"ଥାଇରଏଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
୪ କ ଧାଡ଼ି:
 
ଥାଇରଏଡରୁ ନିର୍ଗତ ହେଉଥିବା ହରମୋନ, ଆଣ୍ଟିରିଅର ପିଟୁଇଟାରିରୁ ନିର୍ଗତ ହେଉଥିବା ଥାଇରଏଡ ଷ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ସାହାଯ୍ୟରେ ନିୟନ୍ତ୍ରିତ ହୁଏ ଯାହା ହାଇପୋଥାଲାମସରୁ ([[:en:hypothalamus|hypothalamus]]) ନିର୍ଗତ ଥାଇରୋଟ୍ରୋପିନ-ରିଲିଜିଙ୍ଗ ହରମୋନ (ଟିଆରଏଚ) ସାହାଯ୍ୟରେ ନିୟନ୍ତ୍ରିତ ହୁଏ ।<ref name=boron>{{cite book|last1=Boron|first1=WF.|last2=Boulpaep|first2=EL.|title=Medical Physiology|date=2012|publisher=Saunders|location=Philadelphia|page=1052|isbn=978-1-4377-1753-2|edition=2nd}}</ref>
ଥାଇରଏଡ ଗ୍ରନ୍ଥି ଅନେକ ପ୍ରକାର ଥାଇରଏଡ ରୋଗଦ୍ଵାରାରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି । ଏକ ପ୍ରକାର ଅଟୋଇମ୍ମ୍ୟୁନ ରୋଗ ଗ୍ରେଭସ ଡିଜିଜରେ ଏହି ଗ୍ରନ୍ଥିରୁ ଅତ୍ୟଧିକ ପରିମାଣର ଥାଇରଏଡ ହରମୋନ ନିର୍ଗତ ହେବା ଫଳରେ ହାଇପରଥାଇରଏଡିଜ୍ମ ରୋଗ ହୁଏ । ଅନ୍ୟ ପକ୍ଷରେ ସ୍ୱଳ୍ପ ପରିମାଣର ଥାଇରଏଡ ପରିମାଣ ଯୋଗୁ ହାଇପୋଥାଇରଏଡିଜ୍ମ ହୁଏ ଯାହା ପୃଥିବୀରେ ଆୟୋଡିନ ଅଭାବ ଯୋଗୁ ହୁଏ । ଏଣୁ ଆୟୋଡିନ ଅଭାବ ଜନିତ ହାଇପୋଥାଇରଡିଜ୍ମ ଏକ ମାନସିକ ପଙ୍ଗୁତ୍ଵପଙ୍ଗୁତ୍ୱ ([[:en:intellectual disability|intellectual disability]].{{sfn|Harrison's|2011|pp=2913,2918}}) ନିରୋଧକ ରୋଗ । ଆୟୋଡିନ ଅଭାବ ଥିବା ଇଲାକାରେ ହେଉଥିବା ହାସିମୋଟୋ ([[:en:Hashimoto's thyroiditis|Hashimoto's thyroiditis]]) ମଧ୍ୟ ଏକ ଅଟୋଇମ୍ମ୍ୟୁନ ରୋଗ । ଅଧିକନ୍ତୁ ଥାଇରଏଡ କର୍କଟ ରୋଗ ଓ ଅନେକ ପ୍ରକାରର ଥାଇରଏଡ ନୋଡ୍ୟୁଲ ([[:en:Thyroid nodule|nodules]]) ଥିଲେ ଏହି ରୋଗ ହୋଇପାରେ ।
