"କିଲୋଗ୍ରାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:Project Tiger 2019 using HotCat
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧ କ ଧାଡ଼ି:
[[file:1kg with creditcard.JPG|right|thumb|300px|ଏକ କିଲୋଗ୍ରାମ (କ୍ରେଡିଟ କାର୍ଡ ସହିତ)]]
 
'''କିଲୋଗ୍ରାମ''' (mark: kg) ଭାର ରୂପେ [[SI]] ଏକ ମାପକ ଅଟେ । ଏକ କିଲୋଗ୍ରାମର ପରିଭାଷା ଅନୁସାରେ, ଏହା ଅନ୍ତରାଷ୍ଟ୍ରୀୟ ମୂଳରୂପ କିଲୋଗ୍ରାମ, IPK, <span style="margin-left:0.15em"><ref name="FirstCGPM">BIMP: ''[http://www.bipm.org/en/CGPM/db/1/1/ Resolution of the 1st CGPM (1889)]''<sub>&nbsp;</sub></ref></span> (IPK; ଯାହା ନିଜ ଫ୍ରେଞ୍ଚ ନାମ ଲୀ ଗ୍ରାଣ୍ଡ &nbsp;K) ଦ୍ୱାରା ଜଣାଯାଏ କି, ଓଜନ ଭାର ବରାବର ରହିଥାଏ ଯାହା କି ଏକ ଲିଟର ଜଳ ପରିମାଣ ସ୍ୱରୂପ ସମାନ ଅଟେ । ଏହା ଏକମାତ୍ର SI ମାପକ ଅଟର, ଯାହାର ଉପସର୍ଗ (କିଲୋ) ସେହି ନାମର ଭାଗ ଅଟେ ।
 
ଦୈନିକ ପ୍ରୟୋଗରେ ଆମେ କିଲୋଗ୍ରାମ କୁ ବସ୍ତୁ ଭାର ରୂପେ ଜାଣିଥାଉ, କିନ୍ତୁ ତାହା ଭାର ନହୋଇ ଦ୍ରବ୍ୟମାନର ମାପ ଅଟେ । କୌଣସି ବସ୍ତୁର ଭାର ସେଥିରେ ଲାଗିଥିବା ଗୁରୁତ୍ବାକର୍ଷଣ ବଳର ମାପ ନ୍ୟୁଟନ ଦ୍ୱାରା ମପା ଯାଇଥାଏ ।<ref>NIST: ''[http://www.nist.gov/public_affairs/faqs/qmetric.htm Converting Measurements to Metric--NIST FAQs]''; the U.K.’s National Weights & Measures Laboratory: ''[http://www.nwml.gov.uk/faqs.aspx?ID=8 Metric Conversions]''; and NIST: Fed-Std-376B, ''Preferred Metric Units for General Use By the Federal Government'', Section 5.2.1 Mass (weight) ([http://ts.nist.gov/WeightsAndMeasures/Metric/upload/fs376-b.pdf 294&nbsp;KB PDF, here]).<sub>&nbsp;</sub></ref>.
 
SI ମାପକ ପ୍ରଣାଳୀରେ ବହୁ ମାପକମାନ କିଲୋଗ୍ରାମ ର ସାପେକ୍ଷ ରୂପେ ପରିଭାସିତ ହୋଇଥାଏ । ଅତଏବ ଏହାର ସ୍ଥିରତା ମହତ୍ତ୍ୱପୂର୍ଣ୍ଣ ଅଟେ । ଯେତେବେଳେ IPKକୁ ସମୟ ସହିତ ବଦଳିବାକୁ ଲାଗିଲା, ତା'ପରେ [[CIPM]] 2005 ମସିହାରେ ଏହା ମତ ରଖିଥିଲେ ଯେ, କିଲୋଗ୍ରାମ କୁ ପ୍ରକୃତିର ମୂଳ ସ୍ଥିରାଙ୍କ ରେ ପରିଭାସିତ କରାଯାଉ ।<ref name="94thCIPM">''Proceedings of the 94th meeting (October 2005) of the International Committee for Weights and Measures'', ([http://www.bipm.fr/utils/common/pdf/CIPM2005.zip 1.1&nbsp;MB zip file, here])<sub>&nbsp;</sub></ref>
[[ଶ୍ରେଣୀ:Project Tiger 2019]]