"ବାଦୁଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
No edit summary
୨ କ ଧାଡ଼ି:
'''ବାଦୁଡ଼ି''' ଆକାଶରେ ଉଡୁଥିବା ଏକ ସ୍ତନଧାରୀ [[ପ୍ରାଣୀ]] ଅଟେ, ଯିଏ ନିଜର 1000 ରୁ ଅଧିକ ପ୍ରଜାତୀ ସହିତ ସ୍ତନଧାରୀ ଭାବେ ସବୁଠାରୁ ବଡ଼ କୂଳର ନିର୍ମାଣ କରିଥାଏ । ଏମାନେ ପୂର୍ଣ୍ଣ ରୂପେ ନିଶାଚର ହୋଇଥାନ୍ତି ଏବଂ ଗଛ ମାନଙ୍କର ଡାଳ ଅଥବା ଅନ୍ଧାର ଗୁମ୍ଫା ଭିତରେ ଓଲଟା ଓହଳି ରହିଥାନ୍ତି ।<ref>{{cite book |last=त्रिपाठी |first=नरेन्द्र नाथ |title= ସରଳ ଜୀବନ ବିଜ୍ଞାନ, ଭାଗ-୨|year=ମାର୍ଚ୍ଚ 2004 |publisher=ଶେଖର ପ୍ରକାଶନ |location=କଲିକତା |id= |page=86-87 |access-date= 17 ସେପ୍ଟେମ୍ବର 2009}}</ref> ଉତ୍ତର ଆମେରିକା ଓ ୟୁରୋପରେ କେବେ କେବେ ଲୋକମାନଙ୍କ ଘର କିମ୍ବା ଖଳାଘରରେ ରୁହନ୍ତି । ସେମାନେ [[U.K.]] ରେ ସଂରକ୍ଷିତ ପ୍ରାଣୀ ଅଟନ୍ତି । ଏମାନେ ଏକ ସଫଳ ସମୂହ ଅଟନ୍ତି । ବାଦୁଡ଼ିର 1200 ରୁ ଅଧିକ ପ୍ରଜାତୀ ରହିଛନ୍ତି । ଏହାର ଅର୍ଥ ସମସ୍ତ ଜୀବିତ ସ୍ତନପାୟୀ ପ୍ରଜାତୀ ମାନଙ୍କ ଠାରୁ 20% - ପାଞ୍ଚ ରୁ ଗୋଟିଏ ବାଦୁଡ଼ି ଅଟନ୍ତି । <ref name="tudge">{{cite book | last = Tudge | first = Colin | title = The variety of life | publisher = Oxford University Press | year = 2000 | isbn=0-19-860426-2}}</ref>
 
ବାଦୁଡ଼ି ସାଧାରଣତଃ ଦୁଇ ସମୂହରେ ବିଭାଜିତ କରାଯାଇଛି, ପ୍ରଥମ ସମୂହ ଫଳ ଭକ୍ଷୀ ବଡ଼ ବାଦୁଡ଼ି ;ଯିଏ ଦେଖି ଏବଂ ଶୁଙ୍ଘିକରି ନିଜ ଭୋଜନ ଖୋଜିଥାନ୍ତୁ । ଦ୍ଵିତୀୟ ସମୂହ କୀଟ ଭକ୍ଷୀ ଛୋଟ ବାଦୁଡ଼ି ଅଟନ୍ତି; ଯିଏ ପ୍ରତିଧ୍ୱନୀ ଦ୍ୱାରା ସ୍ଥିତି ନିର୍ଦ୍ଧାରଣ ବିଧି ଦ୍ୱାରା ନିଜ ଭୋଜନ ଖୋଜିଥାନ୍ତି । ଏହା ଏପରି ଏକ ସ୍ତନଧାରୀ ପ୍ରାଣୀ ଅଟନ୍ତି ଯିଏ ଉଡିପାରେ ତଥା ରାତିରେ ମଧ୍ୟ ଉଡିପାରେ । ଏହାର ଅଗ୍ରବାହୁ ପର ରେ ପରିବର୍ତ୍ତିତ ହୋଇଥାଏ ଯାହା