"ସହକାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଶାରୁ ପ୍ରକାଶିତ ଏକ ମାସିକ ଓଡ଼ିଆ ପତ୍ରିକା
Content deleted Content added
ଏହା ନୂଆ ତଥ୍ୟ ଅଟେ ।
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
(କିଛି ବଦଳିନାହିଁ)

୦୯:୧୨, ୧୮ ଅକ୍ଟୋବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ସହକାର ପତ୍ରିକାର ପ୍ରକାଶ କାଳ ହେଉଛି ୧୯୧୯ । ଏହି ପତ୍ରିକାର ପ୍ରତିଷ୍ଠାତା ସଂପାଦକ ହେଲେ ଲକ୍ଷ୍ମୀନାରାୟଣ ସାହୁ । ଯଦିଓ ପରବର୍ତ୍ତୀ କାଳରେ (୧୯୨୯ ଦଶମଭାଗ) ଠାରୁ ଏହା ସଂପାଦକ ଭାର ସମ୍ଭାଳିଥଲେ ବାଳକୃଷ୍ଣ କର । ଏଥିସକାଶେ କିଛି କିଛି ବହିରେ ଦେଇଛି ଯେ, ସହକାର ପତ୍ରିକାର ସଂପାଦକ ବାଳକୃଷ୍ଣ କର ।

ଏହି ପତ୍ରିକାଟି ସମବାୟ ସେବକ ସମିତି ତରଫରୁ ପ୍ରକାଶିତ ହେଉଥିଲା । ଏହା କୋ-ଅପରେଟିଭ୍ (କୃଷି ସମ୍ବନ୍ଧୀୟ) ଆନ୍ଦୋଳନର ମୁଖପତ୍ର ରୂପେ ପ୍ରକାଶ ପାଉଥିଲା ।