"ଜ୍ୟୋତିଷଶାସ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧ କ ଧାଡ଼ି:
[[File:Anatomical Man.jpg|thumb|left|270px|ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ ଏକ ଚିତ୍ର]]
'''ଜ୍ୟୋତିଷଶାସ୍ତ୍ର''' ଏକ ଛନ୍ନ ବିଜ୍ଞାନ ଅଟେ, ଯାହା ଖଗୋଲୀୟ ପିଣ୍ଡର ଚଳଣୀ ଏବଂ ସାପେକ୍ଷ ସ୍ଥିତିର ଅଧ୍ୟୟନ କରି ମନୁଷ୍ୟ ସମ୍ବନ୍ଧୀୟ ବିଷୟ ଏବଂ ସାଂସାରିକ ଘଟଣା ସମ୍ବନ୍ଧରେ ଦିବ୍ୟ କଥାବସ୍ତୁର ଦାବି କରିଥାଏ ।<ref>{{Cite encyclopedia| publisher = Oxford University Press| title = astrology| encyclopedia = Oxford Dictionary of English| accessdate = 11 December 2015| url = https://www.oxforddictionaries.com/definition/english/astrology}}</ref><ref>{{Cite encyclopedia| publisher = Merriam-Webster Inc.| title = astrology| encyclopedia = Merriam-Webster Dictionary| accessdate = 11 December 2015| url = http://www.merriam-webster.com/dictionary/astrology}}</ref><ref>{{cite book |title=The Blackwell Dictionary of Western Philosophy |first1=Nicholas |last1=Bunnin |first2=Jiyuan |last2=Yu |publisher=John Wiley & Sons |year=2008 |p=57 |url=https://books.google.com/?id=LdbxabeToQYC&pg=PA57&dq=dictionary+philosophy+astrology#v=onepage&q=dictionary%20philosophy%20astrology&f=false|isbn=9780470997215 }}</ref> ଏହି ଶାସ୍ତ୍ର ଦ୍ୱାରା ମନୁଷ୍ୟ ତଥା ପୃଥିବୀର ଗ୍ରହ ଏବଂ ତାରା ମାନଙ୍କର ଶୁଭ ତଥା ଅଶୁଭ ପ୍ରଭାବର ଅଧ୍ୟୟନ କରାଯାଇ ପାରେ । ଜ୍ୟୋତିଷ ଶବ୍ଦର ଅର୍ଥ ଗ୍ରହ ତଥା ନକ୍ଷେତ୍ର ଦ୍ୱାରା ସମ୍ବନ୍ଧିତ ରଖୁଥିବା ବିଦ୍ୟା । ଯଦିଓ ଏହି ଶବ୍ଦରୁ ଗଣିତ (ସିଦ୍ଧାନ୍ତ) ଜ୍ୟୋତିଷ ର ମଧ୍ୟ ବୋଧ ହୋଇଥାଏ, ତଥାପି ସାଧାରଣ ଲୋକ ଜ୍ୟୋତିଷ ବିଦ୍ୟା ଦ୍ୱାରା ଫଳିତ ବିଦ୍ୟାର ଅର୍ଥ ବୋଲି ଭାବି ନିଅନ୍ତି।
 
ଭାରତୀୟ ଜ୍ୟୋତିଷ ରେ ସୂର୍ଯ୍ୟ ସିଦ୍ଧାନ୍ତ ଆଦି ଗ୍ରନ୍ଥ ରୁ ଆସୁଥିବା ବିନ୍ଦୁ ହିଁ ମେଷ ଆଦିର ଗଣନା କରାଯାଏ । ଏହିପ୍ରକାରେ ପାଶ୍ଚାତ୍ୟ ଗଣନା ପ୍ରଣାଳୀ ତଥା ଭାରତୀୟ ଗଣନା ପ୍ରଣାଳୀରେ ପାଖାପାଖି ୨୩ ଅଂଶର ଅନ୍ତର ପଡିଥାଏ। ଭାରତରେ 12 ଟି ରାଶିକୁ 27 ଟି ବିଭାଗରେ ଭାଗ କରାଯାଇଛି , ଯାହାକୁ ନକ୍ଷତ୍ର କୁହାଯାଏ । ଫଳର ବିଚାର ପାଇଁ ଚନ୍ଦ୍ରମା ନକ୍ଷେତ୍ରର ବିଶେଷ ଉପଯୋଗ କରାଯାଏ ।
 
==ପରିଚୟ==
 
==ଆଧାର==