"କୁକୁଡ଼ା ପାଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
କୁକୁଡ଼ା ପାଳନ ବିଷୟ ଲେଖାଗଲା
 
ଅଧିକ ତ‌ଥ୍ୟ ଦିଆଗଲା
୨ କ ଧାଡ଼ି:
[[File:Poultry of the world.jpg|thumb|upright=1.35|ପୃଥିବୀରେ ପାଳିତ ହେଉଥିବା କୁକୁଡ଼ା]]
କୁକୁଡ଼ା ପାଳନ କ‌ହିଲେ '''Poultry''' ({{IPAc-en|ˈ|p|oʊ|l|t|r|i}}) କ‌ହିଲେ ମାଂସ, ଅଣ୍ଡା ଓ ପର ନିମନ୍ତେ ମାନବ ପାଳୁଥିବା କୁକୁଡ଼ା ପକ୍ଷୀଙ୍କୁ ବୁଝାଏ ([[:en:domestication|domesticated]] [[bird|bird]]) । ଏହି ପକ୍ଷୀ ଅର୍ଡ଼ର ଗାଲିଫର୍ମିସ ([[:en:Galliformes|Galliformes]]) ଅନ୍ତର୍ଭୁକ୍ତ ଯେଉଁଥିରେ କୁକୁଡ଼ା ସ‌ହିତ କ୍ୱେଲ ([[:en:quail|quail]]) ଓ ଗୃହପାଳିତ ଟର୍କିମାନଙ୍କର ([[:en:domestic turkey|turkey]]s) ନାମ ରଖାଯାଏ ଓ ଏମାନେ ସୁପରଅର୍ଡ଼ର ଫାଉଲ ([[:en:Superorder (biology)|superorder]] [[:en:Fowl|Galloanserae (fowl)]]) ମଧ୍ୟରେ ଗଣାଯାଆନ୍ତି ।
{{^|
Poultry also includes other birds that are killed for their meat, such as the young of [[pigeon]]s (known as [[Squab (food)|squabs]]) but does not include similar wild birds hunted for sport or food and known as [[Game (food)|game]]. The word "poultry" comes from the French/Norman word ''poule'', itself derived from the Latin word ''pullus'', which means small animal.
 
ମାଂସ ପାଇଁ ଅନ୍ୟାନ୍ୟ ପକ୍ଷୀ (ଯେପରିକି ପାରା) ପାଳୁଥିଲେ ତାକୁ ମଧ୍ୟ ପୋଲଟ୍ରି କୁହାଯାଏ କିନ୍ତୁ ବଣୁଆ ପକ୍ଷୀ ମାଂସ ଶିକାରକୁ ଏହି ଦଳର ନାମରେ ରଖାଯାଏ ନାହିଁ ଓ ତାକୁ ଇଂରାଜୀ ଭାଷାରେ ଗେମ୍ କୁହାଯାଏ । ଫରାସୀ ଶବ୍ଦ ପାଉଲ (poule) ଓ ଲାଟିନ ଶବ୍ଦ ପୁଲୁସରୁ (pullus) ପୋଲ୍‌ଟ୍ରି ଶବ୍ଦ ଆସିଥିବା ଜଣାଯାଏ ।
{{^|
The domestication of poultry took place several thousand years ago. This may have originally been as a result of people hatching and rearing young birds from eggs collected from the wild, but later involved keeping the birds permanently in captivity. Domesticated chickens may have been used for [[cockfight]]ing at first and quail kept for their songs, but soon it was realised how useful it was having a captive-bred source of food.