"ଜ୍ୟୋତିଷଶାସ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧୭ କ ଧାଡ଼ି:
| accessdate=2007-08-28
}}</ref><ref> ज्योतिष: धोखाधड़ी या अंधविश्वास?चाज़ बुफे द्वारा {{cite web | title= Astrology Fraud or Superstition | url=http://www.seesharppress.com/astro.html | publisher= See Sharp Press}}</ref>
 
==କୁଣ୍ଡଳୀ==
କୁଣ୍ଡଳୀ ଏପରି ଏକ ଚକ୍ର, ଯାହାଦ୍ୱାରା କୌଣସି ଇଷ୍ଟ କାଳରେ ରାଶି ଚକ୍ର "କ୍ରାନ୍ତି ଚକ୍ର" ଦ୍ୱାରା ସମ୍ବନ୍ଧିତ ହୋଇଥାଏ , ଯାହାର ସ୍ଥିତି ଅକ୍ଷାଂଶର ଭିନ୍ନତା କାରଣରୁ ବିଭିନ୍ନ ଦେଶରେ ଏକାପରି ହୋଇ ନଥାଏ । ଅତଏବ ରାଶି ଚକ୍ରର ସ୍ଥିତି ଜାଣିବା ପାଇଁ ସ୍ଥାନୀୟ ସମୟ ତଥା ନିଜ ସ୍ଥାନରେ ରହିଥିବା ରାଶି ମାନଙ୍କର ଉଦୟ ସ୍ଥିତି (ଖୋଦୟ) ଜ୍ଞାନ ଆବଶ୍ୟକ ଅଟେ । ରାଶି ମାନଙ୍କର ଅଙ୍କ ଦ୍ୱାରା ବ୍ୟକ୍ତ କରିଥାଏ । ଏହିପ୍ରକାର ରାଶି ଚକ୍ରକୁ କୁଣ୍ଡଳୀ କୁହାଯାଏ । ଭାରତୀୟ ପଦ୍ଧତିରେ 7ଟି ଗ୍ରହ ହେଲେ : ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୃହସ୍ପତି, ଶନି, ରାହୁ ଓ କେତୁ । ପାଶ୍ଚାତ୍ୟ ପ୍ରଣାଳୀରେ ୧: ମେଷ, ୨: ବୃଷ, ୩: ମିଥୁନ, ୪: କର୍କଟ, ୫: ସିଂହ, ୬: କନ୍ୟା, ୭: ତୁଳା, ୮: ବିଛା, ୯: ଧନୁ, ୧୦: ମକର , ୧୧: କୁମ୍ଭ, ୧୨: ମୀନ ରାଶି ମାନଙ୍କ ପାଇଁ କ୍ରମଶଃ ନିମ୍ନ ଲିଖିତ ଚିହ୍ନ ରହିଛି :
 
1 2 3 4 5 6 7 8 9 10 11. 12
 
(1) ବୁଧ, (2) ଶୁକ୍ର, (3) ପୃଥିବୀ, (4) ମଙ୍ଗଳ, (5) ଗୁରୁ, (6) ଶନି, (7) ବାରୁଣୀ, (8) ବରୁଣ, ତଥା (9) ଯମ ଗ୍ରହ ମାନଙ୍କ ପାଇଁ କ୍ରମଶଃ ନିମ୍ନ ଲିଖିତ ଚିହ୍ନ ଅଟେ :
 
1 2 3 4 5 6 7 8 9
 
ତଥା [[ସୂର୍ଯ୍ୟ]] ଏବଂ ଚନ୍ଦ୍ରମା ପାଇଁ ପ୍ରଯୁକ୍ତ ହୋଇଥାଏ।
 
==ଆଧାର==