"ମାଛି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧୧ କ ଧାଡ଼ି:
 
==ସାମାନ୍ୟ ରଚନା ==
 
[[file:Calliphora spec.jpg|right|thumb|200px|ନୀଳ ମାଛି]]
ସମାନ୍ୟତଃ ଏହି ଗଣର କୀଟ ମାନଙ୍କ ମୁଣ୍ଡ ଗୋଲାକାର ହୋଇଥାଏ, ଯାହାଉପରେ ଦୁଇ ସଂଯୁକ୍ତ ନେତ୍ର ରହିଥାଏ ଏବଂ ମୁଣ୍ଡର ଅଧିକାଂଶ ଭାଗ ବେଢ଼ି ରହିଥାଏ । ଏହାର ଅତିରିକ୍ତ ମୁଣ୍ଡର ଉପର ଭାଗରେ ତିନୋଟି ସରଳ ନେତ୍ର ମଧ୍ୟ ରହିଥାଏ । ଏହି ସଂଯୁକ୍ତ ନେତ୍ରରେ ସହସ୍ର ଦୃଷ୍ଟି ନେତ୍ର ରହିଥାଏ ଯାହାକୁ ନେତ୍ରାଣୁ (Ommatidium) କୁହାଯାଏ ।
 
ମାଛିର ପାଚକ ତନ୍ତ୍ର ସରଳ ହୋଇଥାଏ । ଏହାର ହୃଦୟ ସିଧା ନଳୀ ମାତ୍ର ହୋଇଥାଏ । ଶ୍ଵାସତନ୍ତ୍ରରେ ଶ୍ଵାସ ନଳୀକା ରହିଥାଏ ଯାହା ବହୁତ ବଡ଼ ବାୟୁକୋଷ ବନେଇଥାଏ । ଆଧାରତନ୍ତ୍ରିକା ଦୌଡ଼ିର ଗୋଚ୍ଛିକା ମିଶି ଏକ ସଙ୍କେତ ବନେଇଥାଏ ।
 
==ବର୍ଗିକରଣ==
"https://or.wikipedia.org/wiki/ମାଛି"ରୁ ଅଣାଯାଇଅଛି