ଦେଖିବାରେ କୋଷାବରଣ ପେଟାଜିୟମ) ସମାନ ଲାଗିଥାଏ । ତ୍ୱଚାର ଏହି କୋଷାବରଣ ବେକରୁ ନେଇ ହାତ ର ଆଙ୍ଗୁଠି ତଥା ଶରୀରର ପାର୍ଶ୍ଵ ଭାଗରୁ ହୋଇ ଲାଞ୍ଜ ପର୍ଯ୍ୟନ୍ତ ଯାଇଥାଏ ଏବଂ ପର ର ନିର୍ମାଣ କରିଥାଏ । ପଛ ଗୋଡ଼ ପତଳା, ଛୋଟ ଓ ନଖ ଯୁକ୍ତ ହୋଇଥାଏ । ଏହାର ଶରୀରରେ ଚୁଟି କମ ଥାଏ । ମୁଣ୍ଡର ଦୁଇ ପାର୍ଶ୍ଵରେ ଆହୁରି ବଡ଼ ବଡ଼ କର୍ଣ୍ଣପଲ୍ଲବ ମିଳିଥାଏ । ବାଦୁଡ଼ି ପରର ଆକାର ୨.୯ ସେଣ୍ଟି ମିଟରରୁ ନେଇ ୨୫୦୦ ସେଣ୍ଟିମିଟର ପର୍ଯ୍ୟନ୍ତ ତଥା ସେମାନଙ୍କ ଓଜନ 2 ଗ୍ରାମରୁ 1200 ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ।<ref name=Edge>{{Cite web | url = http://www.edgeofexistence.org/mammals/species_info.php?id=49 | title = Bumblebee bat (''Craseonycteris thonglongyai'') | work = [[EDGE Species]] | accessdate = 10 ଏପ୍ରିଲ 2008}}</ref>
 
ବାଦୁଡ଼ି ଓଲଟା ଝୁଲିବାର ମୁଖ୍ୟ କାରଣ, ଓଲଟା ଝୁଲିବା ଦ୍ୱାରା ସେମାନେ ବହୁ ସହଜରେ ଉଡାଣ ଶିଖିବା ସହିତ ଅଧିକ ବାଟ ପର୍ଯ୍ୟନ୍ତ ଉଡି ପାରିବେ । ପକ୍ଷୀ ମାନଙ୍କ ପରି ସେମାନେ ଚଟାଣରୁ ନିଜ ଉଡ଼ି ପାରନ୍ତି ନାହିଁ , କାରଣ ସେମାନଙ୍କ ପର ଭରପୂର ଉଠାଣ ଦେଇପାରେ ନାହିଁ , ଏବଂ ସେମାନଙ୍କ ପଛ ଗୋଡ଼ ଏତେ ଛୋଟ ହୋଇଥାଏ ଯଦ୍ୱାରା ସେମାନେ ଦୌଡ଼ି ଗତିକୁ ଧରି ପାରନ୍ତି ନାହିଁ । ବାଦୁଡ଼ି ସାଧାରଣତଃ ଅନ୍ଧାର ଗୁମ୍ଫା ମଧ୍ୟରେ ଦିନଯାକ ଆରାମ କରିଥାନ୍ତି, ରାତିରେ ବାହାରନ୍ତି । ଏମାନେ ଓଲଟା ଶୋଇବା ସମୟରେ ଏଥିପାଇଁ ପଡନ୍ତିନି କାରଣ: ବାଦୁଡିର ପାଦ ଶିରା ଏହିପରି ବ୍ୟବସ୍ଥିତ ହୋଇଛି, ଯଦ୍ୱାରା ସେମାନଙ୍କ ଓଜନ ହିଁ ସେମାନଙ୍କ ପଞ୍ଝାକୁ ମଜବୁଦ ସହିତ ଧରିବାରେ ସାହାଯ୍ୟ କରିଥାଏ ।<ref>{{cite web |url= http://www.bbc.co.uk/hindi/news/story/2006/08/060823_askus_bat.shtml
"https://or.wikipedia.org/wiki/ବାଦୁଡ଼ି"ରୁ ଅଣାଯାଇଅଛି