"ମାଛି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟିକେ Regular Character Changes
୬ କ ଧାଡ଼ି:
ମାଛି ବହୁତ ଶୀଘ୍ରତା ପୂର୍ବକ କାର୍ଯ୍ୟ କରୁଥିବା ତଥା ସାବଧାନ ସ୍ୱଭାବର ଜୀବ ଅଟନ୍ତି । ସେମାନଙ୍କ ମଧ୍ୟରୁ (Bot fly) ନାମର ମାଛି ସବୁଠାରୁ ଅଧିକ ଗତିଶୀଳ ହୋଇଥାନ୍ତି ଯିଏ , ୫୦ ମିଲି ପ୍ରତି ଘଣ୍ଟାର ଗତିରେ ଉଡି ପାରନ୍ତି । ଏମାନଙ୍କ ଅଗ୍ର ପଙ୍ଖ ଜାଲ ଯୁକ୍ତ ହୋଇଥାଏ । ଏମାନଙ୍କର ପଛ ପଙ୍ଖ ରହିନଥାଏ ।
 
ଏମାନଙ୍କ ମୁଖଦ୍ୱାରର ସମୀପରେ ଆହୁରି ମଧ୍ୟ ଉପାଙ୍ଗ ମିଳିଥାଏ, ଯାହାକୁ ମୁଖାଙ୍ଗ (Mouth parts)କୁହାଯାଏ । ଏହା ମୁଖ୍ୟ ମୁଖ ଭାଗରେ ମିଶି ଏକ ଶୁଣ୍ଢ ତିଆରି କରିଥାଏ ଯାହାଦ୍ୱାରା ସେମାନେ ନିଜ ମାତ୍ର ଶୋଷି ଥାନ୍ତି । ଏହି ଶୁଣ୍ଢ ଦ୍ୱାରାଶୁଣ୍ଢଦ୍ୱାରା ଏମାନେ ଭେଦନ କାର୍ଯ୍ୟ ମଧ୍ୟ କରିଥାନ୍ତି । ଏମାନେ କେବଳ ତରଳ ପଦାର୍ଥ ଖାଇପାରନ୍ତି ।
 
ଅଣ୍ଡିରା ଏବଂ ମାଇ ରମାଇର ବାହ୍ୟକର ସାଧାରଣତଃ ଏକପ୍ରକାର ହୋଇଥାଏ, ପରନ୍ତୁ ଲିଙ୍ଗ ଦ୍ଵି-ରୂପତା ଅସାଧାରଣ ହୋଇନଥାଏ । କିଛି ମାଛି ମାନଙ୍କ ମଧ୍ୟରେ (ଯେପରି, ଅଣ୍ଡିରା ମାଛି) ଶ୍ରୁଙ୍ଗିକା (antenna)ରେ ଘନଯୁକ୍ତ ଚୁଟି ରହିଥାଏ ଏବଂ ଅଣ୍ଡିରା ମାନଙ୍କ ସଂଯୁକ୍ତ ନେତ୍ର ମାଇ ମାନଙ୍କ ଅପେକ୍ଷା ଅଧିକ ସମୀପ ହୋଇଥାଏ । ଏହି କୀଟ ମାନଙ୍କ ମଧ୍ୟରେ ପୂର୍ଣ୍ଣ ରୂପାନ୍ତରଣ ହୋଇଥାଏ । ଡିମ୍ବକ (larva)ରେ ବହୁ ଛୋଟ ମୁଣ୍ଡ ରହିଥାଏ ଏବଂ ଗୋଡ଼ର ଅଭାବ ରହିଥାଏ । ପ୍ୟୁପା (pupa) କଠୋର ଆବରଣ ଭିତରେ ରହିଥାଏ, ଯାହାକୁ ପ୍ୟୁପା କୋଷ (Puparium) କୁହାଯାଏ । କିଛି କୀଟ ମାନଙ୍କର ପ୍ୟୁପା ଅଲଗା ଅଲଗା ମଧ୍ୟ ହୋଇଥାଏ ।
 
==ସାମାନ୍ୟ ରଚନା ==
୩୪ କ ଧାଡ଼ି:
|}
 
ବର୍ଗିକରଣ ରବର୍ଗିକରଣର ମୁଖ୍ୟ ଆଧାର ଶ୍ରୁଙ୍ଗିକା ରଶ୍ରୁଙ୍ଗିକାର ରଚନା ଓ ପଙ୍ଖର ନାଡୀ ବିନ୍ୟାସ ଅଟେ । ଜେନେରା ଏବଂ ସ୍ପୀଶୀଜରେ ବିଭାଜନ ପାଇଁ ବେଳେବେଳେ ଅପ୍ରସିଦ୍ଧ ଓ ଅସ୍ପଷ୍ଟ ରଚନାକୁ ମଧ୍ୟ ଧ୍ୟାନ ରେଧ୍ୟାନରେ ରଖିବାକୁ ପଡିଥାଏ । ଏହି ଗଣ ତିନୋଟି ଉପଗଣ (suborders)ରେ ବିଭାଜିତ ହୋଇଛି, ଯଥା:
 
* ନେମାଟୋସେରା (Nematocera)
୪୨ କ ଧାଡ଼ି:
==ଭୌଗଳିକ ବିତରଣ==
 
ଏହି ଗଣର ମୁଖ୍ୟ [[ପ୍ରାଣୀ]] ସମଗ୍ର ବିଶ୍ୱରେ ମିଳିଥାନ୍ତି ଏବଂ ଏମାନଙ୍କ ମଧ୍ୟରୁ ବହୁ କମ ସମୁଦାୟ ଗୋଟିଏ ସ୍ଥାନରେ ସୀମିତ ରହିଥାନ୍ତି । ତା'ସହିତ ଏହା ସତ୍ୟପୂର୍ଣ୍ଣ ଯେ, "ଉଷ୍ମ ପ୍ରଦେଶୀୟ" କ୍ଷେତ୍ରରେ ଅଧିକ ସଂଖ୍ୟା ତଥା ମହତ୍ତ୍ୱପୂର୍ଣ୍ଣ ସମୁଦାୟ ରେସମୁଦାୟରେ ମିଳିଥାନ୍ତି ।
 
==ଆଧାର==
"https://or.wikipedia.org/wiki/ମାଛି"ରୁ ଅଣାଯାଇଅଛି