"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୦୯ କ ଧାଡ଼ି:
* ଭଦ୍ରକର [[କୁଆଁସ]]ଗ୍ରାମସ୍ଥ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ ଏହାକୁ [[ଲସ୍ ଏଞ୍ଜେଲସ୍]]​ର ଜୁଲିଆନ ପାର୍କର ନାମକ ଜଣେ ଅଣହିନ୍ଦୁ ବିଦେଶୀ ଏହାକୁ ସ୍ଥାପନ କରିଛନ୍ତି। ଜୁଲିଆନ ଆତ୍ମତତ୍ତ୍ୱ ଦାସ ଓ ମାଳିନୀ ଦାସଙ୍କର ପାଳିତ ପୁତ୍ର ହୋଇଥିଲେ। ଭାରତକୁ ଆସିବା ପରେ ସେ ଜାହ୍ନବୀ ନିତାଇ ଦାସ ନାମରେ ପରିଚିତ iହୋଇଥିଲେ। [[ପୁରୀ]] [[ଶ୍ରୀମନ୍ଦିର]]ରେ ଅଣହିନ୍ଦୁମାନଙ୍କର ପ୍ରବେଶ ନିଷେଧ ହୋଇଥିବାରୁ ସେ ଏଠାରେ ୧୬ଫୁଟ ଉଚ୍ଚର [[ଜଗନ୍ନାଥ]], ୧୫ ଫୁଟ ଉଚ୍ଚର [[ବଳଭଦ୍ର]] ଓ ୭ ଫୁଟ ଉଚ୍ଚର [[ସୁଭଦ୍ରା]] ବିଗ୍ରହ ବୈଦିକ ରୀତିରେ ୨୦୦୫ ମସିହା ମେ ୨୨ରେ ସ୍ଥାପନ କରାଇଥିଲେ। ଅଦ୍ୟାବତ୍ ସେହି ବିଗ୍ରହମାନେ ସେହି ମନ୍ଦିରରେ ଯଥାବିଧି ପୂଜିତ ହେଉ ଅଛନ୍ତି।
* ଓଡ଼ିଶାର [[ଭାଗବତ ଟୁଙ୍ଗୀ]] ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ ଏଠାକାର [[କିସ୍ମତ କୃଷ୍ଣପୁର]] ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି।
*ଭଦ୍ରକ ଜିଲ୍ଲାର [[ପୀରହାଟ]] ଅଞ୍ଚଳ ଐତିହ୍ୟପୂର୍ନ। ପୀରହାଟ କାଳୀ ପଡିଆ ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଏହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀଙ୍କ ସାକ୍ଷୀ। [[ବାରବାଟିଆ]] ଗ୍ରାମର ଆୟୋଜିତ ହେଉଥିବା ଦୁର୍ଗାପୂଜା ୪୦୦ ବର୍ଷର ପୁରୁଣା।
*ଏଠାରେ କେଉଁ କାଳରୁ ଭାଇଚାରା ସଂପକ ରହିଆସିଛି
 
== ଶିକ୍ଷା ==