"ଓଁକାରେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ମ୍ୱ +ମ୍ବ)
→‎କିମ୍ବଦନ୍ତୀ: ଫିକ୍ସଡ଼ ବନାନ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୩୬ କ ଧାଡ଼ି:
'''ଓଁକାରେଶ୍ୱର''', ଦ୍ୱାଦଶ [[ଜ୍ୟୋତିର୍ଲିଙ୍ଗ]] ମଧ୍ୟରେ ଅନ୍ୟତମ । [[ମଧ୍ୟ ପ୍ରଦେଶ]]ର [[ନର୍ମଦା ନଦୀ]] ମଧ୍ୟସ୍ଥଳରେ ଓଁ ଆକାରର ମାନ୍ଧାତା ନାମକଏକ ଦ୍ୱୀପରେ ବିରାଜମାନ।
==କିମ୍ବଦନ୍ତୀ==
ଏହି ଦ୍ୱୀପଟିର ଆକାର ଦେଖିବାକୁ ହିନ୍ଦୁଧର୍ମର ଓଁ ପ୍ରତୀକ ପରି । ଖାସ ସେଇଥିପାଇଁ ଏହା ମଧ୍ୟରେ ଥିବା ସହରଟିର ନାମ ଓଁକାରେଶ୍ୱର ରଖାଯାଇଥିଲା । ତା'ଛଡା ଏଠାରେ ଯେଉଁ ମୂଖ୍ୟ ଶୈବ ମନ୍ଦିର ରହିଛି , ତାହାର ନାମ ମଧ୍ୟ ଓଁକାରେଶ୍ୱର ରଖାଯାଇଛି । ତେବେ ଏଠାରେ ଅମକାରେଶ୍ୱରଅମଲେଶ୍ବର ନାମରେ ଆଉ ଏକ ଶୈବପୀଠ ମଧ୍ୟ ରହିଛି ।
 
==ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ==
==ଶ୍ରୀ ଗୋବିନ୍ଦ ଭାଗବତପାଦ ଗୁମ୍ଫା==