"ସୁଦଶା ବ୍ରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Hoyuk (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Soumendrakଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୮ କ ଧାଡ଼ି:
|official_name =
|nickname =
|observedby = ବିବାହିତ [[ଓଡ଼ିଆ]] [[ହିନ୍ଦୁ ଧର୍ମ|ହିନ୍ଦୁ]] ମହିଳା,men
|date = [[ପକ୍ଷ|ଶୁକ୍ଳ]] [[ଦଶମୀ]] ଓ [[ଗୁରୁବାର]]
|frequency = ଅନିୟମିତ
୨୫ କ ଧାଡ଼ି:
ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ । <ref>{{cite web |url= http://www.orissa.oriyaonline.com/sudasha_brata.html |title=Festivals of Orissa - Sudasha Brata &#124; orissa.oriyaonline.com |first= |last=|work=orissa.oriyaonline.com |quote=A sacred thread (consisting of ten layers of thread) is prepared in the prescribed manner and tied by women on their arms until the arrival next occasion of Sudasha Brata (when the thread is replaced again). |accessdate=6 December 2012}}</ref>
 
ଏହି ପର୍ବ ଓଡ଼ିଶାର ବିଶେଷତ୍ୱ, ଏହାକୁ କେବଳ ଓଡ଼ିଆ ମହିଳା (ହିନ୍ଦୁ) ମାନେ ପାଳନ କରିଥାନ୍ତି ।<ref>{{cite web|title=Sudasha Brata - A Fast observed by Odia Women, men for the well-being and prosperity of their family|url=http://www.candidopinions.in/2017/08/sudasha-brata-fast-observed-by-odia-women-for-well-being-of-family.html|accessdate=2 June 2018}}</ref> ଭାରତର ଅନ୍ୟ ରାଜ୍ୟରେ ବା ଭାରତ ବାହାରେ ଏହା ଦେଖା ଯାଏ ନାହିଁ ।
Sudasha brata is done suklapakha 10th guruvar . It can be done by our hindu married women, or married /non married men in vow of the prosperity of their family. In this religious festival you need every thing as 10 like 10 manda pitha , 10 duba grass,10 ended lamp/diya,a sacred thread containing 10 layers and 10 knots.These 10 knots are given chanting 10 names of laxmi .They are laxminarayan I,kamalini ,Sri Haripriya,padmalaya,kamala,chanchala,bighnaseni,sindura dullani,durgati,Vishnu patarani.
 
== ବ୍ରତ କାହାଣୀ ==
ଜନୈକା ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି । ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଛନ୍ତି । ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି । ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ୱର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଛନ୍ତି । ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି ।