"କଳିଙ୍ଗ ଲିଟରାରି ଫେଷ୍ଟିଭାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{Refimprove}}
{{ଛୋଟ|Kalinga Literary Festival}}
{{Infobox recurring event
Line ୧୨ ⟶ ୧୧:
}}
 
'''କଳିଙ୍ଗ ଲିଟରାରି ଫେଷ୍ଟିଭାଲ''' ଏକ ସାହିତ୍ୟିକ ମହୋତ୍ସବ ଯାହା ୩ ଦିନ ଧରି ପ୍ରତି ବର୍ଷ ଜୁନ ମାସରେ ଓଡ଼ିଶାର [[ଭୁବନେଶ୍ୱର]]<nowiki/>ଠାରେ ଅନୁଷ୍ଠିତ ହୋଇଥାଏ । ଏହି ମଞ୍ଚରେ [[ଇଂରାଜୀ ଭାଷା|ଇଂରାଜୀ]], ଭାରତୀୟ ଇଂରାଜୀ ଓ ଭାରତୀୟ ସାହିତ୍ୟ ମାନଙ୍କ ବାବଦରେ ଆଲୋଚନା ହୋଇଥାଏ । କଳିଙ୍ଗ ଲିଟରାରି ଫେସ୍ଟିଭାଲର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ପରିଡ଼ା ଏହାର ସଂସ୍ଥାପକ ।<ref>Parichay Foundation Awards KLF Founder Rashmi Ranjan Parida, http://odishalive.tv/news/parichay-foundation-honors-men-achievers-this-fathers-day/</ref> ଏହି କେଏଲଏଫ ସଂସ୍ଥା ଓଡ଼ିଶା ଡାଏରୀ ସମ୍ବାଦ ପୋର୍ଟାଲ ଓ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ସହିତ ଅନୁବନ୍ଧିତ । କମଳାକାନ୍ତ ଦାଶ, ପ୍ରାଚୀ ନାୟକ, Sitansu Mohapatra, କମଳାକାନ୍ତ ଦାଶ <ref>http://orissadiary.com/CurrentNews.asp?id=48185</ref> ଓ ଶୀତାଂଶୁ ମହାପାତ୍ର<ref>http://www.orissapost.com/why-does-the-city-need-a-lit-fest/</ref> ଏହାର ଅନ୍ୟ ସଂସ୍ଥାପକ ସଭ୍ୟ ।
 
== ଲକ୍ଷ୍ୟ ==
Line ୪୨ ⟶ ୪୧:
* କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୪: ଦେବୀ ପ୍ରସନ୍ନ ପଟ୍ଟନାୟକ<ref>First Kalinga Sahitya Samman Conferred on Dr Debi Prasanna Patnaik, http://odishasuntimes.com/2014/02/25/first-kalinga-sahitya-samman-conferred-dr-debi-prasanna-patnaik/</ref>
* କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୫: ବନଜା ଦେବୀ ଓ ଦୂରଗା ପ୍ରସାଦ ପଣ୍ଡା
* କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୬: ଯଶୋଧାରା ମିଶ୍ର, ତପନ ମହାପାତ୍ର ଓ ରମାକାନ୍ତ ଦାସ
 
== ଜାତୀୟ ବିତର୍କରେ କେଏଲଏଫ ==