"ମହୁମାଛି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୪ କ ଧାଡ଼ି:
ଫୁଲମହୁ ଓ ପ୍ରୋଟିନ ତ‌ଥା ଅନ୍ୟାନ୍ୟ ପୋଷକ ପାଇବା ନିମନ୍ତେ ପରାଗ ରେଣୁ ଖାଆନ୍ତି । ଅଧିକାଂଶ ପରାଗ ରେଣୁ ଲାର୍ଭା ନିମନ୍ତେ ବ୍ୟବ‌ହୃତ ହୁଏ । ପରିବେଶ ଓ ବ୍ୟବସାୟ ଦୃଷ୍ଟିରୁ ପରାଗ ସଙ୍ଗମ ଅତି ଆବଶ୍ୟକ । ବଣୁଆ ମହୁମାଛି ସଂଖ୍ୟା କମିଯିବା ହେତୁ ବ୍ୟବସାୟୀକ ମହୁଫେଣାର ପରାଗ ସଙ୍ଗମ ମୂଲ୍ୟ ଅଧିକ ହେଉଛି ।
 
ମହୁମାଛିର ଆକାରରେ ପ୍ରଜାତି ଅନୁସାରେ କମ୍ ବେଶୀ ହୁଏ । ନାହୁଡ଼ ନଥିବା ମହୁମାଛି ଶ୍ରେଣୀରେ ଶ୍ରମିକ ମହୁମାଛିର ଲମ୍ବ ୨ ମି:ମି:ରୁ (୦.୦୮ ଇଞ୍ଚ) କମ୍ । ସବୁଠାରୁ ବଡ଼ ମହୁମାଛି ମେଗାଚାଇଲ ପ୍ଲୁଟୋ ([[:en:Megachilidae|leafcutter bee]]) ଶ୍ରେଣୀର ମାଈ ମହୁମାଛି ଲମ୍ବ ପ୍ରାୟ ୩୯ ମି:ମି: (୧.୫୪ ଇଞ୍ଚ) । ଉତ୍ତର ଗୋଲାର୍ଦ୍ଧର ସାଧାରଣ ମହୁମାଛିର ନାମ ହାଲିକ୍ଟିଡି ([[:en:Halictidae|Halictidae]]) ବା ମିଠା ମହୁମାଛି । ଏଗୁଡ଼ିକ ଭୁଲକ୍ରମେ ବିରୁଡ଼ି ବା ମାଛି ବୋଲି ଭାବନ୍ତି । ବି-ଖାଦକ ([[:en:bee-eater|bee-eater]]) ମେରୁଦଣ୍ଡି ପକ୍ଷୀ, ବିଉଲ୍ଫ ([[:en:beewolf|beewolves]]) ଓ ଡ୍ରାଗନ‌ଫ୍ଲାଇ ([[:en:dragonfly|dragonflies]]) ପୋକ ଏହି ମହୁମାଛିଙ୍କୁ ଖାଆନ୍ତି ।
 
ହଜାର ହଜାର ବର୍ଷ ଧରି ଅତି କମ୍‌ରେ ପୁରାତନ ମିଶର ଓ ଗ୍ରୀସ ସମୟରୁ ମହୁମାଛି ପାଳିବା ([[:en:beekeeping|beekeeping]]) ବା ଏପିକଲଚର ଚାଲିଆସିଛି । ମହୁ ଓ ପରାଗ ସଙ୍ଗମ ବ୍ୟତୀତ ମହୁମାଛିମାନେ ମହମ, ରୟଲ ଜେଲି ([[:en:royal jelly|royal jelly]]) ଓ ପ୍ରୋପୋଲିସ ([[:en:propolis|propolis]]) ତିଆର କରନ୍ତି । ପୁରାକାଳରୁ ଆଧୁନିକ କାଳ ପର୍ଯ୍ୟନ୍ତ ପୁରାଣ ଓ ଲୋକ କଥାର କଳା ଓ ସାହିତ୍ୟରେ ମହୁମାଛିମାନଙ୍କ କଥା ଉଲ୍ଲେଖ ଥାଏ ବିଶେଷତଃ ଉତ୍ତର ଗୋଲାର୍ଦ୍ଧରେ ।
{{^|
The analysis of 353 wild bee and hoverfly species across Britain from 1980 to 2013 found the insects have been lost from a quarter of the places they inhabited in 1980.<ref>{{cite news |url=https://www.theguardian.com/environment/2019/mar/26/widespread-losses-of-pollinating-insects-revealed-across-britain |title=Widespread losses of pollinating insects revealed across Britain |newspaper=[[The Guardian]] |date=26 March 2019}}</ref>
}}
== ଆଧାର ==
{{ଆଧାର}}
"https://or.wikipedia.org/wiki/ମହୁମାଛି"ରୁ ଅଣାଯାଇଅଛି