"ପିତ୍ତକୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୮ କ ଧାଡ଼ି:
'''ପିତ୍ତକୋଷ''' ଏକ ପୋଲା ଅଙ୍ଗ ଯେଉଁଥିରେ ପିତ୍ତ ଜମାହୋଇ ରହି ଗାଢ଼ ହେବା ପରେ ଯୁଦ୍ରାନ୍ତ୍ରକୁ ଯାଏ । ମାନବ ଦେହରେ ଏହି ନାସପାତି ଆକାରର ଅଙ୍ଗଟି ଯକୃତ ତଳେ ଥାଏ । [[ଯକୃତ]]ଦ୍ୱାରା ପ୍ରସ୍ତୁତ ହୋଇଥିବା ପିତ୍ତ ଏହା କମନ ହେପାଟିକ ଡକ୍ଟ ମାଧ୍ୟମରେ ଗ୍ରହଣ କରି ଜମା କରି ରଖିବା ପରେ କମନ ବାଇଲ ଡକ୍ଟ ଭିତର ଦେଇ ଡୁଓଡେନମକୁ ଛାଡ଼େ ଯେଉଁଠାରେ ଚର୍ବି ([[:en:fat|fat]]) ହଜମ କରିବାରେ ଏହ ସାହାଯ୍ୟ କରେ ।
 
ରକ୍ତରେ ଥିବା [[ହେମୋଗ୍ଲୋବିନ]] ନଷ୍ଟ ହୋଇଗଲେ [[କୋଲେଷ୍ଟ୍ରଲ୍‌]] ([[:en:cholesterol|cholesterol]]) ବା ବିଲିରୁବିନ ତିଆରି ହୁଏ ଯାହା ମିଳେଇ ନପାରିଲେ ପଥର ହୋଇଯାଏ ଯାହାକୁ [[ପିତ୍ତାସ୍ମରୀ]] କୁହାଯାଏ । ପିତ୍ତାସ୍ମରୀ ରୋଗ ହେଲେ ଉଦରର ଡାହାଣ-ଉପର ପାଖରେ ଉଲ୍ଲେଖନୀୟ ଯନ୍ତ୍ରଣା ହୁଏ ଓ ଅଧିକାଂଶ ସମୟରେ ଏହାକୁ [[କୋଲିସିସ୍ଟେକ୍ଟୋମି]] ([[:en:cholecystectomy|cholecystectomy]]) ଅପରେଶନ କରି ବାହାର କରିଦିଆଯାଏ । ଏହାଏକାଧିକ ବ୍ୟତୀତପିତ୍ତାସ୍ମରୀ ବିଭିନ୍ନଏକାଠି କାରଣରୁଚିପି ହୋଇ ଜାମ ହୋଇଗଲେ, ସଂକ୍ରମଣ ଓ ଅଟୋଇମ୍ମ୍ୟୁନ ରୋଗ ହେଲେ [[ପିତ୍ତକୋଷ ପ୍ରଦାହ]] ବା [[କୋଲିସିସ୍ଟାଇଟିସ]] (Cholecystitis) ହୁଏ ଯାହା ମଧ୍ୟରୁ ଏକ କାରଣରେ ଏକାଧିକ ପିତ୍ତାସ୍ମରୀ ଏକାଠି ଚିପି ହୋଇ ଜାମ ହୋଇଯିବା ଯୋଗୁ ହୁଏ  
 
== ଗଠନ ==
ପିତ୍ତକୋଷ ଏକ ପାଉଁସିଆ-ନୀଳ ଫମ୍ପା ଅଙ୍ଗ ଯାହା ଯକୃତର ଏକ ଛୋଟ ଗାତରେ ରହିଥାଏ ।{{sfn|Gray's Anatomy|2008|p=1187-81}} ପୁର୍ଣ୍ଣ ବୟସ୍କ ଲୋକର ପିତ୍ତକୋଷ ଲମ୍ବ ୭-୧୦ ସେମି ଓ ଫୁଲିଗଲେ ପ୍ରସ୍ଥ ୪ ସେମି ହୁଏ ।<ref name="meilstrup">{{cite book |author=Jon W. Meilstrup |title=Imaging Atlas of the Normal Gallbladder and Its Variants |publisher=CRC Press |location=Boca Raton |year=1994 |page=4 |isbn=978-0-8493-4788-7 |oclc= |doi= |accessdate=}}</ref> ଏଥିରେ ୫୦ ମି:ଲି: ପଦାର୍ଥା ଧରେ ।{{sfn|Gray's Anatomy|2008|p=1187-81}}
 
== ଆଧାର ==
"https://or.wikipedia.org/wiki/ପିତ୍ତକୋଷ"ରୁ ଅଣାଯାଇଅଛି