"ଅଭିଜିତ ବାନାର୍ଜୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୪ କ ଧାଡ଼ି:
}}
 
'''ଅଭିଜିତ ବିନାୟକ ବାନାର୍ଜୀ''' ({{Lang-bn|অভিজিৎ বিনায়ক বন্দ্যোপাধ্যায়}}; ଜନ୍ମ ୧୯୬୧) ଜଣେ ଭାରତରେ ଜନ୍ମିତ ଆମେରିକୀୟ ଅର୍ଥଶାସ୍ତ୍ରୀ । ବାନାର୍ଜୀଙ୍କୁ ୨୦୧୯ ମସିହାରେ ଏସ୍ଥର ଡଫ୍ଲୋ ଓ ମାଇକେଲ କ୍ରେମେରଙ୍କ ସ‌ହ "ବିଶ୍ୱରେ ଗରିବୀଦାରିଦ୍ର ସଙ୍ଖ୍ୟା କମଦୂରୀକରଣ କରିବାର ପ୍ର୍ୟାସକୁ" ନେଇ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ମିଳିଛି । <ref>{{Cite news|url=https://www.thehindu.com/news/international/india-origin-abhijit-banerjee-among-three-to-receive-economics-nobel/article29680388.ece|title=Abhijit Banerjee among three to receive Economics Nobel|last=Desk|first=The Hindu Net|date=2019-10-14|work=The Hindu|access-date=2019-10-14|language=en-IN|issn=0971-751X}}</ref> ସେ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରର ଅଧ୍ୟାପକ । ଅଭିଜିତ ବାନାର୍ଜୀ ଓ ଏସ୍ଥର ଡଫ୍ଲୋ ନୋବେଲ ପୁରସ୍କାର ପାଇଥିବା ଷଷ୍ଠ ସ୍ୱାମୀ ସ୍ତ୍ରୀ ଯୋଡି ।
 
== ପ୍ରାରମ୍ଭିକ ଜୀବନ ==
ବାନାର୍ଜୀଙ୍କ ଜନ୍ମ ଭାରତର [[ମୁମ୍ବାଇ]]<nowiki/>ରେ ହେଇଥିଲା । ମାଆ ନିର୍ମଳା ବାନାର୍ଜୀ ସେଣ୍ଟର ଫର୍ ସାମାଜିକ ବିଜ୍ଞ୍ୟାନ ଓ ବାପା ଦୀପକ ବାନାର୍ଜୀ ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରର ବିଭାଗର ମୁଖ୍ୟ ଥିଲେ ।
 
ସେ ସାଉଥ ପଏଣ୍ଟ ବିଦ୍ୟାଳୟରେ ପଢିଥିଲେ । ବିଦ୍ୟାଳୟରେ ପଢା ଶେଷ ପରେ ୧୯୮୧ ମସିହାରେ କଲିକତାର ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ ଓ ପରେ ୧୯୮୩ ମସିହାରେ ଦିଲ୍ଲୀର ଜବାହରଲାଲ ନେହୁରୁ ବିଶ୍ୟାବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କରିଥିଲେ । ପରେ ୧୯୮୮ ମସିହାରେ ହ୍ୱାବାର୍ଡ ବିଶ୍ୟାବିଦ୍ୟାଳୟରେ Ph.D ଡିଗ୍ରୀ ପ୍ରାପ୍ତ କରିଥିଲେ ।