୬,୧୫୦
ଗୋଟି ସମ୍ପାଦନା
Aliva Sahoo (ଆଲୋଚନା | ଅବଦାନ) ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit |
Aliva Sahoo (ଆଲୋଚନା | ଅବଦାନ) |
||
ସବୁଜ ରଙ୍ଗ ଏକ ସାଧାରଣତଃ ସମସ୍ତ ପ୍ରାକୃତିକ ସମ୍ବନ୍ଧୀୟ ଜିନିଷରେ ଦେଖାଯାଏ , କାରଣ ଏହି ରଙ୍ଗରେ କ୍ଲୋରୋଫିଲ ନାମକ ଏକ ଜଟିଳ ରସାୟନ ପଦାର୍ଥ ରହିଅଛି । ପ୍ରକାଶର ଲମ୍ବା ତରଙ୍ଗ ଲାଲ ଏବଂ ଛୋଟ ତରଙ୍ଗ ନୀଳ କୁ ତରଙ୍ଗ ଦୈର୍ଘ୍ୟ ତୁଳନାରେ ଅଧିକ କୁଶଳତା ରେ ଅବଶୋଷିତ କରିଥାଏ ଯାହା ମାନବ ଆଖିକୁ ସବୁଜ ଦେଖା ଯାଇଥାଏ , ଏଥିପାଇଁ ଗଛ ଦ୍ୱାରା ପରିଲିଖିତ ପ୍ରକାଶ ସବୁଜ ରଙ୍ଗର ସମୃଦ୍ଧ ହୋଇଥାଏ।<ref>{{cite web | title = If the sun's light peaks in the green, why do plants prefer to reflect green light (giving them their green color)? And in particular why do they prefer to absorb red light and with that not efficiently utilizing the sun's radiation?| website = University of Santa Barbara Science Line| publisher = The Regents of the University of California| date = 2015| url = http://scienceline.ucsb.edu/getkey.php?key=500| doi = | accessdate = September 4, 2015 }}</ref> କ୍ଲୋରୋଫିଲ ସବୁଜ ପ୍ରକାଶ ର ଖରାପ ରୂପରୁ ଅବଶୋଷିତ କରିଥାଏ , କାରଣ ଏହା ପ୍ରଥମ ଥର ମହାସାଗରରେ ରହୁଥିବା ଜୀବ ମାନଙ୍କ ମଧ୍ୟରୁ ଉତ୍ପନ୍ନ ହୋଇଥିଲା , ଯେଉଁଥିରେ ବାଇଗେଣୀ "ହେଲୋବ୍ୟାକ୍ଟେରିଆ" ପ୍ରଥମରୁ ହିଁ ପ୍ରକାଶ ର ଶୋଷଣ କରିଥିଲା । ପରେ ପ୍ରକାଶ ନିଷ୍କର୍ଷଣ ଉପରେ ଭାରି ହେଉଥିବା ନୂତନ ଜୀବ ମାନଙ୍କୁ ହେଲୋବ୍ୟାକ୍ଟେରିଆ ଦ୍ୱାରା ଉପଯୋଗ କରାଯାଇ ନଥିଲା, ବରଂ ସ୍ପେକ୍ଟ୍ରମ ର ସେହି ଅଂଶ ର ଶୋଷଣ କରିବା ପାଇଁ ବଛା ଯାଇଥିଲା ।<ref>Goldsworthy, A. (December 10, 1987). [https://books.google.com/books?id=vtI9MPk3oVkC&pg=PA52&dq=Andrew+Goldsworthy&hl=en&ei=cIiITM2fDoW6jAfk-PjhCA&sa=X&oi=book_result&ct=result&resnum=2&ved=0CDQQ6AEwAQ#v=onepage&q=why%20trees%20are%20green&f=false Why trees are green]. New Scientist, 116 (1880) 48–52.</ref>
==ଆଧାର==
[[ଶ୍ରେଣୀ:Project Tiger 2019]]
|
ଗୋଟି ସମ୍ପାଦନା