"କିଲୋଗ୍ରାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୪ କ ଧାଡ଼ି:
 
==ଇତିହାସ==
1879 ମସିହାରେ ଧାତୁର ଖଣ୍ଡ ତିଆରି ହୋଇଥିଲା । ଏହା କୌଣସି ସଂସ୍ଥାର ଔପଚାରିକ ଭାବେ 1889 ମସିହାରେ କିଲୋଗ୍ରାମ ଭାବେ ବଛା ଯାଇଥିଲା । ଏହା 90% ପ୍ଲାଟିନମ ଏବଂ 10% ଇରିଡିୟମ ରୁ ତିଆରି ହୋଇଛି ।<ref name="Practical realization">
{{cite web | publisher = BIMP | url = http://www.bipm.org/en/si/si_brochure/appendix2/mass.html | title =Practical realization of the definition of the kilogram}}</ref> ସେହିସବୁ ଧାତୁ ଗୁଡିକୁ ଏଥିପାଇଁ ବଚା ଯାଇଥିଲା କାରଣ, ସେଗୁଡିକ ଅଧିକାଂଶ ଧାତୁ ପରି ଜଙ୍କ ନଥିଲା । ଏହାକୁ [[Sèvres]], ଫ୍ରାନ୍ସ "ଅନ୍ତରାଷ୍ଟ୍ରୀୟ ବ୍ୟୁରୋ" (BIPM)ରେ ଭୂତଳାଗାର / ସୁରକ୍ଷା-କକ୍ଷ ରେ ସଂଗ୍ରହ କରି ରଖା ଯାଉଥିଲା ।1795 ରୁ 1799 ମସିହା ପର୍ଯ୍ୟନ୍ତ, ଦ୍ରବ୍ୟମାନର ମାପକକୁ "କିଲୋଗ୍ରାମ" କୁହାଯାଉ ନଥିଲା, କିନ୍ତୁ ଏହାକୁ "ଗମ୍ଭୀର (ପିଣ୍ଡ) " ବୋଲି କୁହାଯାଉଥିଲା ।
 
==ଆଧାର==