Content deleted Content added
|
|
| authority = (Hoffm.) (Schübl.) & (G. Martens)
}}
'''ଗାଜର''' ଏକ ପରିବା ଅଟେ, ଏହା ଲାଲ, କଳା, ନାରଙ୍ଗୀ, ଧଳା ଏବଂ ହଳଦିଆ ପରି ବିଭିନ୍ନ ରଙ୍ଗରେ ମିଳିଥାଏ ।<ref>{{cite journal|last1=Sifferlin|first1=Alexandra|title=Eat This Now: Rainbow Carrots|url=http://healthland.time.com/2013/08/20/eat-this-now-rainbow-carrots/|journal=Time|accessdate=27 January 2018}}</ref> ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଂଗଠନ (ଏଫ ଏ ଓ)ର ରିପୋର୍ଟ ଅନୁସାରେ କ୍ୟାଲେଣ୍ଡର ବର୍ଷ ୨୦୧୩ ମସିହା ପାଇଁ ଗାଜର ଏବଂ ଉଦ୍ଭିଦ ମୂଳ (ଏହି ଗଛ ଗୁଡିକୁ ଏଫ ଏ ଓ ଦ୍ୱାରାଓଦ୍ୱାରା ସଂଯୁକ୍ତ କରାଗଲା)ର ବିଶ୍ୱ ଉତ୍ପାଦନ ୩୭.୨ ମିଲିୟନ ଟନ ଥିଲା; ପାଖାପାଖି ଅଧା (~ 45%) ଚୀନ ରେଚୀନରେ ବିକଶିତ କରାଯାଇଥିଲା । ଗଜର ବ୍ୟାପକ ରୂପରେ ବହୁ ବ୍ୟଞ୍ଜନରେ ବ୍ୟବହାର କରାଯାଏ । ବିଶେଷ ରୂପେ ସାଲଡ଼ ରସାଲଡ଼ର ପ୍ରସ୍ତୁତିରେ ଏବଂ ବହୁ ସାଂସ୍କୃତିକ ବ୍ୟଞ୍ଜନରେ ଗାଜର ଯୁକ୍ତ ସଲଡ଼ ଏକ ପରମ୍ପରା ଅଟେ ।
==ଇତିହାସ==
[[File:Carrots of many colors.jpg|thumb|left|ବିଭିନ୍ନ ରଙ୍ଗର ଗାଜର]]
ଲିଖିତ ଇତିହାସ ଏବଂ ଆଣବିକ ଅନୁବଂଶୀକ ଅଧ୍ୟୟନ ଦ୍ୱାରାଅଧ୍ୟୟନଦ୍ୱାରା ଜଣାଯାଏ କି, ଘରୋଇ ଗାଜରର ମଧ୍ୟ ଏସିଆରେ ଏକମାତ୍ର ହିଁ ମୂଳ ରହିଛି । ୮ବିଂ ଶତାବ୍ଦୀରେ "ମୁର୍ସ" ଦ୍ୱାରା ଏହି ଗଛକୁ ସ୍ପେନରେ ପରିଚୟ କରା ଯାଇଥିଲା । ୧୦ବିଂ ଶତାବ୍ଦୀରେ ପଶ୍ଚିମ ଏସିଆ, [[ଭାରତ]] ଏବଂ ୟୁରୋପରେ ଗଛର ମୂଳ ବାଇଗେଣି ଥିଲା ।<ref name=Purple>{{cite news|url=http://news.bbc.co.uk/2/hi/science/nature/1991768.stm|title=Carrots return to purple roots|work=[[BBC]]|date=May 16, 2002|accessdate=December 5, 2013}}</ref> ଆଧୁନିକ ଗାଜରର ଉତ୍ପତ୍ତି ଏହି ସମୟରେ ଆଫଗାନିସ୍ତାନ ରେଆଫଗାନିସ୍ତାନରେ ହୋଇଥିଲା।<ref name="Simon p. 328">{{harvp|Simon|Freeman|Vieira|Boiteux|2008|p=328}}</ref> ୧୧ବିଂ ଶତାବ୍ଦୀରେ ୟହୁଦୀ ବିଦ୍ୱାନ "ଶୀମୋନ ସେଠ" , ଲାଲ ଏବଂ ହଳଦିଆ ରଙ୍ଗର ଗାଜର ବିଷୟରେ ବର୍ଣ୍ଣନା କରିଥିଲେ ।
