"ଛାୟାପଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit
୯ କ ଧାଡ଼ି:
 
== ଛାୟାପଥ ର ପ୍ରକାର==
ଅଧିକାଂଶ ଛାୟାପଥ ର କେନ୍ଦ୍ର ତାରା ମାନଙ୍କ ଦ୍ୱାରା ଘେରି ହୋଇଥିବା ଗୋଲାକାର ଭାଗ ଅଟେ ଯାହାକୁ ନାଭିକ କୁହାଯାଏ ଏବଂ ଏହି ନାଭିକ ନିଜ ଚାରିପଟେ ଏକ ତଳିୟ ଗୋଲାକାର ଡିସ୍କ ଦ୍ୱାରା ଯୋଡ଼ିହୋଇ ରହିଥାଏ । ଖଗୋଲ ବିଜ୍ଞାନୀ ମାନେ ଛାୟାପଥ କୁ ନିଜ ଆକାରର ଆଧାରରେ ମୁଖ୍ୟରୂପେ ତିନୋଟି ଭାଗରେ ବିଭାଜିତ କରିଥାନ୍ତି ଯଥା: ସର୍ପିଲ ଛାୟାପଥ, ଦୀର୍ଘବୃତ୍ତୀୟ ଛାୟାପଥ ତଥା ଅନିୟମିତତା ଛାୟାପଥ । ସମସ୍ତ ଆକାଶ ଗଙ୍ଗା ବ୍ରହ୍ମାଣ୍ଡ ଭିତରେ ଉପସ୍ଥିତ ରହିଛନ୍ତି । ଅବଲୋକନିୟ ବ୍ରହ୍ମାଣ୍ଡରେ 2 ଟ୍ରେଲିୟନ (10<sup>12</sup>) ଆକାଶ ଗଙ୍ଗା ରହିଛନ୍ତି <ref name="NYT-20161017">{{cite news |last=Fountain |first=Henry |title=Two Trillion Galaxies, at the Very Least |url=https://www.nytimes.com/2016/10/18/science/two-trillion-galaxies-at-the-very-least.html |date=17 October 2016 |work=[[The New York Times]] |accessdate=17 October 2016 }}</ref> ଏବଂ ଅନୁମାନିତ (1 × 10<sup>24</sup>) ତାରା ରହିଛନ୍ତି ।<ref name="ESA-2019">{{cite web |author=Staff |title=How Many Stars Are There In The Universe? |url=https://www.esa.int/Our_Activities/Space_Science/Herschel/How_many_stars_are_there_in_the_Universe |date=2019 |work=[[European Space Agency]] |accessdate=21 September 2019 }}</ref><ref>{{Cite journal|title=The Structure of the Universe|doi=10.1007/978-1-4614-8730-2_10}}</ref> "ସର୍ପିଲ ଛାୟାପଥ" ଡିସ୍କ ଆକାରର ହୋଇଥାଏ, ଯାହାର ମଝିଭାଗ ଦୃଶ୍ୟମାନ ହୋଇଥାଏ । ଏହାର ମଝିଭାଗରୁ ଚମକ ଯୁକ୍ତ ସର୍ପିଲ ବାହାରି ରହିଥାଏ । ଏହି ଛାୟାପଥ ରେ ସ୍ଥିତ ତାରାମାନେ ଅପେକ୍ଷାକୃତ କମ ଆୟୁଷ ବିଶିଷ୍ଟ ହୋଇଥାନ୍ତି । ଆମର "ଆକାଶ ଗଙ୍ଗା" (ମିଲ୍କି ୱେ) ଏହାର ଅନ୍ତର୍ଗତ ରେ ଆସିଥାନ୍ତି । "ଦୀର୍ଘ ବୃତ୍ତୀୟ ଛାୟାପଥ" ଚକ୍ରାକାର କିମ୍ବା ଗୋଲାକାର ହୋଇଥାନ୍ତି । ଏହି ଛାୟାପଥ ମାନଙ୍କ କେନ୍ଦ୍ର ସର୍ବାଧିକ ଚମକ ଯୁକ୍ତ ହୋଇଥାଏ ଓ ପରିଧି ଆଡକୁ ଚମକ କମ ହୋଇଥାଏ ।ଏହି ଛାୟାପଥ ରେ ସ୍ଥିତ ତାରା ମାନ ଅପେକ୍ଷାକୃତ ଅଧିକ ଆୟୁଷ ବିଶିଷ୍ଟ ହୋଇଥାନ୍ତି । "ଅନିୟମିତ ଛାୟାପଥ"ର କୌଣସି ନିଶ୍ଚିତ ଆକାର ରହି ନଥାଏ । ଏମାନଙ୍କ ଆକାରରେ ପରିବର୍ତ୍ତନ ହୋଇଥାଏ । କମ ଗୁରୁତ୍ତ୍ୱ ଶକ୍ତି କାରଣରୁ ଏମାନଙ୍କ ମଧ୍ୟରେ ଏହିପରି ହୋଇଥାଏ ।
 
 
==ଆଧାର==
 
[[ଶ୍ରେଣୀ:ପୃଥିବୀ]]
"https://or.wikipedia.org/wiki/ଛାୟାପଥ"ରୁ ଅଣାଯାଇଅଛି