"ମାର୍କ ଜୁକରବର୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
No edit summary
୧୯ କ ଧାଡ଼ି:
|website = {{URL|facebook.com/zuck}}
|children = 1}}
'''ମାର୍କ ଇଲିଅଟ ଜୁକରବର୍ଜ''' ({{Lang-en|Mark Elliot Zuckerberg}}; ଜନ୍ମ ୧୪/୫/୧୯୮୪) ଜଣେ ଜନ ହିତକାରୀ, ଇଣ୍ଟରନେଟ ଉଦ୍ୟୋଗୀ , [[ଆମେରିକା]]ର [[କମ୍ପୁଟର]] ପ୍ରୋଗ୍ରାମର୍ ଓ ସାମାଜିକ ଯୋଗାଯୋଗ ସାଇଟ [[ଫେସବୁକ]]<ref name=FBM>{{cite web|url=http://finance.yahoo.com/blogs/daily-ticker/facebook-surges-mark-zuckerberg-pockets-3-8-billion-143114560.html|work=Yahoo! Finance.|title=Facebook Surges and Mark Zuckerberg Pockets $3.8 Billion|first=Bernice|last=Napach|date=July 26, 2013}}</ref><ref>{{cite news|url=http://articles.latimes.com/2012/may/20/business/la-fi-hiltzik-20120517|title=Facebook shareholders are wedded to the whims of Mark Zuckerberg|work=Los Angeles Times | first=Michael|last=Hiltzik|date=May 20, 2012}}</ref>ର ଆବିଷ୍କାରକ । ଡିସେମ୍ବର ୨୦୧୫ ସୁଧା ତାଙ୍କ ଆୟ ୪୬ ବିଲିୟନ୍ ଆମେରିକାନ୍ ମୁଦ୍ରା ।
ହାଭାର୍ଡ଼ ବିଶ୍ୱବିଦ୍ୟାଳୟରେ ତଳ-ସ୍ନାତକ ଶ୍ରେଣୀର ଦ୍ୱିତୀୟ ବର୍ଷର ଛାତ୍ର ମାର୍କ ଜୁକରବର୍ଗ ଅକଟୋବର ୨୮, ୨୦୦୩ରେ ଫେସମାସ(ଫେସବୁକର ପୂର୍ବାବସ୍ଥା)ର କୋଡ଼ ଲେଖିଥିଲେ । ଫିଲିପ୍ସ ଏକ୍ସଟର ଏକାଡେମୀରୁ ମାର୍କ ଜୁକରବର୍ଗ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିଲେ ।ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ "ଦି ଫୋଟ ଆଡ୍ରେସ ବୁକ" ପ୍ରସ୍ତୁତ କରାଯାଇଥିଲା,ଯାହାକୁ ସେମାନେ ଦ ଫେସବୁକ ଭାବେ ଅଭିହିତ କରୁଥିଲେ ।ଏଥିରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠପଢା ସମ୍ବନ୍ଧୀୟ ତଥ୍ୟ ହାସଲ କରୁଥିଲେ ।ଏଭଳି [[ଫେସବୁକ]]ଦ୍ୱାରା ଅନୁପ୍ରାଣୀତ ହେଇ ମାର୍କ ଜୁକରବର୍ଗ ହାର୍ଭାର୍ଡ ସ୍ଥିତ ନିଜ ଶୟନ କକ୍ଷରୁ [[ଫେସବୁକ]] ସାଇଟ ପରିଚାଳନା କରିଥିଲେ ।ସେ ପ୍ରାରମ୍ଭିକ ସମୟରେ କେବଳ ହାର୍ଭାର୍ଡ ବିଷୟ ଉଲ୍ଲେଖ କରୁଥିଲେ ।କିନ୍ତୁ ପରେ ରୁମମେଟ ହଷ୍ଟିନ ମୋସ୍କୋଭିଜଙ୍କ ସହିତ ମିଶି ଫେସବୁକକୁ ସେ ଅନ୍ୟ ସ୍କୁଲକୁ ମଧ୍ୟ ସମ୍ପ୍ରସାରଣ କରିଥିଲେ ।ପରେ ଜୁକରବର୍ଗ ଏବଂ ମୋସ୍କୋଭିଜ ସେମାନଙ୍କର ଅନ୍ୟ କେତେ ବନ୍ଧୁଙ୍କୁ ନେଇ କାଲିଫର୍ଣ୍ଣିଆର ପାଲୋ ଅଲ୍ଟୋ ଚାଲିଆସିଥିଲେ ।ଏକ ଘର ଭଡାରେ ନେଇ ସେଠାରେ ଫେସବୁକର କାର୍ଯ୍ୟାଳୟ ଖୋଲିଥିଲେ ।ଜୁକରବର୍ଗଙ୍କ ଉଦ୍ୟମ କ୍ରମେ ପିଟର ଥିଏଲ ଫେସବୁକରେ ପୁଞ୍ଜି ନିବେଶ କରିଥିଲେ ।୨୦୦୪ର ମଧ୍ୟ ଭାଗରେ ଫେସବୁକର ପ୍ରଥମ କାର୍ଯ୍ୟାଳୟ ଉଦଘାଟନ ହେଇଥିଲା । ଫେସବୁକର ସଫଳତା ଯୋଗୁଁ ଜୁକରବର୍ଗ ୨୩ ବର୍ଷ ବୟସରେ ପ୍ରଥମ ବିଲିୟନାରୀ ହୋଇଥିଲେ । ୨୦୧୨ ସୁଧା ସାରା ବିଶ୍ୱରେ ଫେସବୁକ ବ୍ୟବହାରଙ୍କ ସଂଖ୍ୟା ୧ ବିଲିୟନ । ସେ ତାଙ୍କ କିଛି ସହକର୍ମୀଙ୍କ ସହ ଆଇନଗତ ବିବାଦରେ ଫସି ରହିଥିବାରୁ କମ୍ପାନୀର କିଛି ଅଂଶ ଦେବାକୁ ବାଧ୍ୟ ହୋଇଥିଲେ ।
୨୦୧୦ ସୁଧା ସମୟ ପତ୍ରିକାରେ ତାଙ୍କ ନାମ ପୃଥିବୀର ଏକ ଶତ ଧନୀଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ପ୍ରକାଶିତ ହୋଇଥିଲା ଓ ସେ ସେହି ବର୍ଷର ମୁଖ୍ୟ ବ୍ୟକ୍ତିଭାବେ ପରିଗଣିତ ହୋଇଥିଲେ । ତାଙ୍କ ନାମରେ ଏକ ଚଳଚ୍ଚିତ୍ର [https://en.wikipedia.org/wiki/The_Social_Network The Social Network] [https://en.wikipedia.org/wiki/Jesse_Eisenberg Jesse Eisenberg]ଙ୍କ ଦ୍ୟାରା ପରିପ୍ରକାଶ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଫେସବୁକର ଚିତ୍ରଣକରାଯାଇଥିଲା । ସେ [https://en.wikipedia.org/wiki/Priscilla_Chan_(philanthropist) Priscilla Chan]ଙ୍କୁ ବିବାହ କାରିଥିଲେ ଓ ୨୦୧୨ରେ ତାଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା ।