"ଗ୍ରହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ ପୃଷ୍ଠା
 
No edit summary
୨୧ କ ଧାଡ଼ି:
:ୟୁରେନ୍ସ, ନ୍ୟେପ୍ଚୁନ (ବିଶାଳ ବରଫ)
|}
 
[[ସୂର୍ଯ୍ୟ]] କିମ୍ବା କୌଣସି ଅନ୍ୟ ତାରା ମାନଙ୍କ ଚାରିପାଟେ ପରିକ୍ରମା କରୁଥିବା ଖଗୋଲ ପିଣ୍ଡକୁ '''ଗ୍ରହ''' କୁହାଯାଏ । ଅନ୍ତରାଷ୍ଟ୍ରୀୟ ଖଗୋଲୀୟ ସଂଘ ଅନୁଶାରେ ଆମ ସୌର ମଣ୍ଡଳରେ ଆଠୋଟି ଗ୍ରହ ରହିଛି : [[ବୁଧ]], [[ଶୁକ୍ର]], [[ପୃଥିବୀ]], [[ମଙ୍ଗଳ]], [[ବୃହଷ୍ପତି]], [[ଶନି]], [[ୟୁରେନ୍ସ]], [[ନ୍ୟେପ୍ଚୁନ]] । ଏହାର ଅତିରିକ୍ତ ତିନୋଟି ବାମନ ଗ୍ରହ ରହିଛି : ସୀରୀସ, ପ୍ଲୁଟୋ, ଏରୀସ । ପ୍ରାଚୀନ ଖଗୋଲୀୟ ଶାସ୍ତ୍ରୀ ମାନେ ତାରା ଏବଂ ଗ୍ରହ ମାନଙ୍କ ମଧ୍ୟରେ ଅନ୍ତର ଏହି ପ୍ରକାର କରିଥିଲେ : ରାତିରେ ଆକାଶରେ ଚମକୁଥିବା ଅଧିକତର ପିଣ୍ଡ ସର୍ବଦା ପୂର୍ବ ପାର୍ଶ୍ୱରୁ ଉଦୟ ହୋଇ ପଶ୍ଚୀମ ପଟେ ଅସ୍ତ ହୋଇଥାନ୍ତି । ଏହି ପିଣ୍ଡ ମାନଙ୍କ ନିଜ ନିଜ ମଧ୍ୟରେ କୌଣସି ପରିବର୍ତ୍ତନ ହୁଏନାହିଁ । ଏହି ପିଣ୍ଡ ମାନଙ୍କୁ ତାରା କୁହାଯାଏ । କିନତୁ ଏପରି କିଛି ପିଣ୍ଡ ଅଛନ୍ତି ଯାହା ଅନ୍ୟ ପିଣ୍ଡ ମାନଙ୍କ ସାପେକ୍ଷରେ କେବେକେବେ ଆଗକୁ ଯାଆନ୍ତି ଏବଂ କେବେ କେବେ ପଛକୁ ଯାଆନ୍ତି - ଏହାର ଅର୍ଥ ଏମାନେ କେବଳ ଘୂରିଥାନ୍ତି । '''Planet''' ଏକ ଲାଟୀନ ଶଦ୍ଦ ଅଟେ, ଜାହାର ଅର୍ଥ ଏପଡ ସେପଡ ହୋଓଇ ବୁଲିବା । ଏଥିପାଇଁ ଏହି ପିଣ୍ଡର ନାମ Planet (ଗ୍ରହ) ଅଟେ । [[ଶନି]] ଗ୍ରହର ପରବର୍ତ୍ତୀ ଗ୍ରହକୁ ବିନା ଦୂରବିଣ ଯନ୍ତ୍ର ସାହାଯ୍ୟରେ ଦେଖାଯାଇ ପାରିବ ନାହିଁ । ଏଥିପାଇଁ ପ୍ରାଚୀନ ବୈଜ୍ଞାନିକ ମାନଙ୍କୁ କେବଳ ୫ଟି ଗ୍ରହ ବାବଦାରେ ଜ୍ଞାତ ଥିଲା ଏବଂ [[ପୃଥିବୀ]]କୁ ସେ ସମୟରେ ଗ୍ରହ ବୋଲି ମାନି ନ'ଥାନ୍ତି ।
 
"ଜ୍ୟୋତିଷ" ଅନୁସାରେ ଗ୍ରହର ପରିଭାଷା ଅଲଗା ଅଟେ । ଭାରତୀୟ ଜ୍ୟୋତିଷ ଏବଂ ପୌରାଣିକ କଥାରେ ୯ଟି ଗ୍ରହକୁ ଗଣାଯାଏ : [[ସୂର୍ଯ୍ୟ]], [[ଚନ୍ଦ୍ର]], [[ବୁଧ]], [[ଶୁକ୍ର]], [[ମଙ୍ଗଳ]], [[ଗୁରୁ]], [[ଶନି]], [[ରାହୁ]] ଏବଂ [[କେତୁ]] । ଗ୍ରହ ଦୁଇ ପ୍ରକାରର ହୋଇଥାଏ ଯଥା: ଆନ୍ତରିକ ଗ୍ରହ ଓ ବାହ୍ୟ ଗ୍ରହ । ଆନ୍ତରିକ ଗ୍ରହରେ - ବୁଧ,ଶୁକ୍ର, ପୃଥିବୀ, ମଙ୍ଗଳ ଏବଂ ବାହ୍ୟ ଗ୍ରହରେ - ବୃହଷ୍ପତି, ଶନି, ଅରୂଣ, ବରୂଣ ଅଟେ ।
"https://or.wikipedia.org/wiki/ଗ୍ରହ"ରୁ ଅଣାଯାଇଅଛି