"କୁକୁଡ଼ା ପାଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୪ କ ଧାଡ଼ି:
 
ମାଂସ ପାଇଁ ଅନ୍ୟାନ୍ୟ ପକ୍ଷୀ (ଯେପରିକି ପାରା) ପାଳୁଥିଲେ ତାକୁ ମଧ୍ୟ ପୋଲଟ୍ରି କୁହାଯାଏ କିନ୍ତୁ ବଣୁଆ ପକ୍ଷୀ ମାଂସ ଶିକାରକୁ ଏହି ଦଳର ନାମରେ ରଖାଯାଏ ନାହିଁ ଓ ତାକୁ ଇଂରାଜୀ ଭାଷାରେ ଗେମ୍ କୁହାଯାଏ । ଫରାସୀ ଶବ୍ଦ ପାଉଲ (poule) ଓ ଲାଟିନ ଶବ୍ଦ ପୁଲୁସରୁ (pullus) ପୋଲ୍‌ଟ୍ରି ଶବ୍ଦ ଆସିଥିବା ଜଣାଯାଏ ।
{{^|
The domestication of poultry took place several thousand years ago. This may have originally been as a result of people hatching and rearing young birds from eggs collected from the wild, but later involved keeping the birds permanently in captivity. Domesticated chickens may have been used for [[cockfight]]ing at first and quail kept for their songs, but soon it was realised how useful it was having a captive-bred source of food.
 
ଅନେକ ହଜାର ବର୍ଷ ପୂର୍ବରୁ ପୋଲ୍‌ଟ୍ରି ଘରୋଇକରଣ ହୋଇଛି । ବୋଧହୁଏ ପୂର୍ବରୁ ଜଙ୍ଗଳୀ ପକ୍ଷୀଙ୍କର ଅଣ୍ଡା ଧରି ଆଣି ଘରେ ଉଷୁମେଇ ଛୁଆ କରିବା ବନ୍ଦବୋସ୍ତ କରୁଥିଲେ କିନ୍ତୁ ପରବର୍ତ୍ତୀ କାଳରେ ପକ୍ଷୀମାନଙ୍କୁ ସ୍ଥାୟୀ ଭାବରେ ଘରେ ରଖିଲେ । ପ୍ରଥମେ ପ୍ରଥମେ କୁକୁଡ଼ାମାନଙ୍କୁ ଲଢ଼େଇ କରେଇବା ପାଇଁ ବ୍ୟବ‌ହାର କରିବାପରେ ତାହାର ମାଂସ ଖାଇବା କଥା ତାଙ୍କ ଖିଆଲକୁ ଆସିଥିଲା ।
{{^|
Selective breeding for fast growth, egg-laying ability, conformation, plumage and docility took place over the centuries, and modern [[breed]]s often look very different from their wild ancestors. Although some birds are still kept in small flocks in extensive systems, most birds available in the market today are reared in intensive commercial enterprises.