"ପିତ୍ତକୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପିତ୍ତକୋଷ ବିଷୟ ଲେଖଗଲା
 
ଅଧିକ ତ‌ଥ୍ୟ ଦିଆଗଲା
୧୬ କ ଧାଡ଼ି:
| Lymph =
}}
'''ପିତ୍ତକୋଷ''' ଏକ ପୋଲା ଅଙ୍ଗ ଯେଉଁଥିରେ ପିତ୍ତ ଜମାହୋଇ ରହି ଗାଢ଼ ହେବା ପରେ ଯୁଦ୍ରାନ୍ତ୍ରକୁ ଯାଏ । ମାନବ ଦେହରେ ଏହି ନାସପାତି ଆକାରର ଅଙ୍ଗଟି ଯକୃତ ତଳେ ଥାଏ । [[ଯକୃତ]]ଦ୍ୱାରା ପ୍ରସ୍ତୁତ ହୋଇଥିବା ପିତ୍ତ ଏହା କମନ ହେପାଟିକ ଡକ୍ଟ ମାଧ୍ୟମରେ ଗ୍ରହଣ କରି ଜମା କରି ରଖିବା ପରେ କମନ ବାଇଲ ଡକ୍ଟ ଭିତର ଦେଇ ଡୁଓଡେନମକୁ ଛାଡ଼େ ।
 
== ଆଧାର ==
{{ଆଧାର}}
"https://or.wikipedia.org/wiki/ପିତ୍ତକୋଷ"ରୁ ଅଣାଯାଇଅଛି