"ଭିସ୍ତାରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୪ କ ଧାଡ଼ି:
}}
 
'''ଭିସ୍ତାରା''' - ଟାଟା ଏସ.ଆଇ.ଏ. ପ୍ରାଇଭେଟ ଲିମିଟେଡ଼ ର ଭାରତୀୟ ଘରୋଇ ଏୟାରଲାଇନ ଅଟେ ଯାହାର ମୁଖ୍ୟ କାର୍ଯ୍ୟାଳୟ ଗୁଡ଼ଗାଓଁ, ହରିୟାଣା ରେ ତଥା ମୁଖ୍ୟ ଆଧାର କେନ୍ଦ୍ର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, [[ଦିଲ୍ଲୀ]] ରେ ରହିଛି । ଟାଟା ସନ ଏବଂ ସିଙ୍ଗାପୁର ଏୟାରଲାଇନ ଦିଲ୍ଲୀ ଏବଂ ମୁମ୍ବାଇ ର ମଧ୍ୟରେ ନିଜର ପ୍ରଥମ ଉଡାଣ ସହିତ 1 ଜାନୁଆରୀ 2015 ମସିହାରେ ନିଜର ସେବା ଆରମ୍ଭ କରିଥିଲା। ଜୁନ 2016 ମାସ ଶେଷ ଆଡ଼କୁ ପାଖାପାଖି 20 ଲକ୍ଷ ଲୋକ ଏହା ଦ୍ୱାରା ଉଡାଣ ସେବା ପ୍ରାପ୍ତ କରିଥିଲେ ଏବଂ ଏପ୍ରିଲ 2016 ପର୍ଯ୍ୟନ୍ତ ଭାରତୀୟ ଘରୋଇ ବୀମାନ ମାର୍କେଟ ରେ ଏହାର ଅଂଶୀଦାର 2.3 ପ୍ରତିଶତ ପର୍ଯ୍ୟନ୍ତ ହୋଇଯାଇଥିଲା । ବର୍ତ୍ତମାନ ଏହି ଏୟାରଲାଇନ ନିଜ ଏୟାର ବସ A320 ବୀମାନ ସହିତ ପାଖାପାଖି 18 ଗନ୍ତବ୍ୟ ପାଇଁ ଉଡାଣ ଭରିଛି । ବିସ୍ତାରାଭିସ୍ତାରା [[ଭାରତ]]ରେ ଘରୋଇ ଉଡାଣ ସେବା ପାଇଁ ପ୍ରିମୀୟମ ଇକୋନୋମୀ ସିଟ ପ୍ରଦାନ କରୁଥିବା ପ୍ରଥମ ଏୟାରଲାଇନ ଅଟେ । <ref>{{cite web|url=https://www.cleartrip.com/flight-booking/vistara-airlines.html |title=Vistara Airlines |publisher=cleartrip.com |accessdate=13 January 2017}}</ref>
 
