"ମହୁମାଛି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
 
୨୯ କ ଧାଡ଼ି:
ସନ ୧୯୮୦-୨୦୧୩ ମଧ୍ୟରେ ପ୍ରାୟ ୩୫୩ ବଣୁଆ ମହୁମାଛି ଓ ହୋଭର ଫ୍ଲାଇ ପ୍ରଜାତିର ଅନୁଶୀଳନରେ ଜଣାଯାଏ ଯେ ୧୯୮୦ ମସିହାରେ ଥିବା ମହୁମାଛି ସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ କମିଯାଇଛନ୍ତି ।<ref>{{cite news |url=https://www.theguardian.com/environment/2019/mar/26/widespread-losses-of-pollinating-insects-revealed-across-britain |title=Widespread losses of pollinating insects revealed across Britain |newspaper=[[The Guardian]] |date=26 March 2019}}</ref>
 
== ଜୀବନ ଚକ୍ର ==
 
ମହୁମାଛିର ଜୀବନ ଚକ୍ରରେ ଅଣ୍ଡା, ଲାର୍ଭା ([[:en:larva|larva]]) ବିକାଶ, ପିଉପା ([[:en:pupa|pupa]]) ଓ ଅବଶେଷରେ ମେଟାମର୍ଫୋସିସ ହୋଇ ପୂର୍ଣ୍ଣାଙ୍ଗ ମହୁମାଛି ସୃଷ୍ଟି ହୁଏ । ଅଣ୍ଡିରା ମହୁମାଛି ପ୍ରଥମେ ବାହାରି ମାଈ ମହୁମାଛିକୁ ପ୍ରଜନନ ନିମନ୍ତେ ଖୋଜେ । ଯୌନ‌କ୍ରିୟା ପରେ ମାଈ ମହୁମାଛି ଶୁକ୍ରାଣୁ ଷ୍ଟୋର କରେ ଓ ଉକ୍ତ ସମୟରେ ଯୋନୀର ଆବଶ୍ୟକତା ନିରୁପଣ କରେ । ଫର୍ଟିଲାଇଜ୍ଡ ଅଣ୍ଡାରୁ ମାଈ ଓ ଅଣଫର୍ଟିଲାଇଜ୍ଡ ଅଣ୍ଡାରୁ ଅଣ୍ଡିରା ମହୁମାଛି ବାହାରେ । ଉଷ୍ମକଟିବନ୍ଧ ଇଲାକାରେ ମହୁମାଛି ଏକ ବର୍ଷରେ ଅନେକ ଥର ଜୀବନ ଚକ୍ରରେ ନୂଆ ମହୁମାଛି ସୃଷ୍ଟି କରନ୍ତି । <ref name=Roubik1992>{{cite book |author=Roubik, David W. |title=Ecology and Natural History of Tropical Bees |url=https://books.google.com/books?id=ljlaYMeI6noC |year=1992 |publisher=Cambridge University Press |isbn=978-0-521-42909-2 |page=15 |url-status=live |archiveurl=https://web.archive.org/web/20160617144437/https://books.google.com/books?id=ljlaYMeI6noC |archivedate=17 June 2016 |df=dmy-all }}</ref><ref>{{cite web|title=The bumblebee lifecycle|url=http://bumblebeeconservation.org/about-bees/lifecycle/|publisher=Bumblebee Conservation Trust|accessdate=1 July 2015|url-status=live|archiveurl=https://web.archive.org/web/20150629043439/http://bumblebeeconservation.org/about-bees/lifecycle/|archivedate=29 June 2015|df=dmy-all}}</ref><ref>{{cite web |title=Learning About Honey Bees |url=http://www.scmidstatebeekeepers.org/honeybeelifecycle.htm |publisher=The South Carolina Mid-State Beekeepers Association |accessdate=1 July 2015 |url-status=live |archiveurl=https://web.archive.org/web/20150701180422/http://www.scmidstatebeekeepers.org/honeybeelifecycle.htm |archivedate=1 July 2015 |df=dmy-all }}</ref><ref>{{cite web |title=Solitary Bees |url=http://www.nationalbeeunit.com/downloadDocument.cfm?id=901 |publisher=National Bee Unit |accessdate=1 July 2015 |url-status=live |archiveurl=https://web.archive.org/web/20150701202809/http://www.nationalbeeunit.com/downloadDocument.cfm?id=901 |archivedate=1 July 2015 |df=dmy-all }}</ref>
 
== ଆଧାର ==
"https://or.wikipedia.org/wiki/ମହୁମାଛି"ରୁ ଅଣାଯାଇଅଛି