"ମାଟ୍ରିକ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୮୩ କ ଧାଡ଼ି:
==ଇତିହାସ==
ମ୍ୟାଟ୍ରିକ୍ସ ର ବହୁ ଲମ୍ବା ଇତିହାସ ରହିଛି କିନ୍ତୁ ରେଖା ଗଣନା ହେତୁ ଏହାର ବ୍ୟବହାର 1800 ବର୍ଷ ପରେ ହିଁ ଆରମ୍ଭ ହୋଇପାରିଲା । ଚୀନ ପାଠ୍ୟ "ଗଣିତ କଳାର ୯ଟି ଅଧ୍ୟାୟ" ଦ୍ଵିତୀୟ ଶତାବ୍ଦୀରେ ଲେଖା ଯାଇଥିବା ଏହାର ପ୍ରଥମ ଉଦାହରଣ ଥିଲା , ଯେଉଁଥିରେ ଏହାକୁ ଏକ ପ୍ରକାର ବ୍ୟୁହ ସରଞ୍ଚନା ରୂପେ ସମାଧାନ କରାଯାଇଥିଲା । ଏହାପରେ 1545 ବର୍ଷରେ ଇଟାଲୀ ଗଣିତଜ୍ଞ "ଗେରୋଲାମୋ କାର୍ଡନୋ" ଏହି ବିଧିକୁ ଚୀନ ରୁ ନେଇ ୟୁରୋପରେ "ଅର୍ସ ମେଗ୍ନ" ନାମରେ ପ୍ରକାଶିତ କରିଥିଲେ ।<ref name=":1">Discrete Mathematics 4th Ed. Dossey, Otto, Spense, Vanden Eynden, Published by Addison Wesley, October 10, 2001 ISBN 978-0321079121 | p.564-565</ref> ଜାପାନ ର ଗଣିତଜ୍ଞ "ସେକୀ" ମଧ୍ୟ ଏହି ବିଧିରେ 1683 ବର୍ଷରେ ବହୁ ଗଣିତ ସମିକରଣ ର ସମାଧାନ କରିଥିଲେ ।<ref>{{cite book |last1= |first1= |authorlink1= |last2= |authorlink2=Wang Ling (historian) |title=Science and Civilisation in China |url=http://books.google.com/books?id=jfQ9E0u4pLAC&pg=PA117 |volume=III |year=1959 |publisher=କେମ୍ବ୍ରିଜ ବିବି |location=କେମ୍ବ୍ରିଜ |isbn=9780521058018 |page=117}}</ref> ଏହାପରେ ଡ଼ଚ ର ଗଣିତଜ୍ଞ "ଜେନ ଡ଼େ ବିଟ୍ଟ" ଏହାର ଏକ ପରିବର୍ତ୍ତିତ ରୂପ 1659 ବର୍ଷରେ ଏକ ପୁସ୍ତକ ରେ ପ୍ରକାଶିତ କରିଥିଲେ ।<ref name=":0">Discrete Mathematics 4th Ed. Dossey, Otto, Spense, Vanden Eynden, Published by Addison Wesley, October 10, 2001 ISBN 978-0321079121 | p.564</ref>
 
==ଗ୍ରାଫ ସିଦ୍ଧାନ୍ତ==
[[File:Labelled undirected graph.svg|150px|thumb|right|An undirected graph with adjacency matrix <math>\begin{bmatrix}
1 & 1 & 0 \\
1 & 0 & 1 \\
0 & 1 & 0
\end{bmatrix}.</math>]]
 
ସମୀପବର୍ତ୍ତୀ ମ୍ୟାଟ୍ରିକ୍ସ , ପରିମିତ ଗ୍ରାଫ ଓ ଗ୍ରାଫ ସିଦ୍ଧାନ୍ତର ଏକ ମୂଳ ଧାରଣା ଅଟେ। <ref>{{Harvard citations |last1=Godsil |last2=Royle |year=2004 |nb=yes |loc=Ch. 8.1}}</ref> ଏହା ରେକର୍ଡ କରିଥାଏ କି, ଗ୍ରାଫର କେଉଁ କୋଣ ଗୋଟିଏ ପ୍ରାନ୍ତ ରେ ଯୋଡ଼ି ହୋଇଛି । କେବଳ ଦୁଇ ଅଲଗା ଅଲଗା ମୂଲ୍ୟ ଯୁକ୍ତ ମ୍ୟାଟ୍ରିକ୍ସ (ଉଦାହରଣ : କ୍ରମଶଃ "yes" ଓ "no" ର ଅର୍ଥ) ଯୁକ୍ତିଯୁକ୍ତ ମ୍ୟାଟ୍ରିକ୍ସ କୁହାଯାଏ । ଦୂରତ୍ୱ ମ୍ୟାଟ୍ରିକ୍ସ ପ୍ରାନ୍ତର ଦୂରତା ବିଷୟରେ ଜ୍ଞାତ ଧାରଣା ସାମିଲ ରହିଥାଏ । <ref>{{Harvard citations |last1=Punnen |year=2002 |nb=yes}}</ref> ଏହି ଅବଧାରଣା ୱେବସାଇଟ ଦ୍ୱାରା ସମ୍ବନ୍ଧିତ ହାଇପରଲିଙ୍କ କିମ୍ବା ସହର ଦ୍ୱାରା ସଡ଼କ ରେ ଯୋଡ଼ି ହୋଇପାରେ । ଏହି ସ୍ଥିତିରେ (ଯେ ପର୍ଯ୍ୟନ୍ତ କନେକ୍ସନ ନେଟୱାର୍କ ଅତ୍ୟନ୍ତ ଘନିଷ୍ଠ ନ ହୋଇଯାଏ) ମ୍ୟାଟ୍ରିକ୍ସ ର ପ୍ରବୃତ୍ତି "ବିରଳ ମ୍ୟାଟ୍ରିକ୍ସ " ହୋଇଥାଏ । ସେଥିପାଇଁ ବିଶେଷ ରୂପେ ଅନୁରୂପିତ ମ୍ୟାଟ୍ରିକ୍ସ ଏଲ୍ଗୋରିଦୀମ ର ଉପଯୋଗ ନେଟୱାର୍କ ସିଦ୍ଧାନ୍ତରେ କରାଯାଇପାରେ ।
 
==ଆଧାର==