୦ ବର୍ଷ ପୂର୍ବେ ଏମାନଙ୍କୁ ଘରୋଇକରଣ କରାଯାଇଥିଲା ଯାହାର ଫସିଲ ଉତ୍ତରପୂର୍ବ ଚୀନରେ ମିଳୁଛି ଓ ତାହା ଖ୍ରୀ:ପୂ: ୫,୪୦୦ରେ ଡେଟ ହୋଇଛି । ଆଗେ କୁକୁଡ଼ା ଲଢ଼େଇ ନିମନ୍ତେ ଘରେ ଗଞ୍ଜା ପୋଷା ହେଉଥିଲେ । ପ୍ରାୟ ୪,୦୦୦ ବର୍ଷ ପୂର୍ବେ ମିଶରରୁ କୁକୁଡ଼ା ଆସି ଇଣ୍ଡସ ଭାଲିରେ ପ୍ରବେଶ କରିଥିଲେ । ଏ ପର୍ଯ୍ୟନ୍ତ ସେମାନଙ୍କୁ ଲଢ଼େଇ ନିମନ୍ତେ ବ୍ୟବ‌ହାର କରାଯାଉଛି ଓ ଉର୍ବରତାର ଚିହ୍ନ ରୂପେ ଗ୍ରହଣ କରାଯାଇଛି । ମିଶରୀୟମାନେ ଅଣ୍ଡାକୁ କୃତ୍ରିମ ଉପାୟରେ ଉଷୁମେଇବା ([[:en:Egg incubation|incubation]]) ପଦ୍ଧତି ଶିଖିଥିଲେ ।<ref>{{cite news |title=How the Chicken Conquered the World |author1=Adler, Jerry |author2=Lawler, Andrew |url=http://www.smithsonianmag.com/history/how-the-chicken-conquered-the-world-87583657/?no-ist |newspaper=Smithsonian Magazine |date=June 1, 2012 |accessdate=April 14, 2014}}</ref> ସେହି କାଳଠାରୁ ଅଣ୍ଡା ଓ ମାଂସ ପାଇଁ କୁକୁଡ଼ା ପାଳନ ପୃଥିବୀରେ ବ୍ୟପିଯାଇଛି । <ref>{{cite journal |author1=Storey, A. A. |author2=Athens, J. S. |author3=Bryant, D. |author4=Carson, M. |author5=Emery, K. |year=2012 |title=Investigating the global dispersal of chickens in prehistory using ancient mitochondrial DNA signatures |journal=PLoS ONE |volume=7 |issue=7 |pages=e39171 |doi=10.1371/journal.pone.0039171 |display-authors=etal |pmid=22848352 |pmc=3405094|bibcode=2012PLoSO...739171S }}</ref>
== ଆଧାର ==