"ଭଗବତ ଗୀତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
{{ଛୋଟ|Bhagavad Gita}}
[[ଫାଇଲ:Krishna Arjuna Gita.jpg|thumb|alt=An 1830 CE painting depicting Arjuna, on the chariot, paying obeisance to Krisha, the charioteer.|କୁରୁକ୍ଷେତ୍ରରେ କୃଷ୍ଣ ଓ ଅର୍ଜୁନ <!--c. 1830 painting-->]]
ଶ୍ରୀମଦଭଗବତଗୀତା ବା ଗୀତା ହେଉଛି [[ମହାଭାରତ]]ର ଅଂଶ । ଶ୍ରୀ [[ବ୍ୟାସଦେବ]] ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । [[ଶ୍ରୀକୃଷ୍ଣ]] ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ [[ବ୍ୟାସଦେବ]] ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ[[ଗଦ୍ୟ]]ରେ କହିଥିଲେ, ତାହା [[ବ୍ୟାସଦେବ]] ନିଜେ ଶ୍ଳୋକବଦ୍ଧ[[ଶ୍ଳୋକ]]ବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ [[ଅର୍ଜୁନ]], [[ସଞ୍ଜୟ]] ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ[[ଭାଷା]]ରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ [[ଶ୍ରୀକୃଷ୍ଣ]] କଥିତ ଶ୍ଳୋକସଂଖ୍ୟା ୬୨୦, [[ଅର୍ଜୁନ]] କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ[[ଅଧ୍ୟାୟ]]ରେ ବିଭକ୍ତ କରି ମହାଭାରତର[[ମହାଭାରତ]]ର ଅଂଶଭାବେ [[ଯୋଗ]] କରିଛନ୍ତି ।
 
[[ଫାଇଲ:Bhagavad Gita, a 19th century manuscript.jpg|250px|thumb|ଭଗବତ ଗୀତା, ୧୯ଶତକର ତାଳପୋଥି]]
ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ। ପ୍ରଥମ ୬ଅଧ୍ୟାୟରେ ନିଷ୍କାମ [[କର୍ମଯୋଗ]], ଦ୍ୱିତୀୟ ୬ଅଧ୍ୟାୟରେ [[ଭକ୍ତିଯୋଗ]] ଏବଂ ଶେଷ ୬ଅଧ୍ୟାୟରେ [[ଜ୍ଞାନଯୋଗ]] ବର୍ଣ୍ଣନା କରାଯାଇଛି ।
# ପ୍ରଥମ ଅଧ୍ୟାୟ: [[ଅର୍ଜୁନଙ୍କ ବିଷାଦ ଯୋଗ]] । କଠୋର [[କର୍ତ୍ତବ୍ୟ]] ନିକଟରେ ବନ୍ଧୁବାନ୍ଧବ, କୁଟୁମ୍ବ, [[ଭାଇ]]ପିତାମାତା[[ପିତା]] [[ମାତା]] ଆଦିଙ୍କର ସ୍ଥାନ ନାହିଁ । ଏମାନଙ୍କ ଅନୀତିକୁ[[ଅନୀତି]]କୁ ପ୍ରଶ୍ରୟ ଦେଲେ କର୍ତ୍ତବ୍ୟରେ[[କର୍ତ୍ତବ୍ୟ]]ରେ ଅବହେଳା ହୁଏ ବୋଲି [[ଶ୍ରୀକୃଷ୍ଣ]] କହୁଛନ୍ତି।
