"କିଲୋଗ୍ରାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
No edit summary
୨ କ ଧାଡ଼ି:
 
'''କିଲୋଗ୍ରାମ''' (mark: kg) ଭାର ରୂପେ [[SI]] ଏକ ମାପକ ଅଟେ । ଏକ କିଲୋଗ୍ରାମର ପରିଭାଷା ଅନୁସାରେ, ଏହା ଅନ୍ତରାଷ୍ଟ୍ରୀୟ ମୂଳରୂପ କିଲୋଗ୍ରାମ, IPK, <span style="margin-left:0.15em"><ref name="FirstCGPM">BIMP: ''[http://www.bipm.org/en/CGPM/db/1/1/ Resolution of the 1st CGPM (1889)]''<sub>&nbsp;</sub></ref></span> (IPK; ଯାହା ନିଜ ଫ୍ରେଞ୍ଚ ନାମ ଲୀ ଗ୍ରାଣ୍ଡ &nbsp;K) ଦ୍ୱାରା ଜଣାଯାଏ କି, ଓଜନ ଭାର ବରାବର ରହିଥାଏ ଯାହା କି ଏକ ଲିଟର ଜଳ ପରିମାଣ ସ୍ୱରୂପ ସମାନ ଅଟେ । ଏହା ଏକମାତ୍ର SI ମାପକ ଅଟର, ଯାହାର ଉପସର୍ଗ (କିଲୋ) ସେହି ନାମର ଭାଗ ଅଟେ ।
 
20 ମଇ, 2019 ମସିହା ପର୍ଯ୍ୟନ୍ତ କିଲୋଗ୍ରାମ ର ପରିଭାଷା "ପ୍ଲାଙ୍କ ସ୍ଥିରାଙ୍କ" (Planck constant) ଉପରେ ଆଧାରିତ ହୋଇଥାଏ । {{val|6.62607015|e=−34|u=kg⋅m<sup>2</sup>⋅s<sup>−1</sup>}}.<ref name=draft-resolution-A>{{citation
|title=Draft Resolution A "On the revision of the International System of units (SI)" to be submitted to the CGPM at its 26th meeting (2018)
|url=https://www.bipm.org/utils/en/pdf/CGPM/Draft-Resolution-A-EN.pdf
}}</ref><ref>[http://www.bipm.org/en/committees/cipm/meeting/105.html Decision CIPM/105-13 (October 2016)]. The day is the 144th anniversary of the [[Metre Convention]].</ref>
 
 
ଦୈନିକ ପ୍ରୟୋଗରେ ଆମେ କିଲୋଗ୍ରାମ କୁ ବସ୍ତୁ ଭାର ରୂପେ ଜାଣିଥାଉ, କିନ୍ତୁ ତାହା ଭାର ନହୋଇ ଦ୍ରବ୍ୟମାନର ମାପ ଅଟେ । କୌଣସି ବସ୍ତୁର ଭାର ସେଥିରେ ଲାଗିଥିବା ଗୁରୁତ୍ବାକର୍ଷଣ ବଳର ମାପ ନ୍ୟୁଟନ ଦ୍ୱାରା ମପା ଯାଇଥାଏ ।<ref>NIST: ''[http://www.nist.gov/public_affairs/faqs/qmetric.htm Converting Measurements to Metric--NIST FAQs]''; the U.K.’s National Weights & Measures Laboratory: ''[http://www.nwml.gov.uk/faqs.aspx?ID=8 Metric Conversions]''; and NIST: Fed-Std-376B, ''Preferred Metric Units for General Use By the Federal Government'', Section 5.2.1 Mass (weight) ([http://ts.nist.gov/WeightsAndMeasures/Metric/upload/fs376-b.pdf 294&nbsp;KB PDF, here]).<sub>&nbsp;</sub></ref>.