"ମହୁମାଛି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୯ କ ଧାଡ଼ି:
| synonyms='''Apiformes''' (from Latin ''[[wikt:apis#Etymology|'apis']]'')
}}
'''ମହୁମାଛି''' ([[ଇଂରାଜୀ]] ଭାଷାରେ Bee/ Anthophila) ଏକ ପ୍ରକାର ଉଡ଼ନ୍ତି ପୋକ ([[:en:insect|insect]]) ଯାହାର ବିରୁଡ଼ି ([[:en:wasp|wasp]]) ଓ ପିମ୍ପୁଡ଼ିମାନଙ୍କ ସାଥିରେ ସାମଞ୍ଜସ୍ୟ ଅଛି ଯେଉଁମାନେ ପରାଗ ସଙ୍ଗମ ([[:en:pollination|pollination]]), ମହୁ ଓ ମହୁମାଛି ମହମ ([[:en:beeswax|beeswax]]) ତିଆରରେ ଭାଗ ନିଅନ୍ତି । ଏମାନେ ସୁପରଫ୍ୟାମିଲି ଆପଏଡିଆ ([[:en:Apoidea|Apoidea]]) ଲାଇନର ଜୀବ ଓ କ୍ଲେଡ ([[:en:clade|clade]]) ଦଳରେ ଆଛି ଓ ଆନ୍ଥୋଫିଲା ([[:en:Anthophila|Anthophila]]) ନାମ ଦିଆଯାଇଛି । ଦୁନିଆରେ ୭ଟି ପରିବାରରେ ପ୍ରାୟ ୧୬,୦୦୦ ଜଣାଶୁଣା ମହୁମାଛି ସ୍ପେସି ଥିବାର ଜଣାଯାଏ । <ref name="Danforthetal2006">{{cite journal |author1=Danforth, B. N. |author2=Sipes, S. |author3=Fang, J. |author4=Brady, S. G. |title=The history of early bee diversification based on five genes plus morphology |journal=PNAS |volume=103 |issue=41 |pages=15118–15123 |date=October 2006 |pmid=17015826 |pmc=1586180 |doi=10.1073/pnas.0604033103}}</ref><ref name=Michener2000>{{cite book |title=The Bees of the World |date=2000 |publisher=Johns Hopkins University Press |isbn=0-8018--6133-0 |pages=19–25 |last1=Michener |first1=Charles D.}}</ref> ଏଥି ଯୋଗୁ ଫୁଲ ଫୁଟୁଥିବା ଗଛର ଆଡାପ୍ଟିଭ ରାଡିଏସନ ([[:en:adaptive radiation|adaptive radiation]]) ହୁଏ ଓ ସେହି ଅନୁସାରେ ମହୁମାଛିଙ୍କର ପରିବର୍ତ୍ତନ ହୁଏ ।<ref name=Buchmann2012>{{cite book |author1=Buchmann, Stephen L. |author2=Nabhan, Gary Paul |title=The Forgotten Pollinators |url=https://books.google.com/books?id=YWTZs5fSqb8C&pg=PA41 |year=2012 |publisher=Island Press |isbn=978-1-59726-908-7 |pages=41–42 |url-status=live |archiveurl=https://web.archive.org/web/20160527145146/https://books.google.com/books?id=YWTZs5fSqb8C&pg=PA41 |archivedate=27 May 2016 |df=dmy-all }}</ref> ଆଣ୍ଟାର୍କଟିକା ବ୍ୟତୀତ ଅନ୍ୟ ସବୁ ମହାଦେଶରେ ଏମାନଙ୍କୁ ଦେଖିବାକୁ ମିଳେ ଯେଉଁଠି ଫୁଲମାନଙ୍କର ପରାଗ ସଙ୍ଗମ ହୁଏ ।
 
ତିନି ପ୍ରକାର ମହୁମାଛି ଯଥା:- ହନି ବି, ବମ୍ବଲ୍‌ବି ଓ ସ୍ଟିଙ୍ଗଲେସ ବି ମହୁମାଛି କଲୋନି କରି ସାମାଜିକ ଭାବରେ ରହନ୍ତି । ଏମାନେ ଶକ୍ତି ପାଇବା ନିମନ୍ତେ
ଫୁଲମହୁ ଓ ପ୍ରୋଟିନ ତ‌ଥା ଅନ୍ୟାନ୍ୟ ପୋଷକ ପାଇବା ନିମନ୍ତେ ପରାଗ ରେଣୁ ଖାଆନ୍ତି । ଅଧିକାଂଶ ପରାଗ ରେଣୁ ଲାର୍ଭା ନିମନ୍ତେ ବ୍ୟବ‌ହୃତ ହୁଏ । ପରିବେଶ ଓ ବ୍ୟବସାୟ ଦୃଷ୍ଟିରୁ ପରାଗ ସଙ୍ଗମ ଅତି ଆବଶ୍ୟକ । ବଣୁଆ ମହୁମାଛି ସଂଖ୍ୟା କମିଯିବା ହେତୁ ବ୍ୟବସାୟୀକ ମହୁଫେଣାର ପରାଗ ସଙ୍ଗମ ମୂଲ୍ୟ ଅଧିକ ହେଉଛି ।
 
== ଆଧାର ==
"https://or.wikipedia.org/wiki/ମହୁମାଛି"ରୁ ଅଣାଯାଇଅଛି