ଟାଟା ସନ ଏବଂ ସିଙ୍ଗାପୁର ଏୟାରଲାଇନ ମଧ୍ୟରେ ସଂଯୁକ୍ତ ଉଦ୍ୟମ ଯୁକ୍ତ ଏକ ଭାରତୀୟ ଏୟାରଲାଇନ ର ପରିଚାଲନ ପାଇଁ 1990 ଦଶକରେ ହିଁ ପ୍ରୟାସ ଆରମ୍ଭ ହୋଇଥିଲା ପରନ୍ତୁ ବୀମାନ ଯାତାୟାତ ନିୟମକର ମଞ୍ଜୁରୀ ମିଳି ନ ପାରିବାରୁ ଏହି ଉପକ୍ରମ ପାଖାପାଖି ଦୁଇ ଦଶକ ପରେ 2013 ମସିହାରେ ଆରମ୍ଭ ହୋଇ ପାରିଲା । <ref>{{cite web|url=http://www.ch-aviation.com/portal/airline/VDL#al_profile_tab_info||title=Airline Information: Air Vistara (Ch-aviation)|publisher=Ch-aviation|access-date=28 August 2015}}</ref> 2012 ମସିହାରେ ଉଡାଣ କ୍ଷେତ୍ରରେ 41 ପ୍ରତିଶତ ବିଦେଶୀ ଭାଗିଦାରୀର ଅନୁମତି ପ୍ରଦାନ କରିବା ପାଇଁ [[ଭାରତ]] ସରକାରଙ୍କ ନିର୍ଣ୍ଣୟ ପରେ ଦୁଇଟିଯାକ କମ୍ପାନୀ ଭାରତରେ ସଂଯୁକ୍ତ ଉଦ୍ୟମର ଗଠନକୁ ଅନ୍ତିମ ସ୍ୱରୂପ ପ୍ରଦାନ କରିଥିଲେ । ଏହାର ପରିଣାମ ସ୍ୱରୂପ ଟାଟା ଏସ.ଆଇ.ଏ ଏୟାରଲାଇନ ଲିମିଟେଡ଼ ସ୍ୱାମୀତ୍ୱ ରେ ଏକ ପ୍ରିମୀୟମ ସମ୍ପୂର୍ଣ୍ଣ ସର୍ଭିସ ଏୟାରଲାଇନ ଲଞ୍ଚ କରିବାର ନିର୍ଣ୍ଣୟ ନିଆଗଲା ଯାହା ଭାରତର ବଜେଟ ଏୟାରଲାଇନର ବୀମାନ କ୍ଷେତ୍ରରେ ଉଚ୍ଚ ବର୍ଗ ପାଇଁ ନିର୍ଦ୍ଧିଷ୍ଟ ସେବା ପ୍ରଦାନ କରିପାରନ୍ତୁ।
୩୦ କ ଧାଡ଼ି:
ଅକ୍ଟୋବର 2013 ମସିହାରେ [[ଭାରତ]]ର ଫରେନ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ , ଏସ.ଆଇ.ଏ କୁ ଏହି ଏୟାରଲାଇନରେ 49 ପ୍ରତିଶତ ଭାଗିଦାରୀ ହେବାର ଅନୁମତି ଦେଇଥିଲେ । ଏହାପରେ ଦୁଇ ମୂଳ କମ୍ପାନୀ ଏହି ଉପକ୍ରମରେ 100 ମିଲିୟନ ଡ଼ଲାରର ଆରମ୍ଭିକ ନିବେଶ କରିବାର ନିର୍ଣ୍ଣୟ କରିଥିଲା ଏବଂ ଟାଟା ସନ ତଥା ସିଙ୍ଗାପୁର ଏୟାରଲାଇନ କ୍ରମଶଃ 51% ଏବଂ 49% ର ଅଂଶୀଦାର ପ୍ରାପ୍ତ କରିଥିଲା । ଏହି ଟାଟା ସନର ଭାରତୀୟ ବୀମାନ ଜଗତରେ ଦ୍ଵିତୀୟ ପାଳିର ଆରମ୍ଭ ଥିଲା ଏବଂ ଏହାର ଏୟାର ଏସିଆ ଇଣ୍ଡିଆରେ ମଧ୍ୟ ଭାଗିଦାର ଥିଲା । କମ୍ପାନୀ ର ବୀମାନ କ୍ଷେତ୍ରରେ ପ୍ରଥମ ପାଳି1930 ମସିହାରେ ଟାଟା ଏୟାରଲାଇନର ସ୍ଥାପନା ସହିତ ହୋଇଥିଲା ଯାହା ରାଷ୍ଟ୍ରୀୟକରଣ ପରେ ଏୟାର ଇଣ୍ଡିଆର ନାମ ସହିତ ଜଣାଯାଏ ।<ref>{{cite news|url=http://www.straitstimes.com/breaking-news/singapore/story/sia-partners-tata-group-set-new-airline-india-20130919|title=SIA partners Tata group to set up new airline in India|newspaper=The Straits Times|date=19 September 2014|access-date=4 March 2015}}</ref>
 
କମ୍ପାନୀ 11 ଅଗଷ୍ଟ 2014 ମସିହାରେ ବିସ୍ତାରାଭିସ୍ତାରା ବ୍ରାଣ୍ଡ କୁ ଲଞ୍ଚ କରିଥିଲା । ଏହି ନାମ ସଂସ୍କୃତର "ବିସ୍ତ୍ରୁତ" ଶବ୍ଦ ରୁ ପ୍ରେରିତ ହୋଇଛି ଯାହାର ଅର୍ଥ ହେଉଛି "ଅସୀମିତ କ୍ଷେତ୍ର" ଅଟେ । ବିସ୍ତାରାଭିସ୍ତାରା 15 ଡିସେମ୍ବର 2014 ଡ଼ାଇରେକ୍ଟରେଟ ଜେନେରାଲ ଅଫ ସିଭିଲ ଏବିୟେସନ ରୁ ଏୟାର ଅପରେଟର ସାର୍ଟିଫିକେଟ ପ୍ରାପ୍ତ କରିଥିଲା ଏବଂ 9 ଜାନୁଆରୀ 2015 ରୁ ନିଜ ସେବା ଆରମ୍ଭ କରିଥିଲା । ଏହି ଏୟାରଲାଇନ ମୁମ୍ବାଇ ର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଟର୍ମିନାଲ 2ରୁ ସେବା ପ୍ରଦାନ କରୁଥିବା ପ୍ରଥମ ଭାରତୀୟ ଏୟାରଲାଇନ ଥିଲା । 24 ଅଗଷ୍ଟ 2015 ମସିହାରୁ ବିସ୍ତାରାଭିସ୍ତାରା ଏବିୟେସନ ସିକ୍ୟୁରୀଟି ଟ୍ରେନିଂ ଇନଷ୍ଟିଚ୍ୟୁଟ ର ସ୍ଥାପନ କରିଥିଲା ଯେଉଁଠାରେ ସେ ନିଜର କାକପିଟ ଓ କ୍ୟାବିନ କ୍ର୍ୟୁ ସିକ୍ୟୁରୀଟି ଷ୍ଟାଫ ଏବଂ ବୀମାନ ଜଗତରେ ଯୋଡି ହୋଇଥିବା ଅନ୍ୟ ସେବା ଗୁଡିକର ପ୍ରଶିକ୍ଷଣ ପ୍ରଦାନ କରିଥାଏ । ଏହାକୁ ବ୍ୟୁରୋ ଅଫ ସିଭିଲ ଏବିୟେଶନ ସିକ୍ୟୁରୀଟି ଦ୍ୱାରା ସମସ୍ତ ପ୍ରକାର ଆବଶ୍ୟକୀୟ ମାନ୍ୟତା ମିଳିପାରିଛି । ନିଜ ସେବାର ପ୍ରଥମ ମାସରୁ ହିଁ ବିସ୍ତାରାଭିସ୍ତାରା 90% ର ଅନ ଟାଇମ ପ୍ରଦର୍ଶନ ହାସିଲ କରିଥିଲା ଯାହା ସମସ୍ତ ଭାରତୀୟ ବୀମାନ ସେବା ଗୁଡିକ ଠାରୁ ଅଧିକ ଅଟେ ।
 