== ଗଠନ ==
[[File:Illu08 thyroid.jpg|thumb|ଥାଇରଏଡ''' ବା '''ଥାଇରଏଡ ଗ୍ରନ୍ଥିର ଦୁଇଟି ଲୋବ ([[:en:lobe (anatomy)|lobes]]) ଟ୍ରାକିଆ ଓ କ୍ରିକଏଡ ଉପାସ୍ଥିମାନଙ୍କୁ ଘେରି ରହିଥାଅଏ ଥାଏ ଓ ଏହି ଲୋବଦ୍ୱୟ ପରଷ୍ପର ସ‌ହିତ ଇସଥମସ ସାହାଯ୍ୟରେ ସଂଯୁକ୍ତ ହୋଇ ବେକରେ ଥିବା ଆଡାମ ଆପଲ ([[:en:Adam's apple|Adam's apple]]) ତଳକୁ ଥାଏ ।]]
ଏକ ପ୍ରଜାପତି ଭଳି ଦେଖାଯାଉଥିବା ଥାଇରଏଡ ଗ୍ରନ୍ଥି ବେକ ସମ୍ମୁଖରେ ଥାଏ । ଏହାର ବାମ ଓ ଡାହାଣ ଦୁଇଟି ଲୋବ ଥାଏ ଯାହା ଏକ ଅଣଓସାରିଆ ଇସଥମସ ସାହାଯ୍ୟରେ ସଂଯୁକ୍ତ ହୋଇଥାଏ । ପ୍ରାପ୍ତ ବୟସ୍କ ଲୋକର ଥାଇରଏଡର ଓଜନ ୨୫ଗ୍ରା; ପ୍ରତ୍ୟେକ ଲୋବର ଲମ୍ବ ୫ ସେମି, ଓସାର ୩ ସେମି ଓ ମୋଟେଇ ୨ ସେମି ହୋଇଥାଏ । ମହିଳାଙ୍କର ଏହି ଗ୍ରନ୍ଥିର ଆକାର ବଡ଼ ଥାଏ ଓ ଗର୍ଭାବସ୍ଥାରେ ଏହାର ଆକାର ଅଧିକ ହୋଇଯାଏ ।
== ରକ୍ତ, ଲସିକା ଓ ସ୍ନାୟୁ ଯୋଗାଣ ==
ଥାଇରଏଡ ଗ୍ରନ୍ଥିକୁ ଏକ୍ସଟର୍ନାଲ କ୍ୟାରୋଟିଡ ଧମନୀର ଶାଖା ସୁପିରିଅର ଥାଇରଏଡ ଧମନୀ ଓ ଥାଇରୋସର୍ଭାଇକାଲ ଟ୍ରଙ୍କର ଶାଖା ଇନଫିରିଅର ଥାଇରଏଡ ଧମନୀ ଦ୍ଵୟଦ୍ୱୟ ରକ୍ତ ଯୋଗାନ୍ତି । ଏହି ଧାମନୀଦ୍ଵୟଧାମନୀଦ୍ୱୟ ଆଣ୍ଟିରିଅର ଓ ପୋଷ୍ଟିରିଅର ଶାଖାରେ ବିଭକ୍ତ ହୋଇ ରକ୍ତ ଯୋଗାଣ କରନ୍ତି ।
ଏହାର ଶିରାର ରକ୍ତ ସୁପିରିଅର ଥାଇରଏଡ ଓ ମଧ୍ୟ ଥାଇରଏଡ ଧମନୀ ମାଧ୍ୟମରେ ଇଣ୍ଟରନାଲ ଜୁଗୁଲାର ଧମନୀରେ ସଂଯୁକ୍ତ ହୁଏ ଓ ଇନଫିରିଆର ଥାଇରଏଡ ଧମନୀ ଯାଇ ବାମ ଓ ଡାହାଣ ବ୍ରାକୀୟଶେଫାଳିକ ଶିରାରେ ସଂଯୁକ୍ତ ହୁଅନ୍ତି ।
ଥାଇରଏଡରୁ ଲସିକା ଯାଇ ପ୍ରିଲାରିଞ୍ଜିଆଲ ଲସିକା ନୋଡ ଓ ପ୍ରିଟ୍ରାକିଆଲ ଓ ପାରାଟ୍ରାକିଆଲ ନୋଡରେ ସଂଯୁକ୍ତ ହୁଅନ୍ତି ।
"https://or.wikipedia.org/wiki/ଥାଇରଏଡ"ରୁ ଅଣାଯାଇଅଛି