== ସ୍ୱାସ୍ଥ୍ୟ ବର୍ଦ୍ଧକ ==
ଗୋଟେ ଗ୍ଲାସ ଗାଜର ରସ ମଣିଷ ଶରୀର ପାଇଁ ଏକ ପୂର୍ଣ୍ଣ ଭୋଜନ ଅଟେ । ଏହାର ସେବନ ଦ୍ୱାରାସେବନଦ୍ୱାରା ରକ୍ତରେ ବୃଦ୍ଧି ଆସିଥାଏ ।<ref>[http://hindi.samaylive.com/page.php?m=page&a=print&news_id=2267 ଗାଜର ରକ୍ତ ବଢ଼ାଇ ଥାଏ]ସମୟ ଲାଇଭ ରେ</ref> ମଧୁମେହ ଆଦି ରୋଗକୁ ଛାଡି ଗାଜର ପ୍ରାୟତଃ ସବୁ ରୋଗରେ ସେବନ କରାଯାଇ ପାରେ । ଗାଜର ରସରେ ଭିଟାମିନ "ଏ", "ବି", "ସି", "ଇ", "ଜୀ", ଏବଂ "କେ" ମିଳିଥାଏ । ଗାଜର ଜୁସ ପିଇବା କିମ୍ବା କଞ୍ଚା ଗାଜର ଖାଇବାଖାଇବାଦ୍ୱାରା ଦ୍ୱାରା ମଳକଣ୍ଟକ ରମଳକଣ୍ଟକର ଅସୁବିଧାରୁ ମୁକ୍ତି ମିଳିଥାଏ । ଏହା ଜଣ୍ଡିସ ରୋଗର ପ୍ରାକୃତିକ ଔଷଧ ଅଟେ । ଏହାର ସେବନ ଲ୍ୟୁକେମିୟା (ବ୍ଲଡ଼ କ୍ୟାନ୍ସର) ଏବଂ ପେଟର କ୍ୟାନ୍ସର ପାଇଁ ଲାଭ ଦାୟକ ଅଟେ । ଏହାର ସେବନ ଦ୍ୱାରାସେବନଦ୍ୱାରା କୋଷ ଏବଂ ଧମନୀ କୁଧମନୀକୁ ସଂଜୀବନି ମିଳିଥାଏ । ଗାଜରରେ ବିଟା-କେରୋଟିନ ନାମକ ଔଷଧୀୟ ତତ୍ତ୍ୱ ରହିଥାଏ , ଯାହା କ୍ୟାନ୍ସର ଉପରେ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ । {{cn}} ଏହାର ସେବନ ଦ୍ୱାରାସେବନଦ୍ୱାରା ଇମ୍ୟୁନିଟି ସିଷ୍ଟମ ଦୃଢ଼ ହୋଇଥାଏ ଏହା ସହିତ ଆଖିର ପାୱାର ବଢିଥାଏ । ଗାଜର ସେବନ ଦ୍ୱାରାସେବନଦ୍ୱାରା ଶରୀରକୁ ଉର୍ଜା ମିଳିଥାଏ ।<ref>http://hindi.webdunia.com/agriculture-news/%E0%A4%97%E0%A5%81%E0%A4%A3%E0%A5%8B%E0%A4%82-%E0%A4%95%E0%A5%80-%E0%A4%96%E0%A4%BE%E0%A4%A8-%E0%A4%97%E0%A4%BE%E0%A4%9C%E0%A4%B0-107071500010_1.htm</ref><ref>http://navbharattimes.indiatimes.com/other/home-and-relations/fitness/-/articleshow/5356070.cms</ref>
==ଆଧାର==
|