"ବେଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ ପୃଷ୍ଠା
No edit summary
୪ କ ଧାଡ଼ି:
 
ବେଙ୍ଗର ଚାରୋଟି ଗୋଡ ରହିଥାଏ । ପଛ ଦୁଇ ଗୋଡ ଆଗ ଦୁଇ ଗୋଡ ଠାରୁ ବଡ ହୋଇଥାଏ, ସେଥିପାଇଁ ସେ ଅଧିକ ଲମ୍ବା ପର୍ଯ୍ୟନ୍ତ ଡେଇଁପାରେ । ଆଗ ଦୁଇ ପାଦରେ ଚାରି-ଚାରି ଆଙ୍ଗୁଠି ଓ ପଛ ପାଦରେ ପାଞ୍ଚ-ପାଞ୍ଚ ଆଙ୍ଗୁଠି ରହିଥାଏ, ଯାହା ତାକୁ ପହଁରିବାରେ ସାହାଯ୍ୟ କରିଥାଏ । ବେଙ୍ଗର ଆକାର ସାଧାରଣତଃ ୯.୮ ମିଲିମିଟର (୦.୪ ଇଞ୍ଚ) ରୁ ୩୦ ସେଣ୍ଟିମିଟର (୧୨ ଇଞ୍ଚ) ପର୍ଯ୍ୟନ୍ତ ହୋଇଥାଏ । ଅଣ୍ଡିରା ବେଙ୍ଗ ମାଇ ବେଙ୍ଗ ଠାରୁ ଆକାରରେ ଛୋଟ ହୋଇଥାଏ । ବେଙ୍ଗର ତ୍ୱଚାରେ ନିସୃତ ବିଷ ରହିଥାଏ, ପରନ୍ତୁ ସେମାନେ ଶିକାରୀ ସ୍ତନ୍ୟପାୟୀ, ପକ୍ଷୀ ତଥା ସାପ ମାନଙ୍କ ଠାରୁ ଏମାନଙ୍କ ସୁରକ୍ଷା କରି ପାରନ୍ତି ନାହିଁ ।
 
ଏକ ପ୍ରାପ୍ତ ବାୟସ୍କ ବେଙ୍ଗର ଶରୀରରେ ଏକ କଠୋର ଶରୀର, ବାହାରି ପଡିଥିବା ଆଖି, ଅଗ୍ରବର୍ତ୍ତୀ-ଲାଗିଥିବା ଜିଭ ଆଖି, ତଳ ଆଡକୁ ଓହଳି ଥିବା ଅଙ୍ଗ ଏବଂ ବିନା ଲାଞ୍ଜ ଯୁକ୍ତ ଶରୀର ରହିଥାଏ (ଲାଞ୍ଜ ଯୁକ୍ତ ବେଙ୍ଗକୁ ଛାଡି) । ବେଙ୍ଗ ମଧ୍ୟରେ ଗ୍ରନ୍ଥିର ଚମଡା ରହିଥାଏ, ଯାହା ଅରୁଚୀକର ଠାରୁ ଆରମ୍ଭ ହୋଇ ବିଷାକ୍ତ ହୋଇଥାଏ । ବୟସ୍କ ବେଙ୍ଗ ସତେଜ ପାଣିରେ ଏବଂ ଶୁଖିଲା ସ୍ଥଳରେ ରହିଥାଏ; କିଛି ପ୍ରଜାତୀ ମାନଙ୍କୁ ଭୂମୀଗତ କିମ୍ବା ଗଛରେ ରହିବା ପାଇଁ ଅନୁକୂଳିତ କରାଯାଏ ।
"https://or.wikipedia.org/wiki/ବେଙ୍ଗ"ରୁ ଅଣାଯାଇଅଛି