"ହାଇଡ୍ରୋକ୍ଲୋରିକ ଅମ୍ଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୩ କ ଧାଡ଼ି:
| ImageName3 = Sample of hydrochloric acid in a bottle
| ImageSize3 = 150px
}}
 
'''ହାଇଡ୍ରୋକ୍ଲୋରିକ ଅମ୍ଳ‌''' ଏକ ରାସାୟନିକ ଯୌଗୀକ ଅଟେ । ଏହା ହାଇଡ୍ରୋଜେନ କ୍ଲୋରାଇଡ (HCl) ଗ୍ୟାସର ଏକ ଘୋଳ ଅଟେ ଯାହା ସହଜରେ ପାଣିରେ ମିଶିଯାଏ । ଅତୀତରେ (muriatic acid) ମ୍ୟୁରିଏଟିକ ଅମ୍ଳ କୁହାଯାଉଥିଲା । ଏହା ବ୍ୟାପକ ଋପେ ଉଦ୍ୟୋଗରେ ବ୍ୟବହାର କରାଯାଏ ଏବଂ ଏହା ଭୋଜନର ପାଚକ କ୍ରୀୟାରେ ସାହାଯ୍ୟ କରିବା ପାଇଁ ପେଟ ଦ୍ୱାରା ମଧ୍ୟ ତିଆରି ହୋଇଥାଏ । ହାଇଡ୍ରୋକ୍ଲୋରିକ ଅମ୍ଳ‌, ସମସ୍ତ ଏସିଡ ପରି ଲବଣ (କ୍ଲୋରାଇଡ)ର ଉତ୍ପାଦନ ପାଇଁ ଆଧାର ସହିତ ପ୍ରତିକ୍ରୀୟା କରିଥାଏ ।
 
==ନିର୍ମାଣ==
ହାଇଡ୍ରୋଜେନ ଓ କ୍ଲୋରିନର ସଳଖ ସଂଯୋଜନରେ ଏହା ତିଆରି ହୋଇପାରେ । କେତେକ ସ୍ଥାନରେ ବ୍ୟାପାରର ହାଇଡ୍ରୋକ୍ଲୋରିକ ଅମ୍ଳ ଏହି ବିଧିରେ ତିଆରି ହୋଇଥାଏ । ଏହି କ୍ରୀୟା ସାମାନ୍ୟ ଉତ୍ତାପରେ ହୋଇ ନଥାଏ । ସୂର୍ଯ୍ୟ ପ୍ରକାଶରେ ଅଥବା ୨୫୦ ଡିଗ୍ରୀରେ ଗରମ କରିବା ଦ୍ୱାରା ଏହି ସଂଯୋଜନ ବିଷ୍ଫୋଟ ସହିତ ହୋଇଥାଏ । ସାଧାରଣତଃ ଲୁଣରେ ଅନ୍ଧକାମ୍ଳର କ୍ରୀୟା ଦ୍ୱାରା ଏହାର ନିର୍ମାଣ ହୋଇଥାଏ । ସାମାନ୍ୟ ଉତ୍ତାପ ଦ୍ୱାରା ହାଇଡ୍ରୋଜେନ କ୍ଲୋରାଇଡ ଓ ସୋଡିୟମ ବାଇସଲଫେଟ ତିଆରି ହୋଇଥାଏ ଓ ଉଚ୍ଚ ଉତ୍ତାପରେ ହାଇଡ୍ରୋଜେନ କ୍ଲୋରାଇଡ ଏବଂ ସୋଡିୟମ ସଲଫେଟ ତିଆରି ହୋଇଥାଏ ।
 
NaCl + H<sub>2</sub>SO<sub>4</sub> = Na H S O<sub>4</sub> (ସୋଡିୟମ ବାଇସଲଫେଟ) + 2HCl
 
2 NaCl + H<sub>2</sub>SO<sub>4</sub> = Na<sub>2</sub>SO<sub>4</sub> (ସୋଡିୟମ ସଲଫେଟ) + 2HCl
 
"ଲ ବ୍ଲୋକ" ବିଧିରେ ଧାବନ ସୋଡାର ନିର୍ମାଣରେ ଏହି ଉଚ୍ଚ ଉତ୍ତାପ ଯୁକ୍ତ ବିଧି ପ୍ରଯୁକ୍ତ ହୋଇଥାଏ ଏବଂ ଏଠାରେ ହାଇଡ୍ରୋଜେନ କ୍ଲୋରାଇଡ ସହ-ଉତ୍ପାଦ ଋପେ ପ୍ରାପ୍ତ ହୋଇଥାଏ ।
 
ହାଇଡ୍ରୋଜେନ କ୍ଲୋରାଇଡର ନିର୍ମାଣରେ ପାର୍ସୀଲେନ କିମ୍ବା କାଚର ପାତ୍ରରେ ସୁବିଧା ଜନକ ହୋଇଥାଏ କାରଣ ସାମାନ୍ୟ ଧାତୁ ଗୁଡିକ ଏହି ଅମ୍ଳ ଦ୍ୱାରା ଆକ୍ରାନ୍ତ ହୋଇଯାଏ । ପରନ୍ତୁ ଏବେ ଏପରି କିଛି ଧାତୁ ଓ ମିଶ୍ର ଧାତୁ ପ୍ରାପ୍ତ ହୋଇଛି, ଯାହାର ପାତ୍ରର ବ୍ୟବହାର ହୋଇପାରେ କାରଣ ଏହି ଅମ୍ଳର ଅତ୍ୟଧିକ ପ୍ରତିରୋଧ କରିଥାଏ ।
 
ଶୁଦ୍ଧ ହାଇଡ୍ରୋକ୍ଲୋରିକ ଅମ୍ଳ ବର୍ଣ୍ଣହୀନ ହୋଇଥାଏ କିନ୍ତୁ ବ୍ୟାପାର ଅମ୍ଳ ଲୁହା ଏବଂ ଅନ୍ୟ ଉପଦ୍ରବ୍ୟ କାରଣରୁ ହଳଦିଆ ରଙ୍ଗର ହୋଇଥାଏ । ନିଲୟନशुद्ध हाइड्रोक्लोरिक अम्ल वर्णहीन होता है पर व्यापार का अम्ल लोहे और अन्य अपद्रव्यों के कारण पीले रंग का होता है। विलयन में २८% से ३६% अम्ल रहता है। व्यापार का अम्ल प्रधानतया तीन श्रेणियों का होता है, १८ बौमेका (HCl, 27.92 प्रतिशत, विशिष्ट गुरुत्व १.१४१७), २० बौमेका (HCl, 33.145 प्रतिशत, विशिष्ट गुरुत्व १.१६००) और २२ बौमेका (HCl, 35.21, प्रतिशत, विशिष्ट गुरुत्व १.१७८९)।
 
 
==ଆଧାର==