==କମ୍ପାନୀ ସମ୍ବନ୍ଧୀୟ==
୧୫ ଏପ୍ରିଲ ରେ ବିସ୍ତାରାଭିସ୍ତାରା ମିଷ୍ଟର ଫି ଟେକ ଏଓକୁ ଚୀଫ ଏକ୍ଜୁକେଟିଭ ଅଫିସର ଏବଂ ମିଷ୍ଟର ଗୀୟାଁ ମିଗ ଟୋଙ୍କୁ ଚୀଫ କମର୍ଷୀୟାଲ ଅଫିସର ଋପେ ନିଯୁକ୍ତ କରିଥିଲେ ।<ref>{{cite news|url=http://www.hindustantimes.com/business-news/ready-to-fly-vistara-poaches-key-men-from-indigo-jetlite/article1-1261191.aspx|title=Vistara poaches key men from IndiGo, JetLite|newspaper=Hindustan Times|date=8 September 2014|access-date=6 September 2015}}</ref> ମାର୍ଚ୍ଚ ୨୦୧୫ ମସିହାରେ ବିସ୍ତାରାଭିସ୍ତାରା ନିଜର ନୂତନ ମୁଖ୍ୟ କାର୍ଯ୍ୟାଳୟ ଦି ୱାନ ହରାଇଜନ ସେଣ୍ଟର ଟାୱାର ସେକ୍ଟର ୪୩, ଗୁଡଗାଓଁ କୁ ସ୍ଥାନାନ୍ତରିତ କରିଦେଲା ।
 
==ବୀମାନ ଦଳ==
ଅକ୍ଟୋବର ୨୦୧୬ ମସିହାରେ ବିସ୍ତାରାରଭିସ୍ତାରାର ବେଡାରେ ୧୩ଟି ଏୟାର ବସ A୩୨୦-୨୦୦ ବୀମାନ ସାମିଲ ଥିଲା ।<ref>{{cite web|url=https://www.airvistara.com/trip/fleet-seat-map|title=Vistara Fleet Information|publisher=TATA SIA Airlines Limited|access-date=16 April 2016}}</ref> ଏହି ବୀମାନ ଜୁନ ୨୦୧୮ ପର୍ଯ୍ୟନ୍ତ ଏହାର ବେଡାରେ ସାମିଲ କରାଯିବ ।
 
ସେପ୍ଟେମ୍ବର ୨୦୧୯ ମସିହାରେ, ବିସ୍ତାରାରଭିସ୍ତାରାର ବେଡାରେ ନିମ୍ନଲିଖିତ ବୀମାନ ରହିଛି :<ref>{{cite journal |title=Global Airline Guide 2019 (Part One) |journal=Airliner World |issue=October 2019 |page=16}}</ref><ref>{{cite news|last1=Dron|first1=Alan|title=India’s Vistara prepares for international services|url=http://atwonline.com/airports-routes/india-s-vistara-prepares-international-services|publisher=[[Air Transport World]]|date=6 April 2018|archiveurl=https://web.archive.org/web/20180418080754/http://atwonline.com/airports-routes/india-s-vistara-prepares-international-services|archivedate=18 April 2018}}</ref><ref name="Airbus_Orders">{{cite web|url= https://www.airbus.com/content/dam/corporate-topics/publications/o&d/ODs-Airbus-Commercial-Aircraft-April-2019.xlsx|title= Airbus orders and deliveries|publisher= Airbus|date= April 2019|archive-date= 8 May 2019|archive-url= https://web.archive.org/web/20190508001644/https://www.airbus.com/content/dam/corporate-topics/publications/o%26d/ODs-Airbus-Commercial-Aircraft-April-2019.xlsx|access-date= 12 August 2019|url-status= live}}</ref>
 
<center>
{| class="wikitable" style="text-align:center;"
|+ ବିସ୍ତାରାଭିସ୍ତାରା ବେଡା
|-
|- style="background:#662046;"
"https://or.wikipedia.org/wiki/ଭିସ୍ତାରା"ରୁ ଅଣାଯାଇଅଛି