"ମାଛି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୮ କ ଧାଡ଼ି:
ଏମାନଙ୍କ ମୁଖଦ୍ୱାରର ସମୀପରେ ଆହୁରି ମଧ୍ୟ ଉପାଙ୍ଗ ମିଳିଥାଏ, ଯାହାକୁ ମୁଖାଙ୍ଗ (Mouth parts)କୁହାଯାଏ । ଏହା ମୁଖ୍ୟ ମୁଖ ଭାଗରେ ମିଶି ଏକ ଶୁଣ୍ଢ ତିଆରି କରିଥାଏ ଯାହାଦ୍ୱାରା ସେମାନେ ନିଜ ମାତ୍ର ଶୋଷି ଥାନ୍ତି । ଏହି ଶୁଣ୍ଢଦ୍ୱାରା ଏମାନେ ଭେଦନ କାର୍ଯ୍ୟ ମଧ୍ୟ କରିଥାନ୍ତି । ଏମାନେ କେବଳ ତରଳ ପଦାର୍ଥ ଖାଇପାରନ୍ତି ।
 
ଅଣ୍ଡିରା ଏବଂ ମାଇର ବାହ୍ୟକର ସାଧାରଣତଃ ଏକପ୍ରକାର ହୋଇଥାଏ, ପରନ୍ତୁ ଲିଙ୍ଗ ଦ୍ଵିଦ୍ୱି-ରୂପତା ଅସାଧାରଣ ହୋଇନଥାଏ । କିଛି ମାଛି ମାନଙ୍କ ମଧ୍ୟରେ (ଯେପରି, ଅଣ୍ଡିରା ମାଛି) ଶ୍ରୁଙ୍ଗିକା (antenna)ରେ ଘନଯୁକ୍ତ ଚୁଟି ରହିଥାଏ ଏବଂ ଅଣ୍ଡିରା ମାନଙ୍କ ସଂଯୁକ୍ତ ନେତ୍ର ମାଇ ମାନଙ୍କ ଅପେକ୍ଷା ଅଧିକ ସମୀପ ହୋଇଥାଏ । ଏହି କୀଟ ମାନଙ୍କ ମଧ୍ୟରେ ପୂର୍ଣ୍ଣ ରୂପାନ୍ତରଣ ହୋଇଥାଏ । ଡିମ୍ବକ (larva)ରେ ବହୁ ଛୋଟ ମୁଣ୍ଡ ରହିଥାଏ ଏବଂ ଗୋଡ଼ର ଅଭାବ ରହିଥାଏ । ପ୍ୟୁପା (pupa) କଠୋର ଆବରଣ ଭିତରେ ରହିଥାଏ, ଯାହାକୁ ପ୍ୟୁପା କୋଷ (Puparium) କୁହାଯାଏ । କିଛି କୀଟ ମାନଙ୍କର ପ୍ୟୁପା ଅଲଗା ଅଲଗା ମଧ୍ୟ ହୋଇଥାଏ ।
 
==ସାମାନ୍ୟ ରଚନା ==
୧୪ କ ଧାଡ଼ି:
ସମାନ୍ୟତଃ ଏହି ଗଣର କୀଟ ମାନଙ୍କ ମୁଣ୍ଡ ଗୋଲାକାର ହୋଇଥାଏ, ଯାହାଉପରେ ଦୁଇ ସଂଯୁକ୍ତ ନେତ୍ର ରହିଥାଏ ଏବଂ ମୁଣ୍ଡର ଅଧିକାଂଶ ଭାଗ ବେଢ଼ି ରହିଥାଏ । ଏହାର ଅତିରିକ୍ତ ମୁଣ୍ଡର ଉପର ଭାଗରେ ତିନୋଟି ସରଳ ନେତ୍ର ମଧ୍ୟ ରହିଥାଏ । ଏହି ସଂଯୁକ୍ତ ନେତ୍ରରେ ସହସ୍ର ଦୃଷ୍ଟି ନେତ୍ର ରହିଥାଏ ଯାହାକୁ ନେତ୍ରାଣୁ (Ommatidium) କୁହାଯାଏ ।
 
ମାଛିର ପାଚକ ତନ୍ତ୍ର ସରଳ ହୋଇଥାଏ । ଏହାର ହୃଦୟ ସିଧା ନଳୀ ମାତ୍ର ହୋଇଥାଏ । ଶ୍ଵାସତନ୍ତ୍ରରେଶ୍ୱାସତନ୍ତ୍ରରେ ଶ୍ଵାସଶ୍ୱାସ ନଳୀକା ରହିଥାଏ ଯାହା ବହୁତ ବଡ଼ ବାୟୁକୋଷ ବନେଇଥାଏ । ଆଧାରତନ୍ତ୍ରିକା ଦୌଡ଼ିର ଗୋଚ୍ଛିକା ମିଶି ଏକ ସଙ୍କେତ ବନେଇଥାଏ ।
 
==ବର୍ଗିକରଣ==
"https://or.wikipedia.org/wiki/ମାଛି"ରୁ ଅଣାଯାଇଅଛି