"ଥାଇରଏଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
{{ଛୋଟ|Thyroid}} ଲେଖାଗଲା
୧ କ ଧାଡ଼ି:
{{ଛୋଟ|Thyroid}}
{{Infobox anatomy | Name =ଥାଇରଏଡ‌ <br>Thyroid | pronunciation = {{IPAc-en|ˈ|θ|aɪ|r|ɔɪ|d}} | Latin = Glandula thyreoidea | Image = Anterior thyroid.jpg | Caption = The human thyroid as viewed from the front, with arteries visible | Image2 = Thyroid dummy.jpg | Caption2 = The thyroid is located in the neck, below the [[Adam's apple]]. |ImageSize2 = 150px | Width = 150px | Precursor = [[Thyroid diverticulum]] (an extension of endoderm into 2nd [[pharyngeal arch]]) | System = [[Endocrine system]] | Artery = [[Superior thyroid artery|Superior]], [[Inferior thyroid artery|Inferior thyroid arteries]] | Vein = [[Superior thyroid vein|Superior]], [[Middle thyroid vein|middle]], [[Inferior thyroid vein]]s | Nerve = | Lymph = }}
'''ଥାଇରଏଡ''' ବା '''ଥାଇରଏଡ ଗ୍ରନ୍ଥି''' ଏକ ଅନ୍ତସ୍ରାବୀ ଗ୍ରନ୍ଥି ଯାହାର ଦୁଇଟି ଲୋବ ([[:en:lobe (anatomy)|lobes]]) ଥାଏ ଓ ଏହି ଲୋବଦ୍ୱୟ ପରଷ୍ପର ସ‌ହିତ ଇସଥମସ ସାହାଯ୍ୟରେ ସଂଯୁକ୍ତ ହୋଇ ବେକରେ ଥିବା ଆଡାମ ଆପଲ ([[:en:Adam's apple|Adam's apple]]) ତଳକୁ ଥାଏ । ଥାଇରଏଡ ଗ୍ରନ୍ଥିରୁ ଥାଇରକ୍ସିନ/ଟି<sub>୪</sub> ଓ ଟ୍ରାଇଆୟୋଡୋଥାଇରୋନିନ/ଟି<sub>୩</sub> ([[:en:thyroxine|thyroxine]]/T<sub>4</sub> and [[:en:triiodothyronine|triiodothyronine]]/T<sub>3</sub>) ନାମକ ଦୁଇଟି ଥାଇରଏଡ ହରମୋନ ଓ କ୍ୟାଲସିଟୋନିନ ନାମକ ଏକ ତୃତୀୟ ହରମୋନ ବାହାରେ । ଥାଇରଏଡ ହରମୋନ ମୂଖ୍ୟତଃ ଦେହର ବିଏମଆର ଓ ପ୍ରୋଟିନ ବାୟୋସିନଥେସିସ ନିୟନ୍ତ୍ରଣ କରିବା ସ‌ହିତ ଶରୀରବିକାଶକୁ ନିୟନ୍ତ୍ରଣ ମଧ୍ୟ କରନ୍ତି । ଦେହର କ୍ୟାଲସିଅମ ନିୟନ୍ତ୍ରଣ କରିବାରେ କ୍ୟାଲସିଟୋନିନର ଏକ ମୂଖ୍ୟ ଭୂମିକା ଥାଏ ।
"https://or.wikipedia.org/wiki/ଥାଇରଏଡ"ରୁ ଅଣାଯାଇଅଛି