# ଦ୍ୱିତୀୟ ଅଧ୍ୟାୟ: [[ସାଂଖ୍ୟଯୋଗ]]: ଏଥିରେ ମୁଖ୍ୟତଃ ଆତ୍ମତତ୍ତ୍ୱ ଆଲୋଚିତ ହୋଇଛି । [[ମନୁଷ୍ୟ]] ସ୍ଥିତପ୍ରଜ୍ଞ ହେଲେ ଆତ୍ମବଶୀଭୂତ [[ଇନ୍ଦ୍ରିୟ]] ମାଧ୍ୟମରେ କର୍ମକରି[[କର୍ମ]]କରି ମଧ୍ୟ କର୍ମରେ[[କର୍ମ]]ରେ ଆବଦ୍ଧ ହୁଅନ୍ତି ନାହିଁ ବୋଲି [[ଶ୍ରୀକୃଷ୍ଣ]] ଅର୍ଜୁନଙ୍କୁ[[ଅର୍ଜୁନ]]ଙ୍କୁ କହିଛନ୍ତି।
# ତୃତୀୟ ଅଧ୍ୟାୟ: [[କର୍ମଯୋଗ]]: ଏଥିରେ [[ଶ୍ରୀକୃଷ୍ଣ]] ଅର୍ଜୁନଙ୍କୁ[[ଅର୍ଜୁନ]]ଙ୍କୁ କର୍ମର[[କର୍ମ]]ର ମାହତ୍ମ୍ୟ ଏବଂ ନିଷ୍କାମ କର୍ମର[[କର୍ମ]]ର ପ୍ରେରଣା ଦେଇଛନ୍ତି।
# ଚତୁର୍ଥ ଅଧ୍ୟାୟ: [[ଜ୍ଞାନ ଯୋଗ]]: ଏଥିରେ [[ଶ୍ରୀକୃଷ୍ଣ]] ଜ୍ଞାନର[[ଜ୍ଞାନ]]ର ସ୍ୱରୂପ, ଆତ୍ମଜ୍ଞାନର[[ଆତ୍ମଜ୍ଞାନ]]ର ପ୍ରୟୋଜନୀୟତା ଓ ମାହତ୍ମ୍ୟ ବୁଝାଇଛନ୍ତି ।
# ପଞ୍ଚମ ଅଧ୍ୟାୟ: [[ସନ୍ନ୍ୟାସ ଯୋଗ]]: ଏଥିରେ [[ଶ୍ରୀକୃଷ୍ଣ]]
# ଷଷ୍ଠ ଅଧ୍ୟାୟ: [[ଧ୍ୟାନଯୋଗ]]: ଏଥିରେ [[ଶ୍ରୀକୃଷ୍ଣ]] ଚଞ୍ଚଳ [[ମନ]] ଅର୍ଥାତ ଚିତ୍ତବୃତ୍ତିକୁ ନିରୋଧ କରିବା ପାଇଁ [[ଧ୍ୟାନ]] ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ।
# ସପ୍ତମ ଅଧ୍ୟାୟ: [[ବିଜ୍ଞାନଯୋଗ]]: ଏଥିରେ ଭଗବାନଙ୍କର[[ଭଗବାନ]]ଙ୍କର ସ୍ୱରୂପ ବିଷୟରେ ଆଲୋଚନା କରାଯାଇଛି ।
# ଅଷ୍ଟମ ଅଧ୍ୟାୟ: [[ଅକ୍ଷୟ ବ୍ରହ୍ମ ଯୋଗ]]:
# ନବମ ଅଧ୍ୟାୟ: [[ରାଜଯୋଗ]]:
# ଦଶମ ଅଧ୍ୟାୟ: [[ବିଭୂତି ଯୋଗ]]:
# ଏକାଦଶ ଅଧ୍ୟାୟ: [[ବିଶ୍ୱରୂପ ଦର୍ଶନ ଯୋଗ]]:
# ଦ୍ୱାଦଶ ଅଧ୍ୟାୟ: [[ଭକ୍ତି ଯୋଗ]]:
# ତ୍ରୟୋଦଶ ଅଧ୍ୟାୟ: ଏଥିରେ [[ପ୍ରକୃତି]][[ପୁରୁଷ]], [[ଦେହ]][[ଆତ୍ମା]], [[ଜ୍ଞାନ]] ଓ ଜ୍ଞେୟ ଇତ୍ୟାଦି [[ତତ୍ତ୍ୱ]] ବିଷୟରେ [[ଶ୍ରୀକୃଷ୍ଣ]] କହିଛନ୍ତି ।
# ଚତୁର୍ଦ୍ଦଶ ଅଧ୍ୟାୟ: [[ତ୍ରିଗୁଣ ବିଭାଗ ଯୋଗ]]: ଏଥିରେ [[ଶ୍ରୀକୃଷ୍ଣ]] [[ସୃଷ୍ଟି]] ରହସ୍ୟ, ପୁରୁଷର[[ପୁରୁଷ]]ର [[ସଂସାର]] ବନ୍ଧନ, ସାତ୍ତ୍ୱିକ ଆଦି ତ୍ରିବିଧ ଗୁଣର[[ଗୁଣ]]ର ଲକ୍ଷଣ ବର୍ଣ୍ଣନା କରିଛନ୍ତି ।
# ପଞ୍ଚଦଶ ଅଧ୍ୟାୟ: ପୁରୁଷୋତ୍ତମ ଯୋଗ: ଏଥିରେ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଅନନ୍ୟ ଚିତ୍ତରେ ଭଗବାନଙ୍କୁ ଭଜନ କରନ୍ତି, ସେ ତ୍ରିଗୁଣାତୀତ ହୋଇ ବ୍ରହ୍ମଭାବରେ ନିମଜ୍ଜିତ ହୁଅନ୍ତି ।
# ଷୋଡ଼ଷ ଅଧ୍ୟାୟ: ଦୈବାସୁର ସମ୍ପଦ ବିଭାଗ ଯୋଗ।